ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଶେଷକୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଶନିବାର ତାଙ୍କ ମରଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭା ପରିସରକୁ ଅଣାଯିବା ପରେ ବିଭିନ୍ନ ଦଳର ରାଜନେତା ତଥା...

ଓପିଟିସିଏଲରେ ୬୮ଟି ମ୍ୟାନେଜମେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଜାରି ରହିଛି ଆବେଦନ, ସେପ୍ଟେମ୍ବର ୨୪ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ) ପକ୍ଷରୁ ୬୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓପିଟିସିଏଲ ବିଭିନ୍ନ ବିଭାଗରେ ଖାଲିଥିବା ମ୍ୟାନେଜମେଣ୍ଟ ଟ୍ରେନି ଓ ଜୁନିୟର ମ୍ୟାନେଜମେଣ୍ଟ...

ବୋରିଗୁମ୍ମାରେ ମଦ ପାଇଁ ହତ୍ୟା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ନିଶା ମଣିଷକୁ ଅବାଟକୁ ନେଇଯାଏ। କାହାକୁ ହତ୍ୟା କରିବାକୁ ପଛାଏ ନାହିଁ ନିଶାଶକ୍ତ ମଣିଷ। ମାତ୍ର ୫ ପ୍ୟାକେଟ ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା...

ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...

ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ: ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ମତଦାନ ଜାରି    

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭାରତରେ ଲୋକସଭା ନିର୍ବାଚନ ୨୦୨୪ ଲାଗି ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟରମାନେ ନିଜ ଭୋଟ...

ସୋନପୁର ଜିଲ୍ଲା ଗଡ଼ିଆଠାରେ ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୋନପୁର): ସୋନପୁର ବ୍ଲକ ଗଡ଼ିଆଠାରେ ଜୟ ଗଜନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉଦଘାଟନ କରିଛନ୍ତି। ଛତୁ ଚାଷ ଗ୍ରାମଞ୍ଚଳରେ ରୋଜଗାରର ଭଲ...

ଏଥର ରାଜ୍ୟରେ ଅସହ୍ୟ ହେବ ତାତି: ୧୬ ଓ ୧୭ ତାରିଖ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଅସହ୍ୟ ତାତି ବଢ଼ିବ। ଏଥର ବି ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଧୀରେ ଧୀରେ ତାପ ମାତ୍ରାରେ ବୃଦ୍ଧି ହେଉଥିବାରୁ ଦୁଇ ଦିନ ପରେ ଅର୍ଥାତ୍ ୧୬ ଏବଂ ୧୭...

୨୦୨୪ ଫେବ୍ରୁଆରି ୨୦ରୁ ମାଟ୍ରିକ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆସନ୍ତା ୨୦୨୪ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏ ନେଇ ଗୁରୁବାର ଦିନ ବୋର୍ଡ ପକ୍ଷରୁ ସୂଚନା...

ଭାରତରେ ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ, କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ସିମ୍ କାର୍ଡ ବିକ୍ରି ନିୟମ କଡ଼ାକଡ଼ି ଅକ୍ଟୋବର ୧ରୁ କେବଳ ପଞ୍ଜୀକୃତ ବିକ୍ରେତା ହିଁ ବିକିପାରିବେ ସିମ୍ ନିୟମ ଉଲଂଘନ ହେଲେ ଟେଲିକମ କମ୍ପାନିକୁ ୧୦ ଲକ୍ଷ ଟଙ୍କାର...

କଟକ ବଡ଼ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର: ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

ଓଡ଼ିଶାଲାଇଭ୍ ବ୍ୟୁରୋ ହାତରେ ଲାଗିଲା ଗୋଡ଼ର ଆଙ୍ଗୁଠି। କଟକ ବଡ଼ ଡାକ୍ତରଖାନାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର। ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରିଛି। ଏଭଳି ଅସ୍ତ୍ରୋପଚାର ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଭଦ୍ରକ...