ପାଳିତ ହେଲା ୬୯ତମ ସାଧାରଣତନ୍ତ୍ର ଦିବସ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ପାଳିତ ହୋଇଛି ୬୯ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ।
ଏହି ଅବସରରେ ରାଜ୍ୟପାଳ ଡକ୍ଟର ଏସ ସି ଜମିର ଜାତୀୟ...
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ୨୧ ଲକ୍ଷ ଟପିଲା ବର୍ଣ୍ଣାଳି ହୋତା ଗାଇଥିବା ଦେଶାତ୍ମବୋଧ ଗୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=yeD3ztuW4ho]
ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧ ଗୀତଗୁଡ଼ିକର କ୍ରେଜ ବଢ଼ିବାରେ ଲାଗିଛି। ବିଶେଷକରି ଡିଜିଟାଲ ମିଡିଆରେ ଏହି ଗୀତକୁ ଶୁଣିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଡିଜିଟାଲ୍ ମିଡିଆରେ ଓଡ଼ିଆ...
କୋଟିଏ ଟଙ୍କା ପାଇଁ ଭାଙ୍ଗିଲା ବାହାଘର, ଥାନାରେ ଫେରାଦ ହେଲେ ମଙ୍ଗୁଳା କନ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର। ଲଗ୍ନ ସମୟ ଗଡ଼ିଗଲା ପଛେ ବର କି ବରଯାତ୍ରୀ ଆସିଲେ ନାହିଁ। ଶେଷରେ ମଙ୍ଗୁଳା କନ୍ୟା ସ୍ୱର୍ଣ୍ଣମୟୀଙ୍କ ସୁନେଲି ସ୍ୱପ୍ନ ହୋଇଯାଇଛି ଚୁର୍ମାର୍।
ବାହାଘର ପାଇଁ...
ଆରମ୍ଭ ହେଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରେ ଆରମ୍ଭ ହୋଇଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଗୁରୁବାର ଆରମ୍ଭ ହୋଇଥିବା ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।
ଭାରତର ପ୍ରାଚୀନ...
ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତାଙ୍କୁ ଲହୁଲୁହାଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ତାଙ୍କ ପୁଅ ପ୍ରିୟବୟତ।
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ ହୋଇଛନ୍ତି। ତାଙ୍କ...
ଓଡ଼ିଶାର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ, ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମବିଭୂଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ସମ୍ମାନଜନକ 'ପଦ୍ମ' ପୁରସ୍କାର ଘୋଷଣା କରିଛନ୍ତି। ୮୫ ଜଣ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।
୭୩ ଜଣ ସମ୍ମାନଜନକ ପଦ୍ମଶ୍ରୀ ପାଇବାକୁ ଥିବା ବେଳେ ୩...
କାହିଁକି ବିଗିଡ଼ିଲା ବିଜେଡି-ବୈଜୟନ୍ତ ସମ୍ପର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନଥିଲା ବିଜେଡିରେ ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ୨୦୧୪ ନିର୍ବାଚନ ପରେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ଚର୍ଚ୍ଚା ହେଉଛି।
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ...
ବୈଜୟନ୍ତଙ୍କ ନିଲମ୍ବନ: ଅମିତ ଶାହାଙ୍କ ପାଇଁ ଭଲ ସୁଯୋଗ
ଭାସ୍କର ପରିଚ୍ଛା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଶେଷରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ବୋଲି ଧରି ନେବାକୁ ହେବ। ଦଳ ବିରୋଧୀ...
ସାହସିକତା ପୁରସ୍କାର ପାଇଲେ ଓଡ଼ିଶାର ମମତା ଓ ପଙ୍କଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଦୁଇଜଣ ଓଡ଼ିଆ ଶିଶୁ ମମତା ଦଳେଇ ଓ ପଙ୍କଜ କୁମାର ମହନ୍ତ ପାଇଛନ୍ତି ଜାତୀୟ ସାହସିକତା ପୁରସ୍କାର।
୧୮ଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର-୨୦୧୭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ବିଜୁବାବୁଙ୍କ ଉପରେ ଲିଖିତ ‘ଦ ଟଲ୍ ମ୍ୟାନ୍’ ପୁସ୍ତକ ଉନ୍ମୋଚନ ପାଇଁ ଜୋରଦାର ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କ ଦୁର୍ଦ୍ଧର୍ଷ ପାଇଲଟ ଜୀବନ, ଜାତୀୟ ରାଜନୀତିରେ ଯୋଗଦାନ ଏବଂ ତାଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି...





















