ଜୁଲାଇ ୯ରେ ନିଷ୍ପତ୍ତି: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର?
ଓଡ଼ିଶାଲାଇଭ୍ ବ୍ୟୁରୋ
କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ସେନେଇ ଆସନ୍ତା ଜୁଲାଇ ୯ ତାରିଖରେ ନିଷ୍ପତ୍ତି ହେବ। ଏ ନେଇ ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି...
ଶ୍ରୀକ୍ଷେତ୍ରରେ ରଥଯାତ୍ରା ପରମ୍ପରା ଓ ଧର୍ମ ସହ ଏହାର ସମ୍ପର୍କ
ଡକ୍ଟର ବିଶ୍ୱରଞ୍ଜନ ଦାସ
ରଥ ଏକ ଚଳନ୍ତି ଦେଉଳ। ବେଦିକ ଶାସ୍ତ୍ରାନୁଯାୟୀ- “ଆତ୍ମାନୁରଥୀନ ବିଦ୍ଧି ଶରୀର ରଥମେବତୁ”। ଶରୀର ଯେପରି କେତେଗୁଡ଼ିଏ ନାଡ଼ି ଦ୍ୱାରା ଆବଦ୍ଧ, ମହାପ୍ରଭୁଙ୍କ ରଥ ସେହିପରି ଅର, ନାଭି, ଚକ୍ର...
ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଆସନ୍ତାକାଲି ରଥଯାତ୍ରାରେ ସାମିଲ ହେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ଵର ବିମାନ ବନ୍ଦରରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ପହଞ୍ଚିବେ। ସେଠାରୁ ସିଧାସଳଖ ଜୟଦେବ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ...
ରଥଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡରେ ସଫେଇ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ଶନିବାର ପୁରୀ ବଡ଼ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବଡ଼ଦାଣ୍ଡରେ ଝାଡୁ ମାରିଛନ୍ତି। ତାଙ୍କ...
ଶିଶୁ ଯୌନ ନିର୍ଯାତନା ବିଷୟ ଉପରେ ସ୍ୱତନ୍ତ୍ର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’ ମଞ୍ଚସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ଏହି...
ବିଜେପିରେ ବଡ଼ ଧରଣର ଅଦଳବଦଳ: ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଗୁରୁ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ କରିଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ବିଜୟପାଳ ସିଂ ତୋମାରଙ୍କୁ ଦାୟିତ୍ଵ ମିଳିଥିବାବେଳେ...
ଶ୍ରୀମନ୍ଦିର ରତ୍ନଭଣ୍ଡାର ନୂଆ କମିଟିକୁ ନେଇ ତେଜୁଛି ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସରକାର ଅମଳରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହୋଇଥିବା କମିଟିକୁ ଭଙ୍ଗି ନୂଆ କମିଟି ଗଠନ କରିଛନ୍ତି ବିଜେପି ସରକାର। ନୂଆ କମିଟି ଗଠନକୁ ନେଇ ଏବେ ତେଜିବାରେ ଲାଗିଛି...
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର ସମ୍ମିଳନୀ, ସମ୍ମାନିତ ହେବେ ମହିଳା ଉଦ୍ୟୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର (ଓସିଏଫ୍) ସମ୍ମିଳନୀ। ଏଠାରେ ରାଜ୍ୟର ଅନେକ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ...
ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ନୂଆ ସରକାର ଗଢ଼ିଲେ ନୂଆ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ।...
ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ଭଜି ଭଜି ତୋ ନାମ ଚକାନୟନ…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Wyyb7-mNjTQ&list=PLKig8_kZBmDO02Z3-RD5pxFkTHrW1ZicE
‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ…’ ଏଭଳି ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍...





















