ଭକ୍ତମୟ ଶ୍ରୀକ୍ଷେତ୍ର, ଗଜ ବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି। ଏବେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିବାକୁ ପୁରୀରେ...
ଭିଜୁଛି ଓଡ଼ିଶା: ଜୁନ ୧୮ ଯାଏଁ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁନ ୧୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ...
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ହରିହର ନନ୍ଦଙ୍କ ତୈଳଚିତ୍ର ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ତଥା ରାଷ୍ଟ୍ରବାଦୀ ସଂଗଠକ ହରିହର ନନ୍ଦଙ୍କ ତୈଳଚିତ୍ର କଟକସ୍ଥିତ ଶତାବ୍ଦୀ ଭବନଠାରେ ଉନ୍ମୋଚିତ ହୋଇଯାଇଛି।
ଉତ୍କଳ ସାହିତ୍ୟ ସମାଜର...
କାହିଁକି ଖଳ ଚରିତ୍ର ବାଛିଲେ ଅଭିନେତା କ୍ରିଷ୍ଣା କର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=CUxsYxHnyjc
ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର। ‘କେକେ’ ନାଁରେ ସେ ଘରେ ଘରେ ପରିଚିତ। ଟେଲିଭିଜନ ହେଉ କି ସିନେ ପରଦା ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ...
କେମିତି ହେବା ଆବଶ୍ୟକ ବୟସ୍କଙ୍କ ଡାଏଟ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=YZ6kbLLdMgU
ବୟସ ବଢ଼ିଲେ ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍, କ୍ୟାଲସିୟମ ଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା...
ଆଜି ଦେବସ୍ନାନ ପୂର୍ଣ୍ଣିମା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ବଡ଼ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ମହାସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣିମୀ ତିଥିର ଏହି ଦିନକୁ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାନ୍ତି।
ମହାପ୍ରଭୁ...
ଆସନ୍ତାକାଲି ମହାସ୍ନାନ କରିବେ ବଡ଼ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ମହାସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣିମୀ ତିଥିର ଏହି ଦିନକୁ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାନ୍ତି।
ମହାପ୍ରଭୁ ଜଗନ୍ନାଥ,...
୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଏକ ବର୍ଷର ସଫଳତା ବଖାଣିଲେ ରାଜ୍ୟ ସରକାର
ରାଜ୍ୟରେ ଆଉ ୪୦ ହଜାର ନୂଆ ନିଯୁକ୍ତି ସମ୍ଭାବନା
ବର୍ଷ ଏକ, ସଫଳତା ଅନେକ...
ବରଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସସ୍ମିତା ଓରାମ। ଡାଙ୍ଗବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ନେଉଥିବା...
ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କାହିଁକି ଦେଖାଦିଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=8xbUKWeMnI8
ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ।
ତେବେ ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କାହିଁକି ଦେଖାଦିଏ,...




















