କଂଗ୍ରେସର ବିଜେପୁର କସରତ୍: ପ୍ରାର୍ଥୀ ଖୋଜିବେ ୬ ଜଣିଆ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ପାଇଁ ସଜବାଜ ହୋଇଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ଗଠନ କରିଛି ୬ ଜଣିଆ କମିଟି।
ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି।...
ନବୀନଙ୍କ ରାଜନୈତିକ-ରାଶିଫଳ, ଏ ସପ୍ତାହ ସବୁଠାରୁ ଘଟଣାବହୁଳ!
ନୀଳାମ୍ବର ରଥ
ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ରାଜନୈତିକ କ୍ୟାରିଅର୍ ଭିତରେ ସମ୍ଭବତଃ ଏ ସପ୍ତାହ ଥିଲା ସବୁଠାରୁ ଅଧିକ ଘଟଣାବହୁଳ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏ ସପ୍ତାହ ଥିଲା...
ବିଜୁ ପଟ୍ଟନାୟକ ଥିଲେ ‘ଭାରତ ରତ୍ନ’ ପାଇଁ ହକଦାର: ଦେବେଗୌଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍'କୁ ଉନ୍ମୋଚିତ କରିଛନ୍ତି ଦେଶର ୪ ଜଣ ବରିଷ୍ଠ ରାଜନେତା। ଉନ୍ମୋଚନ ଉତ୍ସବରେ ଯୋଗଦେଇ ବିଜୁବାବୁଙ୍କ ସାଥୀ ତଥା ପୂର୍ବତନ...
ଅତିଥିମାନଙ୍କୁ ପଖାଳ ଖୁଆଇ ଆପ୍ୟାୟିତ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଦିନ ବିଜୁବାବୁଙ୍କ ବହି ଉନ୍ମୋଚନ ପାଇଁ ଭୁବନେଶ୍ୱର ଆସିଥିବା ୪ ଜଣ ବିଶିଷ୍ଟ ଅତିଥିଙ୍କୁ ପଖାଳ ଖୁଆଇ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଖାଳ ସାଙ୍ଗକୁ ପିଆଜ ଷଣ୍ଢା...
ଉନ୍ମୋଚିତ ହେଲା ‘ଦ ଟଲ୍ ମ୍ୟାନ୍’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍' ଉନ୍ମୋଚିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉନ୍ମୋଚିତ କରିଛନ୍ତି।
ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରବାଦ ପୁରୁଷ ବିଜୁ...
ରାଜଧାନୀରେ ଚାଲିଛି ଆଦିବାସୀ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୧୫ ଦିନ ଧରି ଚାଲିବ ଆଦିବାସୀ ମେଳା
ଚଳିତବର୍ଷ ଆଦିବାସୀ ମେଳାରେ ମୋଟ ୧୪୫ଟି ଷ୍ଟଲ୍ ନିର୍ମାଣ
ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ୯ଟା ପର୍ଯ୍ୟନ୍ତ ଜନଜାତିଙ୍କର...
‘ଦ ଟଲ୍ ମ୍ୟାନ୍’ର ମୃତ୍ୟୁ ନାହିଁ!
ନୀଳାମ୍ବର ରଥ
[youtube https://www.youtube.com/watch?v=rqufn-ZYSyM]
ପାଇଲଟ୍, ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା – ମୁଖ୍ୟତଃ ଏହି ତିନି ଭାଗରେ ଚିତ୍ରିତ ବିଜୁବାବୁଙ୍କ ବ୍ୟକ୍ତିତ୍ୱ ବାସ୍ତବରେ ଥିଲା ଉତ୍ତୁଙ୍ଗ ବା ଆକାଶଛୁଆଁ। ଏହି କଥାକୁ ପ୍ରାସଙ୍ଗିକ ଚିତ୍ର...
‘ଦ ଟଲ୍ ମ୍ୟାନ୍’ ପୁସ୍ତକ ଉନ୍ମୋଚନ ଉତ୍ସବ: ବିଜୟଙ୍କ ଉପସ୍ଥିତିକୁ ନେଇ ରାଜନୀତି ଗରମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍'ର ଉନ୍ମୋଚନ ଉତ୍ସବରେ ବିଜୟ ମହାପାତ୍ରଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି କଳ୍ପନା ଜଳ୍ପନା।
ବିଜୟଙ୍କ ଉପସ୍ଥିତିକୁ ନେଇ ରାଜ୍ୟ...
କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରି ଅରୁଣ ସିଂ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ବୋଲି ସେ କହିବା ସହ ଓଡ଼ିଶାରେ ଜଙ୍ଗଲରାଜ ଚାଲିଛି ବୋଲି ବହିକୁ...
ପୁଣି ଦିଲ୍ଲୀରେ କଂଗ୍ରେସ ମେଳି: ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପ୍ରଦେଶ କଂଗେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପୁଣି ଦିଲ୍ଲୀ ଯାଇଛନ୍ତି ୪ଜଣିଆ କଂଗେସ୍ ଟିମ୍। ନିରଞ୍ଜନ ପଟ୍ଟାନୟଙ୍କ ନେତୃତ୍ଵରେ ୪ଜଣିଆ ଟିମରେ ସାମିଲ ହୋଇଛନ୍ତି...





















