ଦିଲ୍ଲୀରେ ପୁଣି ତେଜିଲା ‘ସିଏଏ’ ନିଆଁ – ପଥର ମାଡ଼, ଜଳିଲା ଗାଡ଼ି, ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନକୁ ନେଇ ପୁଣି ଅଶାନ୍ତ ଦିଲ୍ଲୀ।
ପୁଣିଥରେ ଦିଲ୍ଲୀରେ ‘ସିଏଏ’ ନିଆଁ ତେଜିଛି। ବିକ୍ଷୋଭକାରୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ପଥର ମାଡ଼ ହେବାରୁ ଜଣେ କନଷ୍ଟେବଲଙ୍କ ସମେତ ୩...
ମଙ୍ଗଳବାର କ’ଣ କରିବେ ଟ୍ରମ୍ପ, କୁଆଡ଼େ ଯିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଅହମ୍ମଦାବାଦ ଏବଂ ଆଗ୍ରା ବୁଲିଥିଲେ। ମଙ୍ଗଳବାର ବି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି।
ମଙ୍ଗଳବାର ସକାଳ ୧୦ଟାରେ...
ନମସ୍ତେ ଟ୍ରମ୍ପ – ଅହମ୍ମଦାବାଦରେ ୨୭ ମିନିଟ୍ ଧରି କ’ଣ କହିଲେ ଆମେରିକା ରାଷ୍ଟ୍ରପତି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମ୍ମଦବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ୱାନ’ରେ ପତ୍ନୀ ଓ ଝିଅଙ୍କ...
ରାଷ୍ଟ୍ରପତି ଭବନରେ ପାନ ଖାଇବେ ଟ୍ରମ୍ପ – ପ୍ରସ୍ତୁତ ହୋଇଛି ମାଧୁରୀ, ମ୍ୟାଙ୍ଗୋ, ଚକଲେଟ ପାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଅତିଥିଙ୍କୁ ଦେବ ଭବଃ ବୋଲି କୁହାଯାଏ। ପରମ୍ପରା ଅନୁସାରେ ଅତିଥି ସତ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୁଏ। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅତିଥି ହୋଇଥିବାରୁ ତାଙ୍କ...
ହେଲୋ ଓଡ଼ିଶା – ଏଥର ଲୋକଙ୍କୁ କ’ଣ କହିବେ ଅମିତ ଶାହ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋଦୀ ସରକାରରେ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଫେବ୍ରୁଆରି ୨୮ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଫେବ୍ରୁଆରି ୨୮ରେ ଭୁବନେଶ୍ୱରରେ କ’ଣ କହିବେ ଅମିତ...
ହୋଟେଲ ମୋର୍ଯ୍ୟରେ ରାତ୍ରୀଯାପନ କରିବେ ଟ୍ରମ୍ପ – ଖାଇବେ ତନ୍ଦୁରୀ ଡିଲାଇଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସପରିବାର ଏବେ ଭାରତ ଗସ୍ତରେ ଅଛନ୍ତି। ଆଜି ରାତି ଟ୍ରମ୍ପ ଓ ତାଙ୍କ ପରିବାର ଦିଲ୍ଲୀସ୍ଥିତ ଚାଣକ୍ୟପୁରୀର ଆଟିସି ମୋର୍ଯ୍ୟ ହୋଟେଲରେ କାଟିବେ।...
ନମସ୍ତେ ଟ୍ରମ୍ପ – ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ୱାଗତ କଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସ୍ୱତନ୍ତ୍ର ବିମାନ 'ଏୟାରଫୋର୍ସ ଓ୍ୱାନ'ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦର ପହଞ୍ଚିଛନ୍ତି। ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ବି...
ନବୀନ ପୁଣି ବିଜେଡି ସଭାପତି ହେବା ନିଶ୍ଚିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୨୭ ତାରିଖରେ ଏହା ଆରମ୍ଭ ହୋଇଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ...
ଭାରତରେ ଟ୍ରମ୍ପ – ଜାଣନ୍ତୁ ତାଙ୍କ ପ୍ରୋଗ୍ରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ସେ ସିଧାସଳଖ ଅହମ୍ମଦାବାଦ ବିମାନ ବନ୍ଦରରେ ସୋମବାର ପୂର୍ବାହ୍ନରେ ପହଞ୍ଚିବେ। ଟ୍ରମ୍ପ ତାଙ୍କ ଭାରତ ଗସ୍ତ...
ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଭରିଲେ ନବୀନ ପଟ୍ଟନାୟକ। ସେ ବିଜେଡି କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାସହ କାର୍ଯ୍ୟକାରିଣୀ ସଭାପତି ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ...




















