ବ୍ରଜରାଜନଗରରେ ବାଜି ମାରିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବଜରାଜନଗରରେ ବିଜେଡି ବାଜି ମାରିଲା। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି। ଅଳକା ମହାନ୍ତିଙ୍କୁ ୯୩,୭୯୦...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ଆଗରେ ବିଜେଡି, ଦ୍ଵିତୀୟରେ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ମୋଟ ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୧୬ଟି ରାଉଣ୍ଡ ଭୋଟ ଗଣତି ହୋଇଛି।...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି: ବିଜେପି ଓ କଂଗ୍ରେସକୁ ପଛରେ ପକାଇଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଆକଳନ କାହା ହାତକୁ ଆସିବ ବ୍ରଜରାଜନଗରର କ୍ଷମତା। କିଏ ବାଜି ମାରିବ ଆଉ କିଏ ହାରିବ? ବ୍ରଜରାଜନଗର ଭୋଟରଙ୍କ ଆସ୍ଥା ଜିତିବାରେ କିଏ ସଫଳ ହେବ ଆଉ କିଛି ଘଣ୍ଟା...

ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି: ଆଗରେ ରହିଛି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଶୁକ୍ରବାର ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ଝାରୁସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଚାଲିଛି ଗଣତି। ଭୋଟ୍ ଗଣତି...

ଜୁନ ୩ରେ ଭୋଟ ଗଣତି: ରାତି ପାହିଲେ ପ୍ରକାଶ ପାଇବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ବାଲାଟ ବକ୍ସରେ ସିଲ ହୋଇଛି ପ୍ରାର୍ଥୀମାନଙ୍କ ଭାଗ୍ୟ। ତେବେ ଏଥର ବ୍ରଜରାଜନଗର ଭୋଟରଙ୍କ ମନ କିଏ ଜିଣିଛନ୍ତି ରାତି ପହିଲେ ସ୍ପଷ୍ଟ ହୋଇଯିବ। ରାତି...

କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ ତିନି ପ୍ରମୁଖ ଦଳ...

କମ୍ପୁଛି ବ୍ରଜରାଜନଗର: ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ନିଜ ଦଳର ହେଭିଓ୍ଵେଟ। ବିଜେପି ପାଇଁ ପ୍ରଚାର କରିବାକୁ ମଙ୍ଗଳବାର...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବଢ଼ିଲା ବୁଥ ସଂଖ୍ୟା, ୩୦ଟି ମଡେଲ ଓ ୫ଟି ପିଙ୍କ ବୁଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର କ୍ୟାମ୍ପେନ ‘ମୁଁ ବି ଭୋଟ ଦେବି’ ଚଳିତ ଥର ହେବ ୩୦ ମଡେଲ ବୁଥ, ୫ଟି ପିଙ୍କ ବୁଥ ଚୂଡ଼ାନ୍ତ ଭୋଟର...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୩୧ ତାରିଖ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ମଙ୍ଗଳବାର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେଡି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ...

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୧୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ...