ଜୟପୁର: ଛଟେଇ ବିରୋଧରେ ବିଦ୍ୟୁତ ବିଭାଗ ସୁରକ୍ଷାକର୍ମୀଙ୍କ ପ୍ରତିବାଦ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଓପିଟିସିଏଲ୍(ବିଦ୍ୟୁତ୍ ବିଭାଗ)ରେ କାମ କରୁଥିବା ୨୩୦ ଠିକା ସୁରକ୍ଷାକର୍ମୀଙ୍କୁ ସେପ୍ଟେମ୍ବର ଏକ ତାରିଖରୁ ଛଟେଇ କରାଯାଇଛି। ଏହାକୁ ବିରୋଧ କରି ସୁରକ୍ଷାକର୍ମୀମାନେ ଶୁକ୍ରବାର ପୂର୍ବାହ୍ନରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରୁ...

ଚୋରା ବାଇକ୍ ରାକେଟ୍ ଗ୍ୟାଙ୍ଗକୁ ଠାବ କଲା ଜୟପୁର ପୋଲିସ, ୫ ଜଣ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଆନ୍ତଃରାଜ୍ୟ ବାଇକ୍ ଚୋରା ରାକେଟର ପର୍ଦ୍ଦାଫାସ୍ କରିଛି ଜୟପୁର ଟାଉନ୍ ପୋଲିସ୍। ଏହି ବାଇକ ରାକେଟରେ ଜଡିତ ପାଞ୍ଚ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୬ଟି ଚୋରା...

ଜୟପୁର ଉପଜିଲ୍ଲାପାଳଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲସନ୍‌ରେ ଥିବା ସୂଚନା ମିଳିଛି। ହେମକାନ୍ତ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଦାୟିତ୍ଵରେ ମଧ୍ୟ ଅଛନ୍ତି। ତେଣୁ...

କୋରାପୁଟ: ବାଲିଗାଁର ଦୁଃଖ ସୁରାନଦୀ, ବ୍ରିଜ ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକ

ଓଡ଼ିଶାଲାଇଭ ବ୍ୟୁରୋ ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଛନ୍ତି ସରକାର।  କିନ୍ତୁ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ନଦୀରେ ପୋଲ ଖଣ୍ଡିଏ ନିର୍ମାଣ ହୋଇ ପାରିନି। ଫଳରେ ବାଧ୍ୟ...

ଜୟପୁର: କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ, ନୂଆ ସଭାପତି ହେଲେ ଦିଗାମ୍ବର...

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଜୟପୁରସ୍ଥିତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ  କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଯେଉଁଥିରେ ଦିଗାମ୍ବର ନାୟକଙ୍କୁ ସଂଘର ନୂଆ ସଭାପତି ଭାବେ ନିର୍ବାଚିତ କରାଯାଇଛି। ପ୍ରଥମେ...

କୋରାପୁଟ: କେବଳ ନାମକୁ ରହିଛି ବତୀଖୁଣ୍ଟ, ୪ ବର୍ଷ ହେଲା ଅନ୍ଧାରରେ ମାଦୀ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ: ବିଜୁଳି ସେବାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ଜିଲ୍ଲାର ମାଦୀ ଗ୍ରାମବାସୀ। ଗ୍ରାମରେ କେବଳ ନାମକୁ ମାତ୍ର ରହିଛି ବିଦ୍ୟୁତ୍ ଖୁଣ୍ଟ। ମାତ୍ର ୨୦୧୬ ମସିହାରୁ ଚାରି ବର୍ଷ ଧରି ଗାଁ'କୁ...

ଜୟପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଜ୍ଞଳି ସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଏନେଇ ଜୟପୁର ଜିଲ୍ଲା କଂଗ୍ରେସ ଭବନଠାରେ ଏକ ଶ୍ରଦ୍ଧାଜ୍ଞଳି...

ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ – ବେକରେ ବେଡସିଟ୍ ଗୁଡ଼ାଇ ଆତ୍ମହତ୍ୟା କଲେ ଗଞ୍ଜେଇ ଚାଲାଣ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ ଡିଜିପି କୋରାପୁଟ ଜିଲ୍ଲା ପୋଲିସକୁ ପ୍ରଶଂସା କରିବାର ୧୦ ଘଣ୍ଟା ପରେ ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ରାଜସ୍ଥାନ ନାଗୋର ଜିଲ୍ଲାର କାଥୋଟି...

ଜୟପୁର: ଟ୍ରକ ସହ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ଜୟପୁର ସଦର ପୋଲିସ ପୁଣି ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ...

କୋରାପୁଟରେ ଉଦ୍‌ଘାଟିତ ହେଲା ରାଜ୍ୟର ଷଷ୍ଠ ପ୍ଲାଜ୍‌ମା ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟରେ ଉଦ୍‌ଘାଟିତ ହେଲା ରାଜ୍ୟର ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ...