ସାବାଡ଼ ହେବେ ମଦୁଆ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଇଡ୍‌ଲାଇନ୍ ଜାରି ସ୍କୁଲ ପାଖରୁ ହଟିବ ନିଶା ଦ୍ରବ୍ୟ ସରକାରୀ ସ୍କୁଲକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଆଉପାଦେ ଆଗକୁ ବଢ଼ିଛନ୍ତି। ମଦୁଆ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସାବାଡ଼...

ରାଜଧାନୀରେ ପ୍ରତି ୪ ମିନିଟରେ ଗଡ଼ିବ ସିଟି ବସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ସୁଧୁରିବ ସିଟି ବସ୍‌ ବ୍ୟବସ୍ଥା। ଖୁବ୍‌ଶୀଘ୍ର ଭୁବନେଶ୍ବରକୁ ଆସିବ ୨୦୦ ନୂଆ ସିଟି ବସ୍‌। ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସମ୍ପନ୍ନ କମିଟି। ବର୍ତ୍ତମାନ ସହରରେ ୧୧୦ଟି...

‘ବନ୍ଦେ ଉତ୍କଳ ଜନନୀ’ ଗାଇବେ ୫୦ହଜାର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ 'ବନ୍ଦେ ଉତ୍କଳ ଜନନୀ ଗାନ କରିବେ। ଆସନ୍ତା ୧୫ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଏଭଳି...

ହାଇକମାଣ୍ଡଙ୍କ ୬ ଧାଡ଼ିଆ ପ୍ରେସ୍ ରିଲିଜକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥଣ୍ଡା ପଡ଼ି ଯାଇଥିବା କଂଗ୍ରେସ ଶିବିରରେ ପୁଣି ହଟଚମଟ ଆରମ୍ଭ ହୋଇଛି। ୬ ତାରିଖରେ ୬ ଧାଡ଼ିଆ ପ୍ରେସ୍‌ ରିଲିଜ ଏଆଇସିସିରୁ ଆସିବା ପରେ କଂଗ୍ରେସ ଶିବିର ଗରମ୍‌ ହୋଇଯାଇଛି। ରାହୁଲ...

ତାମିଲ୍ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍ ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି...

ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼: ବିଜେପୁର ରାଜନୀତି ଗୋଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଗର୍ଜିଛି ବନ୍ଧୁକ। ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି ବିଜେପି। ବିଜେପି ଅଭିଯୋଗର ବିଜେଡି ଦେଇଛି...

ମେଫେୟାର ଲାଗୁନ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lFw8VFtDazo] ଇଏସ୍‌ଆଇ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟକ୍ରମ ମେଫେୟାରର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସ୍ଵଚ୍ଛତା ଅଭିଯାନରେ ସାମିଲ୍ ହସ୍ପିଟାଲ୍ ପରିସରକୁ ସଫା କଲେ ୨୦୦ରୁ ଅଧିକ କର୍ମଚାରୀ  ସାରା ଭାରତରେ ହସ୍ପିଟାଲିଟି କ୍ଷେତ୍ରରେ...

ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ୧୪ଟି ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ଦୋଳନ ୧୭ ତାରିଖ ଯାଏଁ ଚାଲିବ ଧାରଣା ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଧାନର...

ଏକଲବ୍ୟ ପୁରସ୍କାର ପାଇଲେ ହକି ତାରକା ଦୀପସାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପୁରୁଷ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ତଥା ଓଡ଼ିଶାର ଯୁବ ଖେଳାଳି ଦୀପ୍‌ସାନ ତିର୍କୀ ୨୦୧୮ ମସିହା ପାଇଁ ପାଇଛନ୍ତି ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ତାଙ୍କୁ ଟ୍ରଫି ଓ...

ଅନ୍ତର୍ଜାତୀୟ ବିଜ୍ଞାନ ମେଳାରେ ଭାଗ ନେବେ ଭୁବନେଶ୍ଵର ଡିଏଭି ସ୍କୁଲର ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ତର୍ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା୨୦୧୮ରେ ଭୁବନେଶ୍ଵର ୮ନମ୍ବର ଡିଏଭି ସ୍କୁଲର ଛାତ୍ର ନୈସର୍ଗିକ ଯୋଗଦେବେ। ଆମେରିକାର ପିଟସବର୍ଗରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଭାଗନେବା ପାଇଁ ଦିଲ୍ଲୀରେ...