ଛୋଟ ପିଲାଙ୍କର ଘୁଙ୍ଗୁଡ଼ି ସମସ୍ୟା ଥିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=c45uy9Rasoo ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ବିଶେଷ କରି ଛୋଟ ପିଲାଙ୍କ ଘୁଙ୍ଗୁଡ଼ି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି ବାପା ମା’। ତେବେ...

କର୍ପୋରେଟ ଚାକିରି ଛାଡ଼ି ୩୬ ଏକର ଜମିକୁ ଇକୋ ଫାର୍ମରେ ପରିଣତ କଲେ କେରଳ ଦମ୍ପତି

ପୁଷ୍ପମିତ୍ର ମହାନ୍ତି କେରଳର ପାଲକ୍କଡର ଦମ୍ପତି ଜ୍ଞାନା ସାରାଭାନନ ଏବଂ କୃଷ୍ଣସୁଧା। ଏହି ଦମ୍ପତି ୨୦୧୬ ମସିହାରେ ମୋଟା ଅଙ୍କର ଦରମା ପାଉଥିବା କର୍ପୋରେଟ ଚାକିରି ଛାଡ଼ି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଜ୍ଞାନା ଓ...

କେବେ ନାୟକ କେବେ ଖଳନାୟକ- ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=IxRhTcMgQKM&t=60s ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସିନେ ପରଦାରେ ସେ ସାଜିଛନ୍ତି କେବେ ନାୟକ ତ କେବେ ଖଳନାୟକ। ‘କାଉଁରୀ କନ୍ୟା’ ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ଡେବ୍ୟୁ...

ଓଡ଼ିଶାରେ ବଢ଼ିବ ଗୃହରକ୍ଷୀଙ୍କ ସଂଖ୍ୟା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବ ଗୃହରକ୍ଷୀଙ୍କ ସଂଖ୍ୟା। ରାଜ୍ୟ ସରକାର ପୁଣି ଗୃହରକ୍ଷୀଙ୍କ ନିଯୁକ୍ତି ଆରମ୍ଭ କରିବେ। ପୂର୍ବରୁ ନିଯୁକ୍ତି ପାଇଁ ୨,୪୧୬ଟି ପଦବୀ ରହିଥିବାବେଳେ ଏବେ ଏହାର ସଂଖ୍ୟା ୫,୦୦୦କୁ ବଢ଼ାଯିବ। ଏନେଇ...

ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲାପରିଷଦ ଭାବେ ପୁରସ୍କୃତ ହେଲା କୋରାପୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦେଶର ପଞ୍ଚାୟତିରାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ(ଜିଲ୍ଲାପରିଷଦ) ଭାବେ ପୁରସ୍କୃତ ହୋଇଛି କୋରାପୁଟ। ନାନାଜୀ ଦେଶମୁଖ ସର୍ବୋତ୍ତମ...

ଆତ୍ମହତ୍ୟା ଭାବନା କାହିଁକି ଆସେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=8HjDgB-kbNI ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ଅନେକ ସମୟରେ ଆତ୍ମହତ୍ୟାକୁ ସମାଧାନର ବାଟ ଭାବି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଗୁରୁବାର ମାର୍ଗଶିର ଶୁକ୍ଳ ଦ୍ଵାଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଆଜି ମାଣବସା ଶେଷ ଗୁରୁବାର, ଉତ୍ସବମୁଖର ସାରା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟା ବା ‘ଧାନବେଣୀ’କୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ...

ପୁରୁଣା ହେଉନି ସ୍ଵୟମଙ୍କ ନୂଆ ସାୟରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=xie1Y9QyCsA ଓଡ଼ିଆ ସଙ୍ଗୀତ ଜଗତରେ ଏବେ ଟ୍ରେଣ୍ଡରେ ଥିବା ଗାୟକ ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ସଙ୍ଗୀତ ଜଗତରେ ଦେଇଛି ସ୍ୱତନ୍ତ୍ର ପରିଚୟ। ପେସାରେ ଜଣେ ଇଞ୍ଜିନିୟର...

୧୬ ଦିନ ପୂର୍ବରୁ ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଆଉ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ଶୀତ ଅଧିବେଶନ। ଏହି ଅଧିବେଶନ ନଭେମ୍ବର ୨୬ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର...