ସଂକ୍ରାନ୍ତି ପୁରୁଷ ଫକିରମୋହନ ସେନାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା...

ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକୁଳାଇବେ ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସୁଧୁରିବ ଶ୍ରୀଲଙ୍କାର ପରିସ୍ଥିତି। ଆର୍ଥିକ ସଙ୍କଟରୁ ମୁକୁଳିବ ଦେଶ। ଏବେ ଦୂର ହେବ ଦେଶବାସୀଙ୍କ ଦୁଃଖ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏମିତି କିଛି କହିଛନ୍ତି...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଉଦ୍‌ଘାଟନ ପରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ...

ଶ୍ରୀକ୍ଷେତ୍ରରେ ସୁବାସିତ ଚନ୍ଦନ- ନିମାଇଁ ହରିଚନ୍ଦନ

ତ୍ରିଲୋଚନ ମିଶ୍ର ୧୯୮୩ ଜୁଲାଇ ୧୯ ତାରିଖ। ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନପାଇଁ ଅଗଣିତ ଭକ୍ତଙ୍କ ସମାଗମ। ଏ ଜନଗହଳି ମଧ୍ୟରେ ଦେଖାଦେଲେ ପଦ୍ମଶ୍ରୀ ନିମାଇଁ...

ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ଶୁକ୍ରବାର ରାତିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା...

ଶ୍ରଦ୍ଧାଞ୍ଜଳି

ରବି କାନୁନ୍‌ଗୋ ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ  ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ। ସାରସ୍ୱତ...

ଶ୍ୟାମାମଣୀଙ୍କ ସଙ୍ଗୀତ ଯାତ୍ରା – ମାତ୍ର ୧୨ ବର୍ଷ ବୟସରୁ ଆରମ୍ଭ କରିଥିଲେ କ୍ୟାରିୟର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=YP5au3u-2b0] ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ, ପଲ୍ଲୀ ସଙ୍ଗୀତ, ଛାନ୍ଧ, ଚମ୍ପୁ ତଥା ଭକ୍ତି ସଙ୍ଗୀତର ପ୍ରସିଦ୍ଧ ଗାୟିକା ହେଲେ ଶ୍ୟାମାମଣୀ ଦେବୀ। ତାଙ୍କ ସୁମଧୁର କଣ୍ଠ ପାଇଁ ତାଙ୍କୁ ଓଡ଼ିଶାର କୋଇଲିର...

ଶ୍ୟାମାମଣି ଦେବୀ : ଓଡ଼ିଶୀ, ଶାସ୍ତ୍ରୀୟ ଓ ଭଞ୍ଜ ସଂଗୀତର ସୁରମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cJq1_-NMNK4] ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଗୁରୁଗମ୍ଭୀର ସ୍ଵର।...

ଶ୍ୟାମଦେଶ ଓ କଳିଙ୍ଗ  

ଆଶୁତୋଷ ପ୍ରସାଦ ପଟ୍ଟନାୟକ ଆଜିର ଥାଇଲାଣ୍ଡ (ଅତୀତରେ ‘ସିଆମ୍’ ରୂପେ ପରିଚିତ) ସହ ଦିନେ କଳିଙ୍ଗ ସଭ୍ୟତାର ଥିଲା ଅତୁଟ ସମ୍ପର୍କ, କିପରି ଜାଣନ୍ତୁ। ‘ଥାଇଲାଣ୍ଡ୍’ ବା ‘ଥାଇ’ମାନଙ୍କର ଦେଶ, ପ୍ରାୟ ଆଧୁନିକଯୁଗ ପର୍ଯ୍ୟନ୍ତ ‘ସିଆମ୍’...

ଶେଷରେ ଉଦ୍ଧାର ହେଲା ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷରେ ଉଦ୍ଧାର ହେଲା ରାହୁଲ। ବୋରଓ୍ଵେଲରୁ ଟନେଲ ଦେଇ ବୁଧବାର, ଜୁନ ୧୫ ତାରିଖରେ ରାହୁଲକୁ ବାହାରକୁ ବାହାର କରାଯାଇଛି। ଅନିଲ ନାମକ ଯବାନ ରାହୁଲକୁ ଉଦ୍ଧାର କରିଥିଲେ। ରାହୁଲକୁ ଉଦ୍ଧାର...