ଆଇଆଇଏମ୍ ସମ୍ବଲପୁରରେ ଖୋଲିଲା ଜାତୀୟ ମାନବ ସମ୍ବଳ ବିକାଶ ନେଟୱାର୍କର କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍ ସମ୍ବଲପୁରରେ ଖୋଲିଲା ଜାତୀୟ ମାନବ ସମ୍ବଳ ବିକାଶ ନେଟୱାର୍କର (ଏନ୍‌ଏଚ୍‌ଆରଡିଏନ୍‌) ନୂଆ କେନ୍ଦ୍ର। ଭାରତରେ ମାନବ ସମ୍ବଳ ବିକାଶ ପାଇଁ ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଏହା ଏକ ମଞ୍ଚ ପ୍ରଦାନ...

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଭିତରୁ ଦେଶୀ ବନ୍ଧୁକ ସହ ୩ଜଣଙ୍କୁ ଗିରଫ କଲା ବନ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଶିକାର କରିବା ପାଇଁ ପଶିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଅଞ୍ଚଳର କରଣ ମାର୍ଣ୍ଡି, କାରୁ...

ଆପଣ ଜାଣନ୍ତି କି, କେମିତି ବ୍ୟାପେ ଯୌନ ରୋଗ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=McLGN5GsjMc ହ୍ୟୁମାନ୍‌ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ହ୍ୟୁମାନ୍‌ ପାପିଲୋମା ଭାଇରସ୍ ଯୋଗୁଁ ବ୍ୟକ୍ତିଙ୍କଠାରେ ଅନେକ...

ଆଜି ଓଢ଼ଣ ଷଷ୍ଠୀ: ଶ୍ରୀମନ୍ଦିରରେ ଘୋଡ଼ଲାଗି ହେଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ଓଢ଼ଣ ଷଷ୍ଠୀ। ଏହି ଅବସରରେ ଶ୍ରୀମନ୍ଦିରରେ ଘୋଡ଼ଲାଗି ହୋଇଛନ୍ତି ମହାପ୍ରଭୁ। ଶୀତରୁ ରକ୍ଷା ପାଇବା ପାଇଁ ଦରଜି ସେବକଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଘୋଡ଼ ବା...

ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖୋଲିବାକୁ ଯାଉଛି ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ...

ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଶୁକ୍ରବାର ରାଷ୍ଟ୍ରପତି ମୟୂରଭଞ୍ଜର ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କେମିତି ଦୂର ହେବ ଭିଟାମିନ ଡି’ର ଅଭାବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=frM_vA6GFJw ଶରୀରରେ ଭିଟାମିନ ଡି’ର ଅଭାବ ଯୋଗୁଁ ଅଷ୍ଟିଓପୋରସିସ, ହାଡ଼ ଦୁର୍ବଳତା, ଥକ୍କାପଣ ଭଳି ସମସ୍ୟା ହୋଇପାରେ। ତେବେ କେଉଁ କେଉଁ ଖାଦ୍ୟରୁ ଭିଟାମିନ ଡି’ ମିଳିବ, ଶରୀରରେ ଭିଟାମିନ ଡି’ର ଅଭାବ...

ବାଲେଶ୍ଵର: ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୪ ଦିନିଆ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗୁରୁବାର ଦିନ ସମସ୍ତ...

ଦ୍ଵିତୀୟ ଚେଷ୍ଟାରେ ଓସିଏସ ପରୀକ୍ଷାରେ ସଫଳ ହୋଇଛନ୍ତି କପିଲ କୁମାର ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vpLn5-JxeKI&t=15s ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ସମ୍ବଲପୁରର କପିଲ କୁମାର ମହାନ୍ତି। ଦ୍ଵିତୀୟ ଚେଷ୍ଟାରେ ୨୦୨୨ ମସିହା ଓସିଏସ ପରୀକ୍ଷାରେ କପିଲଙ୍କୁ ଏହି ସଫଳତା ମିଳିଛି। ନିଜ ସଫଳତା ସମ୍ପର୍କରେ କପିଲ...

ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ସୁସଜ୍ଜିତ ପୁସ୍ତକାଗାର ଗଠନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ‘ଗ୍ରନ୍ଥାଗାରକୁ ସୁସଜ୍ଜିତ କରିବାର ପ୍ରଶିକ୍ଷଣ ଓ ଏହାର ବ୍ୟବହାର’ ପ୍ରସଙ୍ଗକୁ ନେଇ ବାଲେଶ୍ଵର ଜିଲ୍ଲା...