ବାହାରିଲା ଓଜେଇଇ ପରୀକ୍ଷା ଫଳ, ୪୮ ହାଜର ୭୮୩ ପରୀକ୍ଷାର୍ଥୀ ପାଇଲେ ରାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ। ଶୁକ୍ରବାର ଦିନ ୧୧ଟାରେ ଓଜେଇଇ କାର୍ଯ୍ୟାଳୟରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ...

ଆଃ କି ସୁଆଦ ଆମ ପଖାଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=8xPx-CZEmOE ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ନିବିଡ଼। ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇରହିଛି ପଖାଳ। ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ...

ପୁଣେରେ ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣେରେ ଅନୁଷ୍ଠିତ ହୋଇଛି ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ। ଏଥିରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଅଂଶଗ୍ରହଣ କରି ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲା। ଏହି କାର୍ଯ୍ୟକ୍ରମରେ ହୋଇଥିବା...

ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର। ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ମହାପାତ୍ରଙ୍କ ଅକାଳ ବିୟୋଗ...

ଜାପାନରେ ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜାପାନ ଗସ୍ତ ତୃତୀୟ ଦିନରେ ପହଞ୍ଚିଛି। ଗୁରୁବାର ସେ ଟୋକିଓ ନିକଟସ୍ଥ କିମିଟ୍ସୁ ସହରରେ ଥିବା ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନିପନ୍...

ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ବହୁମୁଖୀ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ ମୁକ୍ତ ଜୀବନ’

ଅଭିଷେକ ରାୟ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’...

ଫେବ୍ରୁଆରି ୨୮ ଯାଏଁ ବର୍ଷା: ବିଜୁଳି ଘଡ଼ଘଡ଼ି ପାଇଁ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ହେଲା ଜାରି ରହିଥିବା ତାପମାତ୍ରାରେ ସାମାନ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ...

‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଓଡ଼ିଶାଲାଇଭ୍ ବ୍ୟୁରୋ (ଅସ୍ତରଙ୍ଗ/ପୁରୀ): ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ବିଭିନ୍ନ ସ୍ଥାନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର...

ସୁସ୍ମିତା ମିଞ୍ଜ-ଆଲିସା ଲୁଗୁନଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ ନାହିଁ – ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାରେ କୌଣସି ଲିଙ୍କ ନଥିବା ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ରାଉରକେଲା ଏସପି ମିତ୍ରଭାନୁ...

ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦୀର୍ଘ ଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ଲାଲବାହିନୀ। ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମାଓବାଦୀ କ୍ୟାମ୍ପ ଠବ ହେବା ସହ ସେଠାରୁ ବିପୁଳ ପରିମାଣ...