ଶେଷ ହେଲା କୋଣାର୍କ ଉତ୍ସବ: ଓଡ଼ିଶୀ – ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ। ମୋହିନୀଆଟ୍ଟମ୍‌ରେ ଗଣପତି -ଆବାହନୀ ସ୍ତବକ ପରିବେଷଣ ହୋଇଥିବା ବେଳେ ଓଡ଼ିଶୀରେ ନୃତ୍ୟନାଟିକା ରିପୁ...

ବିଧାନସଭାରେ ସେଚ ପ୍ରକଳ୍ପ ତାତି: ମୁଖ୍ୟମନ୍ତ୍ରୀ କହିଲେ,”କୁମ୍ଭୀର କାନ୍ଦଣା କାନ୍ଦନି”

ଓଡ଼ିଶାଲାଇଭ୍ ବ୍ୟୁରୋ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ହୋ-ହଲ୍ଲା ବିଧାନସଭାରେ ବିବୃତି ଦେଲେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ହୋଇ କକ୍ଷ ତ୍ୟାଗ କଲେ ବିଜେପି ସଭ୍ୟ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଦେଲେ...

ମାଡ଼ି ଆସୁଛି ବର୍ଷା: ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଘନୀଭୂତ ହେଉଛି ଲଘୁଚାପ ୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ୮ରୁ ଉପକୂଳ ଓଡ଼ିଶାରେ ହେବ ବର୍ଷା ବାତ୍ୟା ଆଶଙ୍କା ନାହିଁ କହିଲା ପାଣିପାଗ ବିଭାଗ ଫସଲ ସୁରକ୍ଷା ପାଇଁ ଗାଁ...

ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଡିସେମ୍ବର ୧୦ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ। ଏହି ସୂଚନା ମିଳିବା ପରେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବିଭିନ୍ନ ମହଲରେ ଖେଳିଯାଇଛି ଉତ୍ସାହ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୁସି...

କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ

ନୀଳାମ୍ବର ରଥ କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ...

ବରଗଡ଼ର ଧନୁଯାତ୍ରା: ଏକ ବିରଳ ନାଟ୍ୟଧାରା

ଓଡ଼ିଶାଲାଇଭ୍‍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ 'ଓଡ଼ିଶାଲାଇଭ୍‌'ର ସ୍ୱତନ୍ତ୍ର ପ୍ରୟାସ। ଓଡ଼ିଶାର ‘ଭାତହାଣ୍ଡି’...

ମହିଳା ବିରୋଧୀ ହିଂସା ରୋକିବାରେ ରାଜ୍ୟ ସରକାର ଫେଲ୍, ପ୍ରତିବାଦ କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ଶାସନରେ ଓଡିଶାର ମହିଳାମାନେ ଅସୁରକ୍ଷିତ। ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଆଜି ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ବରେ ମହିଳାମାନେ...

ବିବାଦରେ ଭର୍ତ୍ତୃହରିଙ୍କ ବୟାନ: କହିଲେ, ‘ଡିସେମ୍ବର ୨୫ ନୁହେଁ ଯୀଶୁଙ୍କ ଜନ୍ମଦିନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାଦୀୟ ମନ୍ତବ୍ୟ ଏବଂ ନିବନ୍ଧକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ଭର୍ତ୍ତୃହହରି ମହତାବ ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ...

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...

ରାଜନୀତି ପଶାପାଲିରେ ‘ବ୍ରାହ୍ମଣୀ ସେତୁ’: କେନ୍ଦ୍ରକୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ରବିବାର ରାଉରକେଲାରେ ବିଜେଡି ପ୍ରତିବାଦ କରିବା...