୧୬ ଦିନ ପୂର୍ବରୁ ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଆଉ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ଶୀତ ଅଧିବେଶନ। ଏହି ଅଧିବେଶନ ନଭେମ୍ବର ୨୬ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର...
ବାରିପଦାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ...
ବାଲେଶ୍ଵର: ବଳାଙ୍ଗୀ ଡିଗ୍ରୀ କଲେଜରେ ଅନୁଷ୍ଠିତ ହେଲା ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବଳାଙ୍ଗୀ ଡିଗ୍ରୀ କଲେଜରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଈଶାଣୀ ମିନି ଷ୍ଟାଡିୟମଠାରେ...
ଡିସେମ୍ବର ୧୭ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଦ୍ଵିତୀୟ...
ଭୁବନେଶ୍ୱର: ‘ଓଡ଼ିଶା ଖଦି ମେଳା-୨୦୨୪’ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଓଡ଼ିଶା ଖଦି ମେଳା-୨୦୨୪’। ମଙ୍ଗଳବାର ସ୍ଥାନୀୟ ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ମେଳା ଉଦ୍ଘାଟିତ ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା...
ସ୍ତନ କର୍କଟ କାହାକୁ ହେବାର ଆଶଙ୍କା ଅଧିକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=bZMUgBxL36U
ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍ସର ସେଲ୍ ବୋଲି କୁହାଯାଏ।
ଯଦି ଜଣେ ମହିଳାଙ୍କର ସ୍ତନରେ...
ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ଓଡ଼ିଶାରେ ବ୍ଲକଚେନ୍ ଚାଳିତ ‘ଶକ୍ତି ଆପ୍’ର ଶୁଭାରମ୍ଭ
ପୁଷ୍ପମିତ୍ର ମହାନ୍ତି
ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ବ୍ଲକଚେନ୍ ଟେକ୍ନୋଲୋଜି ବ୍ୟବହାର କରିବା କ୍ଷେତ୍ରରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ପାଲଟିଛି। ଏନେଇ ବ୍ଲକଚେନ୍ ଚାଳିତ ସମନ୍ୱୟ ବ୍ୟବସ୍ଥା ‘ଶକ୍ତି ଆପ୍’ର ଶୁଭାରମ୍ଭ ହୋଇଛି।...
କଟକ: ‘ଓଡ଼ିଶା ମାଷ୍ଟର୍ସ ସୁପର ୧୦୦’ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଜବାହରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ‘ବିଡବ୍ଲ୍ୟୁଏଫ୍ ଓଡ଼ିଶା ମାଷ୍ଟର୍ସ ସୁପର ୧୦୦’ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ...
ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ଏକ ମାତ୍ର ପ୍ରାର୍ଥୀ ସୁଜିତ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏହି ଆସନ ଲାଗି ଏକ ମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି...
କାହିଁକି କଲମ ଛାଡ଼ିଥିଲେ ଡକ୍ଟର ସରୋଜିନୀ ସାହୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_u9lU056j5o&t=5s
ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ଡକ୍ଟର ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ।
ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଡକ୍ଟର ସରୋଜିନୀ...





















