କଟକ ଲୋକସଭା ଆସନରେ କିଏ ପିନ୍ଧିବ ବିଜୟ ମୁକୁଟ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=Dj0adNSF2yw&t=92s
କଟକ ଲୋକସଭା ଆସନ ପାଇଁ ଏଥର ହେବ ହାଇପ୍ରୋଫାଇଲ୍ ଲଢ଼େଇ, ପୁଣି ବିଜେଡି ବାଜି ମାରିବ ନା ବିଜେପିକୁ ସୁଯୋଗ ମିଳିବ, କେମିତି ରହିବ କଂଗ୍ରେସର ପ୍ରଭାବ?
ଉପକୂଳ ଓଡ଼ିଶାର ଏକ...
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପିପିଲି ଓ ଆଠଗଡ଼ରେ ରାଜନୈତିକ ହିଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗୁରୁବାର ରାତିରେ ପିପିଲି ଓ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲିର ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର...
ଓଡ଼ିଶାର ବିକାଶ ପାଇଁ ଏଥର ସରକାର ବଦଳିବା ଦରକାର – ହେମାମାଳିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟର ବିକାଶ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାରେ ଦୁର୍ନୀତି ଏବଂ ବେରୋଜଗାରୀ ବଢ଼ିଛି।...
କଟକରେ ଅମିତ ଶାହଙ୍କ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ବିଶାଳ ରୋଡ ସୋ’। ଅମିତ ଶାହଙ୍କ ସହ ଏହି ରୋଡ ସୋ’ରେ ସାମିଲ ହୋଇଛନ୍ତି ବିଜେପିର କଟକ...
ଆସନ୍ତାକାଲି ଅମିତ ଶାହଙ୍କ ଓଡ଼ିଶା ଗସ୍ତ, କଟକରେ କରିବେ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ବୁଧବାର ଅପରାହ୍ଣରେ ସେ କଟକରେ ଏକ ରୋଡ ସୋ’ କରିବେ। ଏହାପୂର୍ବରୁ ସେ ସୋରଡ଼ା ଓ ବୌଦ୍ଧରେ ଦଳୀୟ ସମାବେଶରେ...
ବଢ଼ିଲା ଅନୁଭବ ମହାନ୍ତିଙ୍କ ଅଡ଼ୁଆ, ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ଵାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି କଟକ ସ୍ଵତନ୍ତ୍ର ଜେଏମଏଫସି କୋର୍ଟ। ଅଭିନେତ୍ରୀ ବର୍ଷା...
ବିରାଟ ଶୋଭାଯାତ୍ରାରେ ଆସି କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ସଂତୃପ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର। ଶୁକ୍ରବାର ବିରାଟ ଶୋଭାଯାତ୍ରାରେ ଆସି ସେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ...
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ସଂତୃପ୍ତ ମିଶ୍ର ଏବଂ ଭର୍ତ୍ତୃହରି ମହତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଶୁକ୍ରବାର ଉଭୟ ନେତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ...
ଏଥର ଆଠଗଡ଼ରେ ରଣେନ୍ଦ୍ରଙ୍କୁ କିଏ ଦେବ ଟକ୍କର, ବିଜେପି ନା କଂଗ୍ରେସ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଠଗଡ଼ରେ ପୁଣି ଚାଲିବକି ରାଜାଙ୍କ ରାଜ୍, ନା ବାଜି ମାରିନେବେ ବିଜେପି-କଂଗ୍ରେସ?
ଆଠଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଚିତ୍ର ସ୍ପଷ୍ଟ ହୋଇସାରିଛି। ଭେଟେରାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ...
ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ। ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ...