କ୍ୟାବିନେଟ ନିଷ୍ପତ୍ତି: ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସୋମବାର ଦିନ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ପକ୍ଷରୁ ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଯୋଜନାକୁ ମଞ୍ଜୁରୀ ମିଳିଛି।...

ହାପି ହୋଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ରାଜ୍ୟ ପାଳୁଛି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। ହାତରେ ଭଳିକି ଭଳି ରଙ୍ଗ ଧରି ପରସ୍ପିରକୁ ରଙ୍ଗରେ ରଙ୍ଗେଇ ହୋଲିର ସୁଭେଚ୍ଛା ଦେଇ ଚାଲିଛନ୍ତି...

ଜୁନ ୧୬ରେ ଓଡ଼ିଶା ଛୁଇଁବ ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୫-୧୬ ତାରିଖରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବିଭାଗର ସୂଚନା ଅନୁସାରେ ସୋମବାର, ଜୁନ ୧୩ ତାରିଖରେ ମୌସୁମୀ...

ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ ‘ଇଣ୍ଡିଆଜ୍ ଗେମ୍’ ପ୍ରଦର୍ଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧିନତା ଦିବସ ଅବସରରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ 'ଇଣ୍ଡିଆଜ୍ ଗେମ୍' ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଗଜପତି ଜିଲ୍ଲା ମହେନ୍ଦ୍ରଗିରିକୁ ରାଜ୍ୟର ଦ୍ଵିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ସେପ୍ଟେମ୍ବର ମାସରେ ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ...

ଓଡ଼ିଶାରେ ପୁଣି ଶୀତଲହରୀ, ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ପରେ ପୁଣି ଶୀତଲହରୀ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୯ଟି ସହରର ତାପମାତ୍ରା...

ଆଜିଠାରୁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ହେବ ଅଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜାପାନ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବେ। ଏହାସହ ସେ ଓସକା ଓ କ୍ୟୋଟୋ...

ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ...

କାନକୁ କେମିତି ସଫା ରଖିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=nw34LMFRx_Q ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ ୨୦୨୪। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ନେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୩ ତାରିଖକୁ...

କେନ୍ଦୁଝର: ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୫ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କନିଆ ଘର ଆଗରେ ନାଚୁଥିବାବେଳେ ବରଯାତ୍ରୀଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର କୁଡ଼ିଆଘାଟି...