ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୧୬ ଯାଏଁ ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ପ୍ରବଳ ଖରା ଜାରି ରହିଛି। ଆଗକୁ ହିଟ ୱେଭ୍ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ଓଡ଼ିଶାର ସମସ୍ତ...

ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ...

ଅର୍ଚ୍ଚନା ନାଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ...

ଭୁବନେଶ୍ଵରରେ ‘ବିଶ୍ଵ ଛେନାପୋଡ଼ ଦିବସ’ – ସାରା ବିଶ୍ଵକୁ ଦେଉଛି ଓଡ଼ିଆ ଖାଦ୍ୟସଂସ୍କୃତିର ବାର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ 'ବିଶ୍ଵ ଛେନାପୋଡ଼ ଦିବସ' ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଏହି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏଠାରେ ଛେନାପୋଡ଼ର ଉତ୍ପତ୍ତି, ପ୍ରସାର ଓ...

କୋଭିଡ ଚିନ୍ତା: ୫୦ ହଜାର ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଧୀରେ ଧୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଗୁଆ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। କୋଭିଡ ମୁକାବିଲା ପାଇଁ ଓଡ଼ିଶାକୁ ୫୦ ହଜାର...

ଭୁବନେଶ୍ୱରସ୍ଥିତ ଓଡ଼ିଶାଲାଇଭ୍ ମୁଖ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ଛେନାପୋଡ଼ ଦିବସ’ 

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ଵ ଛେନାପୋଡ଼ ଦିବସ। ନୟାଗଡ଼ ଜିଲ୍ଲା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟଠାରେ...

ରାଜ୍ୟରେ ଅସହ୍ୟ ହେଲାଣି ଖରା, ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ଵର ଏବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ୩ରୁ ୪ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବା ନେଇ ଆକଳନ କରିଛି...

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ...

ଆଃ… କି ସୁଆଦ ନୟାଗଡ଼ ଛେନାପୋଡ଼!

ନିଶିକାନ୍ତ ରଥ ନୟାଗଡ଼ ଛେନାପୋଡ଼ ଥରେ ଯିଏ ଖାଇଛି ସିଏ କହିଛି ଆଃ…କି ସୁଆଦିଆ ନୟାଗଡ଼ ଛେନାପୋଡ଼। ନୟାଗଡ଼ ଛେନାପୋଡ଼ର ଜନ୍ମ ଦଶପଲ୍ଲାର ସାତପଟଣା ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା ଏବେ...

ଭୁବନେଶ୍ୱରରେ ଏପ୍ରିଲ ୨୦ରୁ ୨୨ ଯାଏଁ ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସ୍କିଲଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ଆଗକୁ ନେବା ପାଇଁ ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’ ଆୟୋଜନ କରାଯାଉଛି। ଏପ୍ରିଲ ୨୦ରୁ ୨୨ ତାରିଖ – ତିନି ଦିନ ପର୍ଯ୍ୟନ୍ତ ଏହି କନକ୍ଲେଭ୍‌...