ଥମୁନି ଲୋକାୟୁକ୍ତ ତାତି: ତିନି ଦିନ ହେଲା ବିଧାନସଭା ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବସିଲା ସର୍ବଦଳୀୟ ବୈଠକ
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ନେତା ସାମିଲ
ଗୁରୁବାର ଲୋକାୟୁକ୍ତ ପ୍ରସଙ୍ଗରେ ବିବୃତି ରଖିବେ ସରକାର
ବିବୃତି ପରେ ଗୃହ ହେବ ସ୍ୱାଭାବିକ
ତିନି ଦିନ ହେଲା...
ପ୍ରତିଟି ପିଲାର ମୌଳିକ ସ୍ଵଭାବ ଅନ୍ୟ ପିଲାଙ୍କଠାରୁ ସ୍ଵତନ୍ତ୍ର
ଗୀତା ଦାସ
ବୁଦ୍ଧି, ପ୍ରକୃତି, ଆବେଗ, ମନୋଭାବ ଓ ମୂଲ୍ୟବୋଧ ଏସବୁ ଦୃଷ୍ଟିରୁ ପ୍ରତିଟି ପିଲା ଅନ୍ୟ ଜଣଙ୍କଠାରୁ ନିଆରା।
ପୁଅ ଓ ଝିଅମାନଙ୍କର ସ୍ଵଭାବରେ ଥିବା ପାର୍ଥକ୍ୟ ସହଜରେ ଆମ ଆଖିରେ ପଡ଼େ। ଏ ପାର୍ଥକ୍ୟ...
‘ଉଡାନ’ ବିମାନ ସେବା ଶିଘ୍ର ଆରମ୍ଭ କରିବା ପାଇଁ ଏୟାର ଡେକାନ-ଏୟାର ଓଡ଼ିଶାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମାନ ସେବା ଯୋଗାଇବା ନେଇ ଅସମ୍ଭବ ବିଳମ୍ବ ପରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓଡ଼ିଶାରେ ଶିଘ୍ର ଫ୍ଲାଇଟ ସେବା ଆରମ୍ଭ କରିବା ପାଇଁ ଦୁଇଟି କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।...
ପ୍ରେମ ପାଇଁ ଯାଇଥିଲା ମହିଳା ବିଚାରପତିଙ୍କ ଜୀବନ, ଅଭିଯୁକ୍ତ ଦୁଇ ଭାଇଙ୍କୁ ଆଜୀବନ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ଓ ଦୌରା ଜଜ୍ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ
୨୦୧୩ ମାର୍ଚ୍ଚ ୧୫ର ଘଟଣା
ମାର୍ଚ୍ଚ ୧୮ରେ ଗିରଫ ହୋଇଥିଲେ ଦୁଇ ଭାଇ
ମହିଳା...
ବିଧାନସଭାରେ ଅଚଳାବସ୍ଥା: ସର୍ବଦଳୀୟ ବୈଠକ ଡ଼କାଇଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ବୁଧୁବାର ବି ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି। ଅଚଳାବସ୍ଥା ଦୂର...
ଆଜିର ବଡ଼ ଖବର (୨୮ ମାର୍ଚ୍ଚ ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଦଶମ ଗଣିତ...
ଖୋଲିବ ରତ୍ନଭଣ୍ଡାର: ଆଇନ୍ ବିଭାଗରୁ ଆସିଲା ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୯ରେ ଛତିଶା ନିଯୋଗର ବୈଠକ
ବୈଠକ ପରେ ସ୍ଥିର ହେବ ରତ୍ନଭଣ୍ଡାର ଖୋଲିବା ତାରିଖ
୧୯୭୮ ଏବଂ ୧୯୮୪ରେ ଖୋଲିଥିଲା ରତ୍ନଭଣ୍ଡାର
କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା...
ବିରଳ ଲୋକପର୍ବ ପାଲଟିଛି ବାଲେଶ୍ୱରର ଜଉକଣ୍ଢେଇ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଲୋକପରମ୍ପରାର ଅଦ୍ୱିତୀୟ ଲୋକପର୍ବ ବାଲେଶ୍ୱରର ଜଉକଣ୍ଢେଇ ବାହାଘର। କେବଳ ଓଡିଶାରେ ନୁହଁ, ସାରା ଭାରତରେ ଏହିଭଳି ଏକ ଲୋକପର୍ବ ବିରଳ। ୨୦୧୧ରୁ ଏହି ପର୍ବ ଆଗେଇ ଚାଲିଛି। ଏହି ପର୍ବ...
୪୦ ଡିଗ୍ରୀରେ ସିଝୁଛି ତିନି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶାର ତିନି ସହର। ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ଟପିଥିବା ବେଳେ ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିରରେ ପାରଦ ୪୦ ଡିଗ୍ରୀରେ ରହିଛି।
ମାର୍ଚ୍ଚ ମାସରେ ବହୁଛି...
ଭାଇରାଲ ଭିଡିଓର ଖଳନାୟକ ଉନ୍ମୟ ପାଢ଼ି: ହତ୍ୟାକାଣ୍ଡ ଉପରୁ ହଟୁନି ପରଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇରାଲ ଭିଡିଓର ଖଳନାୟକ ଥିଲେ ଉନ୍ମୟ ପାଢ଼ି। ଉନ୍ମୟ ନିଜ ସେକ୍ସ ଭିଡିଓକୁ ନିଜେ ଭାଇରାଲ କରିଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ତେବେ ହତ୍ୟାକାରୀ କିଏ ତା ପାଖରେ ଏଯାଏଁ...





















