ଏମ୍ ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ଉଦଯାପିତ ହେଲା ଜାତୀୟ ପୋଷଣ ସୁରକ୍ଷା ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଏମ୍ ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ ବିବିଧତା କେନ୍ଦ୍ରଠାରେ ବୁଧବାର ଜାତୀୟ ପୋଷଣ ସୁରକ୍ଷା ଅଭିଯାନ ମାସ ପାଳନର ଉଦ୍‌ଯାପନ ଉତ୍ସବ...

ଜୟପୁର: ‘ସୌଭାଗ୍ୟ’ ଯୋଜନାରେ ଅନିୟମିତତା ଅଭିଯୋଗ, ସାଉଥ କୋର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସୌଭାଗ୍ୟ’ ଯୋଜନାରେ ଅନିୟମିତତା ଅଭିଯୋଗରେ ଜୟପୁର ସାଉଥ କୋର ଅଧିକ୍ଷଣ ଯନ୍ତ୍ରୀଙ୍କ କାଯ୍ୟାଳୟ ଘେରାଉ କରିଛି ପବ୍ଲିକ୍ ରାଉଟ୍‌ ଆସୋସିଏସନ। ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିପତିଙ୍କ ନେତୃତ୍ୱରେ ଘେରାଉ କରାଯାଇ ଦାବି...

ଜୟପୁର: ଚୋରିର ୮ ମାସ ପରେ ମା’ କୋଳକୁ ଫେରିଲା ଶିଶୁ କନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଚୋରିର ୮ ମାସ ପରେ ମା’ କୋଳକୁ ଫେରିଛି ୧୮ ମାସର ଶିଶୁ କନ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପୁରରେ। ଜୟପୁର ଟାଉନ ଥାନା ପୋଲିସ ଶିଶୁ କନ୍ୟାଟିକୁ ଉଦ୍ଧାର...

ଜୟପୁର: ନୂତନ କୃଷି ଆଇନକୁ କୃଷକ କଲ୍ୟାଣ ମଞ୍ଚର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: କେନ୍ଦ୍ର ସରକାର ନୂତନ ଭାବେ ପ୍ରଣୟନ କରିଥିବା କୃଷି ଆଇନକୁ ବିରୋଧ କରିଛି କୃଷକ କଲ୍ୟାଣ ମଞ୍ଚ କୋରାପୁଟ। ଏନେଇ ଆଜି ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ...

ଜୟପୁର: ଡକାୟତି ଉଦ୍ୟମ ପଣ୍ଡ, ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନିକଟରୁ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଡକାୟତି ଉଦ୍ୟମ କରୁଥିବା ବେଳେ ଜୟପୁର ପୋଲିସ ସେମାନଙ୍କୁ ଗିରଫ କରିଥିବା...

କେନ୍ଦ୍ର କୃଷି ବିଲ୍‌କୁ ଜୟପୁର କଂଗ୍ରେସ ପକ୍ଷରୁ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନୁଆ କୃଷି ଆଇନ ଏବଂ ସଂଶୋଧିତ ଆତ୍ୟାବଶକୀୟ ସାମଗ୍ରୀ ଆଇନକୁ ଜୟପୁର କଂଗ୍ରେସ ବିରୋଧ କରିଛି। ଏହି ଆଇନ ଚାଷୀଙ୍କ ପାଇଁ ମାରଣ ନୀତି। ଶନିବାର କୋରାପୁଟ ଜିଲ୍ଲା...

ଗୁରୁ-ଶିଷ୍ୟା ସଂପର୍କରେ ଲାଗିଲା ଦାଗ, କୋଚିଂ କ୍ଲାସରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ କୋଚିଂ ସେଣ୍ଟରରେ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଉଛନ୍ତି ରାଜୁ ସାହି ଶାରଦା କୋଚିଙ୍ଗ...

ଜୟପୁର: ସରକାରୀ କର୍ମଚାରୀ ସାଜିଛନ୍ତି ଠିକାଦାର, ୨ ବର୍ଷ ବିତିଥିଲେ ବି ଶେଷ ହେଉନି ନିର୍ମାଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରଙ୍କ ପକ୍ଷରୁ ସବୁ ସୁବିଧା ହୋଇଛି, ତଥାପି ଚାଳଛପର ଆଉ ବାଉଁଶବାଡ଼ ଘରେ ଜୀବନ କାଟୁଛନ୍ତି ଲୋକେ। ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏମିତିରେ ୨...

ଜୟପୁର: ପ୍ରକୃତ ହିତାଧିକାରୀଙ୍କୁ ଭତ୍ତା ମିଳିବା ଦାବିରେ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରମ୍ଵାର ଆବେଦନ ସତ୍ତ୍ଵେ ଜୟପୁରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଦିଆ ଯାଉନାହିଁ। ଏଣୁ ଏହାର ପ୍ରତିବାଦ କରି ସୋମବାର ଜୟପୁର ପବ୍ଲିକ ରାଇଟ୍ ଆସୋସିଏସନ ତରଫରୁ ଜୟପୁର ପୌରପାଳିକା କାର୍ଯ୍ୟାଳୟକୁ ଘେରାଉ...
chakiri 3

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିଅର କ୍ଲର୍କ ପଦବୀରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୧୪ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧିନରେ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ୧୦ଟି ଜୁନିଅର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର...