କଂଗ୍ରେସ ସହ ହାତ ମିଳାଇବ କି ବିଜେଡି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭର୍ତ୍ତୃହରି ମହତାବ କହିଥିଲେ ଅଛୁଆଁ ନୁହେଁ କଂଗ୍ରେସ ବିଜେଡି ସୁପ୍ରିମୋ ମାଗିଥିଲେ ଜବାବ ଏବେ ଦାମ କହିଲେ, ବିଜେପି ଶତ୍ରୁ କଂଗ୍ରେସ ନୁହେଁ ଅଣ ବିଜେପି ଦଳକୁ ଏକାଠି ହେବାକୁ...

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା: ନିଜ ସ୍କୁଲରେ ହୋଇ ପାରିବନି ପରୀକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା। ନିଜ ସ୍କୁଲ ବଦଳରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷଠାରୁ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେ। ତେବେ ପରୀକ୍ଷା କେନ୍ଦ୍ର ୫ କି ମି ଦୂରତା ମଧ୍ୟରେ କରାଯିବ...

ଲଗାଣ ବର୍ଷା ଆଣିଦେଲା ଦୁର୍ଦ୍ଦଶା, ପାଣି ଘେରରେ ରାତି କାଟୁଛନ୍ତି ବାଲେଶ୍ୱରବାସୀ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଲଘୁଚାପଜନିତ ଲଗାଣ ବର୍ଷା ବାଲେଶ୍ୱରବାସୀଙ୍କ ପାଇଁ ଦୁଃଖ ଆଣି ଦେଇଛି। ବର୍ଷା କମିଯାଇଥିଲେ ମଧ୍ୟ ଦୁର୍ଦ୍ଦଶାରୁ ଲୋକେ ମୁକୁଳିପାରି ନାହାନ୍ତି। ବାଲେଶ୍ୱର ସହର ସମେତ ବିଭିନ୍ନ ବ୍ଲକର ଲୋକେ ପାଣି ଘେରରେ...

୩ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଲିଫ୍ଟ କେନାଲ ସିଷ୍ଟମ ପାଇଁ ୧୨୪୬ କୋଟିର ବ୍ୟୟବରାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ...

ଇଣ୍ଡିଆ କ୍ଲିନ୍‍ କୁକ୍‍ ଷ୍ଟୋଭ୍‍ ଫୋରମ୍‍-୨୦୧୭ରେ ସାମିଲ୍‍ ହେବ ଓଡ଼ିଶା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଅକ୍ଟୋବର ୨୪ରୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆ କ୍ଲିନ୍‍ କୁକ୍‍ ଷ୍ଟୋଭ୍‍ ଫୋରମ୍‍ ୨୦୧୭ ’। ଏଥିରେ ଓଡ଼ିଶା ସାମିଲ୍‍ ହେବ ବୋଲି ଇଣ୍ଡିଆ କ୍ଲିନ୍‍...

କୋଲକାତା-ପୁରୀ ପୁରୁଣା ଜଗନ୍ନାଥ ସଡ଼କର ଗବେଷଣା ଶେଷ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୁଣା ଜଗନ୍ନାଥ ସଡ଼କକୁ ପୁଣି ଜୀବନ୍ତ ହୋଇଉଠିଛି। ବାସ୍ତବ କ୍ଷେତ୍ରରେ ନୁହେଁ, ଇତିହାସ ଓ ଗବେଷଣାରେ। ଏକ ଗବେଷକ ଦଳ ଏହି କାମ ଶେଷ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ...

୫ଟି ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା: ମୁନିଗୁଡ଼ାରେ ରାସ୍ତା ଅବରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣ ଦୁଷ୍କର୍ମ ଏବଂ ମହାନଦୀ ବଞ୍ଚାଓକୁ ନେଇ ଆଜି ମାଓବାଦୀ ପାଳନ କରିଛନ୍ତି ବନ୍ଦ। ଓଡ଼ିଶାର ୫ଟି ଜିଲ୍ଲାରେ ମାଓବାଦୀ ଏହି ବନ୍ଦ ପାଳନ କରିଛନ୍ତି। ଫଳରେ ରାୟଗଡ଼ା, କୋରାପୁଟ,...

‘ପୁରୀରୁ ନବକଳେବର’: କ’ଣ କହିବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟର ସୋମନାଥ, ବାରାଣାସୀର କାଶୀ ବିଶ୍ବନାଥ ଧାମ ପରେ ବିଜେପି ନଜରରେ ପୁରୀ ଜଗନ୍ନାଥ ଧାମ୍। ଜଗନ୍ନାଥ ଧାମରୁ ନରେନ୍ଦ୍ର ମୋଦି କିମ୍ବା ଅମିତ ଶାହା ୨୦୧୯ ନିର୍ବାଚନ ଲଢ଼ନ୍ତୁ ବୋଲି...

ସ୍ପଷ୍ଟ କଲା ଆର୍‌ବିଆଇ: ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ବନ୍ଦ୍ବର ଅବସାନ ଘଟିଛି। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ପ୍ରେସ୍ ରିଲିଜ ଜାରି କରାଯାଇ ଆର୍‌ବିଆଇ ପକ୍ଷରୁ କୁହାଯାଇଛି...

ଆନ୍ଦୋଳନ ସ୍ଥଗିତ ରଖିଲେ ଅଙ୍ଗନବାଡ଼ି କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୯ ଦିନ ପରେ ସ୍ଥଗିତ ରହିଛି ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଆନ୍ଦୋଳନ। ମନ୍ତ୍ରୀଙ୍କ ଆଶ୍ବାସନା ପରେ ଆନ୍ଦୋଳନ ସ୍ଥଗିତ ରହିଥିବା ସଂଘ ସଭାନେତ୍ରୀ ଅଞ୍ଜଳି ପଟେଲ୍ ସୂଚନା ଦେଇଛନ୍ତି। ରାଜ୍ୟ ସରକାର...