ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର ସ୍ଥାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର (ଡାଇଗ୍ନୋଷ୍ଟିକ ସେଣ୍ଟର) ପ୍ରତିଷ୍ଠା କରାଯାଇଛି। ଝାରସୁଗୁଡ଼ା ଓ ଲଇକେରାରେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ଦୁଇଟିର ନିର୍ମାଣ କରାଯାଇଛି। ଏହା...

‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗଲେ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଗିରଫ ହେଲେ କୁବେର ଡିଏଫଓ ବିଜୟ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଗରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ...

ଏସିଆନ ଗେମ୍ସ ପାଇଁ ୬୩୪ ଜଣିଆ ଭାରତୀୟ ଦଳ ଘୋଷିତ, ଓଡ଼ିଶାର ୧୪ ଖେଳାଳି ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୬୩୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏହି...

ଓଡ଼ିଶାରେ ହ୍ରାସ ପାଉଛି ମୌସୁମୀର ପ୍ରଭାବ, ସେପ୍ଟେମ୍ବରରୁ କମିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଏଥିପାଇଁ ସେପ୍ଟେମ୍ବର ମାସରୁ ରାଜ୍ୟରେ ବର୍ଷାର ପରିମାଣ କମ ହେବ। ଅନ୍ୟପଟେ ସକ୍ରିୟ ମୌସୁମୀ ପ୍ରଭାବରେ ଶନିବାର...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ମିଳିଲା ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକସେବା ଭବନରେ ଶୁକ୍ରବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ...

ରାଜ୍ୟର ୧୯୮ଟି ବ୍ଲକରେ ଆସନ୍ତା ସେପ୍ଟେମ୍ବର ୮ରୁ ହେବ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟସ୍ତରୀୟ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହେବ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷା ପାଇଁ ଚୁକ୍ତିନାମା...

ଓପିଏସସି କାର୍ଯ୍ୟାଳୟରେ ୩୩ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୮

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗରେ ୩୩ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ କଟକ...

ପ୍ରଦୀପ ବନାମ ବିଜେଡି: ତିନି ଘଣ୍ଟା ଧରି ରଣକ୍ଷେତ୍ର ପାଲଟିଲା ଲାଞ୍ଜିପଲ୍ଲୀ ରାଜପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚ୍ୟାଲେଞ୍ଜ କଲେ, ରାଜ ରାସ୍ତାରେ ହଟହଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠାରେ ହେବାକୁ ଥିବା ସଭାରେ...

ସ୍ଵର୍ଗତ ସ୍ୱାମୀଙ୍କ ଜନ୍ମଦିନରେ ପତ୍ନୀଙ୍କ ନିଆରା ଉପହାର, କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲକୁ ଅର୍ଥ ଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵର୍ଗତ ସ୍ଵାମୀଙ୍କ ଜନ୍ମ ଦିବସରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଦାନ କଲେ ପତ୍ନୀ। ସ୍ୱର୍ଗତ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରର ସରକାରୀ କୁଇନ ଅଫ୍...