ନୂଆବର୍ଷରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାନୁଆରି ୫ ଯାଏଁ ରାଜ୍ୟରେ ଶୁଖିଲା ପାଗ ଓଡ଼ିଶାରେ ଏବେ ବର୍ଷା କମିଥିବାବେଳେ ପାଗ ଶୁଖିଲା ରହିଛି। ତେବେ ନୂଆବର୍ଷରୁ...

ଓଡ଼ିଶା କ୍ରିକେଟ୍‌ ଆସୋସିଏସନର ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟ୍‌ ଆସୋସିଏସନର (ଓସିଏ) ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ରବିବାର ଏନେଇ ଓସିଏ ସଂପାଦକ ସଂଜୟ ବେହେରା ସୂଚନା...

ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ ଧନୁଯାତ୍ରା – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଭବ୍ୟ ଓ ବ୍ୟାପକ ଭାବେ ଅୟୋଜିତ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥର ଧନୁଯାତ୍ରା ଓଡ଼ିଆ...

ଗର୍ଭାବସ୍ଥାରେ ରକ୍ତହୀନତାକୁ କିପରି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=26maatQvu80 ଗର୍ଭାବସ୍ଥାରେ ଆନେମିଆ ବା ରକ୍ତହୀନତାର ଅଭାବ ଦେଖାଦେଲେ ଉଭୟ ମା' ଏବଂ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହାର ଚିକିତ୍ସା କରାଇବା ଆବଶ୍ୟକ। ତେବେ...

ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ଘୋଷଣା: ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ବରଗଡ଼ ଧନୁଯାତ୍ରା କଳାକାରଙ୍କ ପାଇଁ ଖୁସି ଖବର। ପ୍ରମୁଖ ୧୭୦ ଜଣ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି...

ବାଲେଶ୍ଵର: ଉନ୍ମୋଚିତ ହେଲା କବି ବଂଶୀଧର ଚୌଧୁରୀଙ୍କ କବିତା ସଙ୍କଳନ ‘ଚିତ୍ରାଙ୍କନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଓଡ଼େଶା ସଭାଗୃହରେ କବି ଡକ୍ଟର ବଂଶୀଧର ଚୌଧୁରୀଙ୍କ ନବମ କବିତା ସଙ୍କଳନ 'ଚିତ୍ରାଙ୍କନ' ଉନ୍ମୋଚିତ ହୋଇଛି। ବିଶିଷ୍ଟ ଆଲୋଚକ ଓ ପ୍ରାବନ୍ଧିକ ଡକ୍ଟର ରାଧାରଞ୍ଜନ...

ଫସଲହାନି ପାଇଁ କ୍ଷତିପୂରଣ ପାଇବେ ରାଜ୍ୟର ଚାଷୀ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲ ବାବଦରେ କ୍ଷତିପୂରଣ ପ୍ରଦାନ କରିବେ ରାଜ୍ୟ ସରକାର।...

ସାଧନା କହିଲେ – କିନ୍ନରଙ୍କ ପାଇଁ ସୁଯୋଗ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-xFiZo5SwVE ଅନେକ ଘାତ ପ୍ରତିଘାତ ଏବଂ ସଂଘର୍ଷ ପରେ କିନ୍ନର ସମାଜରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସାଧନା ମିଶ୍ର। କେନ୍ଦୁଝର ଜିଲ୍ଲାର ଏକ ବ୍ରହ୍ମଣ ପରିବାରରେ ପୁଅ ଭାବେ ଜନ୍ମ...

ନୂଆବର୍ଷରେ ଶ୍ରୀମନ୍ଦିରରେ ବଢ଼ିବ ଭିଡ଼, ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ପୁରୀ ପୋଲିସ ପକ୍ଷରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ଖାଇବା ପରେ ପେଟ ଫୁଲି ଯାଉଛି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=GwPW96Y0yzY ଅଧିକାଂଶ ଲୋକଙ୍କର ଖାଇସାରିବା ପରେ ପେଟ ଫୁଲିଯାଏ। ପେଟ ଟାଇଟ୍‌ ଲାଗେ ବା ଅସହଜ ମନେ ହୁଏ। ଏହା କେଉଁ କାରଣରୁ ହୁଏ ଅଧିକାଂଶ ସମୟରେ ଜଣାପଡ଼ି ନଥାଏ। ତେବେ ଖାଇସାରିବା...