ବରଗଡ଼ ବିଜୁ ସେତୁ ଭୁଶୁଡ଼ିବା ଘଟଣା: କଠୋର ହେଲା ପ୍ରଶାସନ, କଳା ତାଲିକାଭୁକ୍ତ ହେବ ଠିକା ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ପରେ ପ୍ରଶାସନର ଚେତା ପଶିଛି। ସେତୁ ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ। ସେତୁ ନିର୍ମାଣ ଦାୟିତ୍ବ ନେଇଥିବା...

ନବୀନଙ୍କୁ ଖୋଲା ଚିଠି ଦେଲେ ଅଶୋକ: କହିଲେ”ବିଜେଡି ବିରୋଧୀଙ୍କୁ ପ୍ରାର୍ଥୀ କରିବା ବିଜୁପ୍ରେମୀଙ୍କୁ କଷ୍ଟ ଦେଇଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ଉଷ୍ମ ହୋଇଛି। ସୁବଳ ସାହୁଙ୍କ ସ୍ତ୍ରୀ 'ରୀତା ସାହୁ'ଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ରାଜ୍ୟ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଛି।...

ବିଜେପୁରରେ ‘ରୀତା’ ହେଲେ ବିଜେଡି ପ୍ରାର୍ଥୀ: ‘ଅନୁକମ୍ପା’ କାର୍ଡ ଖେଳିଲେ ନବୀନ, ଏବେ କର୍ମୀଙ୍କ ଉପରେ ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି 'ଅନୁକମ୍ପା'...

କୋରାପୁଟ ଝିଅ ‘ଏନି ପ୍ରିନ୍ସ’ ଜିତିଲେ ‘ମିସ୍‌ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍‌ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ 'ମିସ୍‌  ଇଣ୍ଡିଆ' ଏଲିଗେଣ୍ଟ ଟାଇଟଲ୍‌-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ...

ନନ୍ଦନକାନନ ହେଲା ଜେବ୍ରା ଶୂନ୍ୟ: ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ଥିବା ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ ଘଟିଛି। ଫଳରେ ନନ୍ଦନକାନନ ଜେବ୍ରା ଶୂନ୍ୟ ହୋଇଯାଇଛି। ନନ୍ଦନକାନର ୩୪(କ) ଖୁଆଡ଼ରେ ଜେବ୍ରାଟି ମରିପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି। ମୃତ ଜେବ୍ରାର...

ରାଜ୍ୟ ଅର୍ଥ ମନ୍ତ୍ରୀ ଦେଲେ ସୂଚନା: ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ କମିଲା ଜିଏସ୍‌ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସ୍‌ଟି। ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି। ଖଲିପତ୍ର ଉପରେ ଜିଏସ୍‌ଟି ୧୮...

ବିଜେପୁରରେ ରୀତାଙ୍କୁ ପ୍ରାର୍ଥୀ କଲା ବିଜେଡି, ଏଥର ଜମିବ ଲଢେଇ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କିଛିଦିନ ତଳେ ମୃତ୍ୟୁବରଣ କରିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର...

ପ୍ରେମ ଆନନ୍ଦଙ୍କ ‘ଏ ସୋନୁ…’ ଗୀତ ଇଣ୍ଟରନେଟ୍‌‍ରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ... ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍‌ରେ ଧମାଲ ମଚାଇଛି। ମୂଳ...

ଓଡ଼ିଶାର ‘ହାଁସିଲି’ କୁକୁଡ଼ାକୁ ଜାତୀୟ ପ୍ରଜାତି ମାନ୍ୟତା

କପିଳାସ ଭୂୟାଁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ଗାଁଗୁଡ଼ିକରେ ଗଞ୍ଜା ଲଢେଇ ଏକ ସାଧାରଣ ଦୃଶ୍ୟ। ହାଣ୍ଡିଆ, ରସି କି ମହୁଲି ପିଇ ମତୁଆଲା ଆଦିବାସୀମାନେ ଗଞ୍ଜା ଗୋଡ଼ରେ ଖୁର ବାନ୍ଧି ଲଢେଇ...