ବିଶ୍ୱନାଥ ରଥଙ୍କ ସିନେମା ଓ ମ୍ୟୁଜିକ୍ ଭିଡିଓ ୟୁକେରେ ପ୍ରଦର୍ଶିତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଚେନ୍ନାଇସ୍ଥିତ ଓଡ଼ିଆ ସିନେନିର୍ମାତା ବିଶ୍ୱନାଥ ରଥଙ୍କ ଦ୍ୱାରା ନିର୍ମିତ ଚାରୋଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ମ୍ୟୁଜିକ୍ ଭିଡିଓ ୟୁକେଠାରେ ଅନୁଷ୍ଠିତ କାରଚିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ...

ହତ୍ୟା ଅଭିଯୁକ୍ତକୁ ସହଯୋଗ କରୁଥିଲେ ବିଜେପି ନେତା!

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିଜେଡି କାଉନସିଲର ହତ୍ୟା ମାମଲାରେ ନାଟକୀୟ ମୋଡ ଅଭିଯୁକ୍ତ ସହ ନିରନ୍ତର ଯୋଗାଯୋଗରେ ଥିଲେ ଗୋଲକ ମହାପାତ୍ର! ଭିଡିଓ କ୍ଲିପ୍ ପରେ ଅଭିଯୁକ୍ତ ସହ ଗୋଲକଙ୍କ କଲ୍ ରେକର୍ଡ ଜାରି...

ଶ୍ରୀଜଗନ୍ନାଥଙ୍କ ଉପରେ ମୋର ଅଗାଧ ବିଶ୍ୱାସ: ନବୀନ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପ୍ରଭୁ ଚାଓ୍ୱଲାଙ୍କୁ କ’ଣ କହିଲେ ନବୀନ? କାହା ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ ୨୦୧୯ରେ ବିଜେଡି ଏକାକୀ ସରକାର କରିବ ଅମିତ ଶାହଙ୍କ ୧୨୦ ନାରା ନିରାଧାର ଲୋକଙ୍କ ହିତ...

ଧର୍ମେନ୍ଦ୍ର ଛାଡ଼ିବେ ବିହାର, ଓଡ଼ିଶାରୁ ଲଢ଼ିବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ "୨୦୧୯ରେ ଓଡ଼ିଶାରୁ ନିର୍ବାଚନ ଲଢ଼ିବି। ତେବେ ବିଧାନସଭା ପାଇଁ ଲଢ଼ିବି ନା ଲୋକସଭା ତାହା ଦଳ ନିଷ୍ପତ୍ତି ନେବ",- ଏହା କହିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ମିଶ୍ରଣ ପର୍ବରେ ବର୍ଷିଲେ ଧର୍ମେନ୍ଦ୍ର, ଆସିଲେନି ବିଜୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର କେନ୍ଦ୍ରାପଡ଼ାକୁ ଭଲ ରାସ୍ତାଟିଏ ନହେବା ଦୁର୍ଭାଗ୍ୟଜନକ ବିନା ବିଜୟରେ ବିଜେପିର ୨ୟ ମିଶ୍ରଣ...

ଏଣିକି ପ୍ରତି ମାସରେ ଜିଲ୍ଲାକୁ ଯିବେ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ମାସ ପରେ ରାଜ୍ୟ ସଚିବାଳୟରେ ଆଜି ପୁଣି ହୋଇଥିଲା ଜିଲ୍ଲାପାଳ ସମ୍ମିଳନୀ। ଜୁନ୍‌ ମାସର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଥ୍ରୀ-ଟି ଏବଂ ପିସି କାରବାର ଉପରେ ଗୁରୁତ୍ବ ଦେଇଥିବା ବେଳେ ଆଜି...

ଲେଖକଙ୍କ ଘରକୁ ନେଇ ଆସାମ-ଓଡିଶା ମଧ୍ୟରେ ବିବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାମର ଜଣେ ଅତି ପରିଚିତ ଲେଖକଙ୍କ ସମ୍ବଲପୁରରେ ଥିବା ପୁରୁଣା ବାସଗୃହକୁ ନେଇ ଓଡିଶା ଏବଂ ଆସାମ  ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ନବୀନ...

‘ସ୍ପିକମାକେ’ ପକ୍ଷରୁ ଅଲ୍-ନାଇଟ୍ କନ୍‌ସର୍ଟ ‘ୟାମିନି’ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅଲ୍‌-ନାଇଟ୍ କନ୍‌ସର୍ଟ 'ୟାମିନି'।  ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ...

ଛତ୍ରପୁର କାଉନସିଲ୍‌ର ହତ୍ୟାକାଣ୍ଡ: ଗିରଫ ହେଲେ ୨ ଷଡ଼ଯନ୍ତ୍ରକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଛତ୍ରପୁର କାଉନସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଦୁଇ ଜଣ ହେଲେ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି। ଉଭୟଙ୍କୁ ପୋଲିସ...

ବଢ଼ିଲା ଜିଆର୍‌ଏସ୍‌ଙ୍କ ଦରମା: ପାଇବେ ୮,୮୦୦ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଆର୍‌ଏସ୍‌ ଆନ୍ଦୋଳନକୁ ନେଇ ଜୋର୍‌ ଧରିଲା ରାଜନୀତି ଜିଆର୍‌ଏସ୍‌ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିସ ଲାଠିମାଡ଼କୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ ଆନ୍ଦୋଳନକୁ ଉସ୍‌କାଉଛନ୍ତି ଧର୍ମେନ୍ଦ୍ର ବଢ଼ିଲା...