ଆଜି ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ...

ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...

ବାଣପୁରରେ ବର୍ବର କାଣ୍ଡ : ଗାଡ଼ି ଚଢ଼ାଇଲେ, ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଚିଲିକା ବିଧାୟକ

 ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି...

ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଥିଲେ ରହନ୍ତୁ ସାବଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ପ୍ରାୟ ଲୋକେ ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଛନ୍ତି, କାରଣ ଅନ୍‌ଲାଇନ୍‌ ଜରିଆରେ ଖୁବ୍‌ କମ୍‌ ସମୟରେ ଟଙ୍କା ନେଣଦେଣ ହୋଇପାରୁଛି। ଫଳରେ ବାରମ୍ବାର ବାରମ୍ବାର ବ୍ୟାଙ୍କ ବି ଯିବାକୁ ପଡ଼ୁନାହିଁ। ଏପଟେ ଅନ୍‌ଲାଇନ୍‌...

“ଗୀଟାର ଶିଖିବାକୁ ଜିଦ୍ ଧରିବାରୁ ଘରୁ ତଡ଼ି ଦେଇଥିଲେ ବାପା”- ଗୀଟାରିଷ୍ଟ ମହମ୍ମଦ ମୁବାରକ୍

“ବାପା କହୁଥିଲେ ସଙ୍ଗୀତକୁ ପେଷା କରି ପେଟ ପୋଷି ପାରିବୁନି। ଯଦି ସଙ୍ଗୀତ ଲାଇନରେ ଯିବୁ ତାହାଲେ ଚଣ୍ଡି ମନ୍ଦିର ପାଖରେ ଥାଳି ଧରି ବସିବୁ। ବଡ଼ ଭାଇ ବି ଚାହୁଁଥିଲେ ମୁଁ...

ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବରେନ୍ଦ୍ରକୃଷ୍ଣ ଧଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ। ଦୁଇଟି ଶବ୍ଦ। ଜଣେ ବ୍ୟକ୍ତିବିଶେଷର ନାମ ନଥିଲା। ଏ ଶବ୍ଦ ଦୁଇଟି...

ଜୁନ ୨ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୨ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ମୋଟ ୬୪ଟି କେନ୍ଦ୍ରରେ ଅଫଲାଇନ ଏବଂ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ କରାଯିବ ବୋଲି...

ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହେଉଥିବାରୁ ରାଜ୍ୟରେ ଗତ ମାର୍ଚ୍ଚ ୩୧ ତାରିଖରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଥିଲା। ସୋମବାର ପୁଣି ଥରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଛି। ଏ...

‘ଥୋମାସ କପ୍’ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଥୋମାସ୍ କପ୍ ଜିତିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ...

ବନ୍ଧୁଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଆନନ୍ଦଙ୍କ ପିତା ବନ୍ଧନା ଟପ୍ପୋ।...