ଓପିଟିସିଏଲରେ ୬୮ଟି ମ୍ୟାନେଜମେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ସେପ୍ଟେମ୍ବର ୨୪ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ) ପକ୍ଷରୁ ୬୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓପିଟିସିଏଲ ବିଭିନ୍ନ ବିଭାଗରେ ଖାଲିଥିବା ମ୍ୟାନେଜମେଣ୍ଟ ଟ୍ରେନି ଓ ଜୁନିୟର ମ୍ୟାନେଜମେଣ୍ଟ...

ବୌଦ୍ଧରେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବଡ଼ମାଳ ଗାଁର ତେଲି ସମ୍ପ୍ରଦାୟ: କାଠଘଣା ସାହାଯ୍ୟରେ ବାହାରୁଛି ମହୁଲ ତେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବୌଦ୍ଧରେ ଏବେବି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବଡ଼ମାଳ ଗ୍ରାମର ତେଲି ସମ୍ପ୍ରଦାୟ। (ବୌଦ୍ଧରୁ ଦେବବ୍ରତ ଦାଶ): ପୁରାତନ ଜ୍ଞାନ କୌଶଳରେ ନିର୍ମିତ କାଠଘଣା ସାହାଯ୍ୟରେ ମହୁଲ ଫଳ (ଟୋଲ) କୁ...

ହକିତାରକା ପିଟର ତିର୍କୀଙ୍କୁ ମିଳିପାରିନି ଉପଯୁକ୍ତ ସମ୍ମାନ

ସତୀଶ ଶର୍ମା [youtube https://www.youtube.com/watch?v=bVTXxP4GQ30]  ଅଶି ଦଶକରେ ଜାତୀୟସ୍ତରରେ ଓଡ଼ିଶା ହକିର ପରିଚୟ ପାଲଟିଥିବା ପିଟର ତିର୍କୀଙ୍କୁ ମିଳିପାରିନି ଉଚିତ ସମ୍ମାନ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା...

ଆପଣ ଜାଣନ୍ତି କି, ଅସମୟରେ କାହିଁକି ପାଚୁଛି କେଶ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=SJKlKkn-oKQ] ଆଜିକାଲି ଅସମୟରେ କେଶ ପାଚିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ବୟସରୁ ଲୋକଙ୍କ କେଶ ପାଚୁଥିବାବେଳେ ଏବେ ଛୋଟ ପିଲାଙ୍କର କେଶ ପାଚୁଥିବା ଦେଖିବାକୁ...

ଜି-୨୦ ସମ୍ମିଳନୀ: ବିଶ୍ଵନେତାଙ୍କ ସମ୍ମୁଖରେ ମାଣ୍ଡିଆର ଉପକାରିତା ବଖାଣିବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା ଚାଷୀ ବିଶ୍ଵନେତାଙ୍କୁ ମାଣ୍ଡିଆ ଚାଷର ସଫଳତା ବାବଦରେ ଜଣାଇବେ ରାଇମତୀ ଓ ଶୁବାସା ସମ୍ମିଳନୀରେ ଅତିଥିଙ୍କୁ ପରଷାଯିବ ମାଣ୍ଡିଆରୁ...

ମୟୂରଭଞ୍ଜ: ରାସ୍ତା ଉପରୁ ୭୦ ଫୁଟ ତଳକୁ ଖସିଲା ବସ୍, ୭ ଜଣ ଯାତ୍ରୀ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଗଧା କଲେଜ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ବସ ରାସ୍ତା ଉପରୁ ପ୍ରାୟ ୭୦ ଫୁଟ ତଳକୁ...

ଗୁରୁଦିବସରେ ୬ ଜଣ ଓଡ଼ିଆଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି ଓଡ଼ିଶାର ୬ ଜଣ ଗୁରୁ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ମୋଟ ୭୫ ଜଣ...

ବଦଳିବ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ରୂପରେଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ନବକଳେବର, ଖର୍ଚ୍ଚ ହେବ ୯କୋଟି ୫୦ ଲକ୍ଷ ଟଙ୍କା ସ୍ମାର୍ଟସିଟିରେ ସ୍ମାର୍ଟ ହେବ ଡିସିପି କାର୍ଯ୍ୟାଳୟ। ଗୋଟିଏ ଛାତତଳେ ରହିବ କ୍ୟାମ୍ପସରେ ଥିବା ସମସ୍ତ କାର୍ଯ୍ୟାଳୟ। ଏଥିପାଇଁ ନିର୍ମାଣ...

ମୟୂରଭଞ୍ଜ ଜିଲ୍ଲା ଅମର୍ଦ୍ଦା ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଅମର୍ଦ୍ଦା ଏୟାରଷ୍ଟ୍ରିପରୁ 'ଉଡ଼ାଣ' ଯୋଜନା ଅନ୍ତର୍ଗତ ବିମାନସେବା  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ଵର ଓ କୋଲକାତାକୁ ବିମାନ ଚଳାଚଳ ପାଇଁ...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭାଙ୍ଗିବାର ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା। ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ...