ବରଗଡ଼ ଧନୁଯାତ୍ରା: କଳା-କଳାକାର-ଦର୍ଶକଙ୍କ ତ୍ରିବେଣୀ ସଙ୍ଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଛି ଯୁଗ। ତା ସହ ତାଳ ଦେଇ ଲୋକଙ୍କ ରୁଚି ମଧ୍ୟ ବଦଳିଛି। ଜୀବନ-ଜୀବିକାକୁ ନେଇ ଲୋକେ ବ୍ୟସ୍ତ ରହୁଛନ୍ତି। ଏହି ବ୍ୟସ୍ତମୟ ଜୀବନ ଭିତରେ ଲୋକେ ମନୋରଞ୍ଜନ ପାଇଁ ସୁଯୋଗ...
ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ସାମିଲ ହୋଇଛନ୍ତି ୨୫ ରାଜ୍ୟର ବୁଣାକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗାରଙ୍ଗ ପରିବେଷରେ ଉଦଘାଟିତ ହେଲା ତୋଷାଳି ମେଳା
ଉଦଘାଟନୀ ଉତ୍ସବରେ ଓଡ଼ିଶୀ ନାଚିଲେ ୧୦୮ ନୃତ୍ୟ ଶିଳ୍ପୀ
ଡସେମ୍ବର ୨୭ ତାରିଖ ଯାଏଁ ଚାଲିବ ମେଳା
କୃତୀ ହସ୍ତଶିଳ୍ପୀମାନଙ୍କୁ ମିଳିଲା...
ଚାଷୀ ଆତ୍ମହତ୍ୟାର ଗଡ଼ ବରଗଡ଼: ଦୁଇ ମାସରେ ଜୀବନ ହାରିଲେଣି ୧୨ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆତ୍ମହତ୍ୟାର ଗଡ଼ ପାଲଟି ଯାଇଛି ବରଗଡ଼। ଜଣକ ପରେ ଜଣେ ଚାଷୀ ହାରୁଛନ୍ତି ଜୀବନ। ଗତ ଦୁଇ ମାସ ହେଲା ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟାର ତାଲିକା ଲମ୍ବି ଚାଲିଛି।...
ଅଦରକାରୀ ଜିନିଷରୁ ତନ୍ମୟୀ ସୃଷ୍ଟି କରିପାରନ୍ତି ଆକର୍ଷଣୀୟ ସୋ-ପିସ୍
ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ଖାତାରେ ପାଠ ଲେଖିବା ବଦଳରେ କରୁଥିଲେ ଚିତ୍ର। ବ୍ୟାଗ୍ରେ ବହି ରଖିବା ବଦଳରେ ବାହାରୁଥିଲା ପୁଳା ପୁଳା ଚିରାକାଗଜ। ପିଲାବେଳର ଏହି ଅଭ୍ୟାସ ହିଁ ତନ୍ମୟୀ ପାଢ଼ୀଙ୍କୁ ଆଜି...
ଧନୁଯାତ୍ରାର ବାର୍ତ୍ତା: ଦୁଇ ଦେଶ ଭିତରେ ରାଜନୈତିକ ଶତ୍ରୁତା ବାଣିଜ୍ୟକୁ ପ୍ରଭାବିତ କରେନାହିଁ
ଅଶୋକ ବହିଦାର
ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କେବଳ ମନୋରଞ୍ଜନର ମାଧ୍ୟମ ପାଲଟି ନାହିଁ, ଏହାର କିଛି ନାଟକୀୟ ଦୃଶ୍ୟ ବିଶ୍ୱକୁ ଶିକ୍ଷଣୀୟ ବାର୍ତ୍ତା ଦେଉଛି। ମଥୁରା ବଜାରରେ ଗୋପୀମାନଙ୍କର ଦହିବିକା, ରଙ୍ଗସଭା, ଅକ୍ରୁରଙ୍କ ମଥୁରାଗମନ...
ନବୀନ ନିବାସରେ ପ୍ରସ୍ତୁତ ହେଲା ରଣନୀତି: ସଂସଦରେ ମହାନଦୀ – ପୋଲାଭରମକୁ ଅସ୍ତ୍ର କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ
ଜାନୁୟାରୀ ୫ ଯାଏଁ ଚାଲିବ ଅଧିବେଶନ
ସଂସଦରେ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରିବ ବିଜେଡି
ମହାନଦୀ, ପୋଲାଭରମ୍ ସହ ଏମ୍ଏସ୍ପି ବୃଦ୍ଧିକୁ ଅସ୍ତ୍ର...
ପରମ୍ପରାରୁ ଦୂରେଇ ଯାଇନି ଧନୁଯାତ୍ରା
ଅଶୋକ ବହିଦାର
ବଦଳି ଚାଲିଛି ବରଗଡ଼ ଧନୁଯାତ୍ରାର ପରିପାଟୀ। ହେଲେ କେତୋଟି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରାର ପୂର୍ବ ଗାରିମା ବଜାୟ ରହିଛି। ଏହି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରା ଏବେ ବି ଲୋକଙ୍କ...
ଓଡ଼ିଆ ଡାକ୍ତରଙ୍କ ସଫଳ ଯାତ୍ରା: ଜଗତସିଂହପୁରରୁ କେନିଆ ପାର୍ଲାମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ମାଟିରେ ଆଉ ଜଣେ ଓଡ଼ିଆଙ୍କ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଆ ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ରଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସେ କେନିଆ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି।
କେନିଆ ପାର୍ଲାମେଣ୍ଟରେ ଓଡ଼ିଆ...
ମହାନଦୀ ମହାଲଢ଼େଇ ପାଇଁ ସଜବାଜ ହେଲେ ସବୁ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ପାରିତ ହେଲା ମିଳିତ ସଙ୍କଳ୍ପ
ସମର୍ଥନ କଲେ ବିଜେଡି-ବିଜପି-କଂଗ୍ରେସ
କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ ହେଲା ଅଭିଯାନ
କଲ୍ମା ବ୍ୟାରେଜର ୬୫ଟି ଗେଟ୍ ବନ୍ଦ କଲା...
ଓଡ଼ିଶାରେ ୫୨ ଦାଗୀ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତାଙ୍କ ପାଇଁ ଦେଶରେ ପ୍ରତିଷ୍ଠା ହେବ କୋର୍ଟ। ଏନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଓଡ଼ିଶାରେ ଦାଗୀ ନେତାଙ୍କ ତାଲିକା ପ୍ରକାଶ ପାଇଛି। ଓଡ଼ିଶାରେ ୫୨ ନେତାଙ୍କ ନାଁରେ...





















