ସନ୍ଦେହ ଘେରରେ ନୟାଗଡ଼ ଶିଶୁ ନିଖୋଜ ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି। ନବଜାତ ଶିଶୁ...

ସଦଗୁରୁଙ୍କ ମୃତ୍ତିକା ସଂରକ୍ଷଣ ଅଭିଯାନ: ବାଇକ ଯାତ୍ରାରେ ପହଞ୍ଚିଲେ ବାହାରିନ

ଓଡ଼ିଶାଲାଇଭ୍ ବ୍ୟୁରୋ ମୃତ୍ତିକା ସଂରକ୍ଷଣ ନିମନ୍ତେ ବିଶ୍ଵବାସୀଙ୍କୁ ସଚେତନ କରିବା ପାଇଁ ପରିବେଶବିତ ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ୧୦୦ ଦିନର ବାଇକ୍ ଯାତ୍ରାରେ ବାହାରିଛନ୍ତି। ବାଇକ୍‌ରେ ସଦଗୁରୁ ୨୭ଟି ଦେଶରେ ପହଞ୍ଚି ଲୋକଙ୍କୁ...

ସତ, ମିଛ, କାଳ

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...

ସଚିନ୍ ତେନ୍ଦୁଲକରଙ୍କ ଝିଅକୁ ବିବାହ ପ୍ରସ୍ତାବ ଦେଇ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ବିବାହ ପ୍ରସ୍ତାବ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ମହିସାଦାଲ...

ସଙ୍କଟରେ ଶ୍ରୀଲଙ୍କା: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିନା ଚାଲିଛି ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏବେ ମୁରବୀ ବିହୀନ ହୋଇପଡ଼ିଥିବା ଦେଶର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଜାରି ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ମୁରବୀ ବିହୀନ...

ସଙ୍କଟରେ ଶ୍ରୀଲଙ୍କା: ବିରୋଧୀଙ୍କ ଅଭିଯୋଗ ରାଜପକ୍ଷେ ପରିବାର ଯୋଗୁଁ କାଙ୍ଗାଳ ହୋଇଛି ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମେଡିସିନ ଏବଂ ପେଟ୍ରୋଲ ଆଦିର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ପାଇଁ ହାଇଁ ହାଇଁ ହେଉଛନ୍ତି ଦେଶବାସୀ।...

ସଙ୍କଟରେ ଶ୍ରୀଲଙ୍କା: ଏୟାରଲାଇନ୍ସ ବିକିବେ, ନୋଟ ଛାପିବେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ସରକାରଙ୍କ ପାଖରେ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସାମର୍ଥ୍ୟ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବେ ଶ୍ରୀଲଙ୍କା ସରକାର ନୋଟ...

ସଙ୍କଟରେ ପାକିସ୍ତାନ: ଚୌକି ହରାଇବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ!

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନ ରାଜନୀତିରେ ଏବେ ଉତ୍‌ଥାନ ପତନ ଜାରି ରହିଛି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚୌକି ମଧ୍ୟ ସଙ୍କଟରେ ରହିଛି। ଦିନକୁ ଦିନ ପାକିସ୍ତାନ ପ୍ରଧାମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସଙ୍କଟରେ...

ସଙ୍କଟ ସମୟରେ ଭାରତର ସହାୟତା ଲୋଡ଼ିଲା ୟୁକ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦେଶର ବିରୋଧ ସତ୍ତ୍ଵେ ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ମଧ୍ୟ ରୁଷ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।...

ସକ୍ରିୟ ରାଜନୀତିରେ ପାଦ ଦେବେ କି ବର୍ଷା ପ୍ରିୟଦର୍ଶିନୀ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସକ୍ରିୟ ରାଜନୀତିରେ ଯୋଗଦେବେ। ଆସନ୍ତା ପୌର ନିର୍ବାଚନ କିମ୍ବା ୨୦୨୪ ନିର୍ବାଚନରେ ସେ ଭାଗ୍ୟ ପରୀକ୍ଷା କରିବା ନେଇ ଚର୍ଚ୍ଚା ହେଉଛି। ଓଡ଼ିଆ ସିନେ ଜଗତର ଜଣାଶୁଣା...