ପ୍ରଥମ ପିରିୟଡସକୁ ରୋଗ ବୋଲି ଭାବିଥିଲେ ଆଙ୍କର ଅଙ୍କିତା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/FZqjNdYteoU ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି।...

କେମିତି ଭଲ ହେବ ପିସିଓଏସ୍ ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fSDT_DwG56Q ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ଏହି...

ଭିଜୁଛି ଓଡ଼ିଶା, ମେ’ ୩୧ ଯାଏଁ ଆହୁରି ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ମେ’ ୩୧ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...

ଗୀତିକାର ଅରୁଣ ମନ୍ତ୍ରୀଙ୍କୁ କାହିଁକି ବାଲିରେ ପୋତି ଦେଇଥିଲେ ବାପା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_XUpaCq3zPI&t=1s ଓଡ଼ିଆ ସଙ୍ଗୀତ ଜଗତର ସୁପରିଚିତ ଗୀତିକାର ଅରୁଣ ମନ୍ତ୍ରୀ। ଓଲିଉଡ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ‘ମାଧବ ହେ ମାଧବ’, ‘ଆଜି ଅକାଶେ କି ରଙ୍ଗ ଲାଗିଲା’, ‘ପ୍ରଥମ ପ୍ରେମିକା’, ‘ଏଥର...

ପୁରୀରେ ହେଲଥ୍ ଏଟିଏମ: କ୍ଷଣିକରେ ବାହାରିବ ସ୍ୱାସ୍ଥ୍ୟ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/G2Ph9RGR54k ସ୍ୱାସ୍ଥ୍ୟ ପରୀକ୍ଷା ହେବ ସହଜ। ଟିପ ଦେବା କ୍ଷଣି ବାହାରିଯିବ ହେଲଥ୍ ରିପୋର୍ଟ। ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ହେଲଥ୍ ଏଟିଏମର ଶୁଭାରମ୍ଭ ହୋଇଛି। ଏହାର ନାଁ...

ଅବକାରୀ ମନ୍ତ୍ରୀ କହିଲେ – ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ଜରିଆରେ କରାଯିବ ସଚେତନ ବିଦ୍ୟାଳୟସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ ବୁଲିବ ସଚେତନତା ରଥ ବେଆଇନ ମାଦକ ଦ୍ରବ୍ୟ କାରବାର ଓ...

ପିରିୟଡସକୁ ନେଇ ଲାଜ କରିବା କଥା ନୁହେଁ – ଶୋଭନା ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=sIyoePJTYGA&t=4s ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ସଙ୍କୋଚ କରନ୍ତି। ନିଜ ପିରିୟଡସ ଅନୁଭୂତି ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଆଙ୍କର ଶୋଭନା ମିଶ୍ର। ଶୋଭନା କୁହନ୍ତି, “ପିଲାବେଳେ ମା’ଙ୍କୁ...

ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟ୍: ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ କମାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hmOOTq-pOGo&t=72s ଆମେରିକାର ଟେକ୍ସାସରେ ହେବାକୁଥିବା ଆଇଏସଏଫ୍ ଗ୍ଲୋବାଲ ଜୁନିକର୍ଣ୍ଣ ଆଣ୍ଡ ଏଆଇ ସମିଟରେ ଭାଗ ନେବେ ଓଡ଼ିଶାର ୮ ଜଣ ଛାତ୍ର। ସାରା ବିଶ୍ଵ ଦେଖିବ ଓଡ଼ିଆ ଛାତ୍ରଙ୍କ ପ୍ରତିଭା। ରାଜ୍ୟର ଗୌରବ ବଢ଼ାଇବେ...

ଓଡ଼ିଆ ସାହିତ୍ୟ ଜଗତର ପ୍ରସିଦ୍ଧ ଲେଖିକା ଡକ୍ଟର ସଂଘମିତ୍ରା ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-Jdr_if1Exs&t=1073s ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ...

ଭିଜିଲାନ୍ସ ଜାଲରେ ଖଡ଼ିଆଳ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁଶାନ୍ତ ସେଠୀଙ୍କର...