ହରିୟାଣାରେ ବିଜେପିକୁ ସାହା ସ୍ୱାଧୀନ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ସରକାର ଗଢ଼ିବାକୁ ବିଜେପି କଷୁଛି ଗଣିତ। ହରିୟାଣାରେ ପୁଣି ବିଜେପି ସରକାର। ମନୋହରଲାଲ୍‌ ଖଟ୍ଟର ହେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ। ସରକାର ଗଠନ...

ମହାରାଷ୍ଟ୍ରରେ ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଗିଲା ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ କିଏ ହେବ ମହାରାଜା? କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଆସନ? ଏବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ଭୋଟଗଣନା ସରିବା ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା...
amit shah

ଡବଲ ରୋଲ ବିଜେପି ପାଇଁ ମହଙ୍ଗା ପଡ଼ିଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ଖରାପ ପ୍ରଦର୍ଶନ ପଛରେ ଅମିତ ଶାହଙ୍କ ଡବଲ ରୋଲ ଦାୟୀ ବୋଲି ଦଳରେ ଆଲୋଚନା ହେଉଛି। ଏପଟେ ଗୃହ ମନ୍ତ୍ରୀ ଓ ସେପଟେ ଦଳର...

ମୁଖ୍ୟମନ୍ତ୍ରୀଙ୍କୁ ବିଜୟର ଶ୍ରେୟ ଦେଲେ ରୀତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ ରୀତା ସାହୁ। ଐତିହାସିକ ବିଜୟ ପରେ ରୀତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ସମସ୍ତ ବିଜେଡି ସଦସ୍ୟଙ୍କୁ...

ହରିୟାଣାରେ ଦୁଷ୍ୟନ୍ତ ସାଜିବେ କିଙ୍ଗମେକର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିଆଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

ବିଜେପୁର ଦେଲା ବଡ଼ ସଙ୍କେତ – ବିରୋଧୀଙ୍କ ପାଇଁ ସତର୍କଘଣ୍ଟି

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କେଉଁଠି ବାଜା ବାଜୁଛି ତ ଆଉ କେଉଁଠି ବାଣ ଫୁଟୁଛି। ଆଉ କେଉଁଠି ନିରାଶାର କଳାବାଦଲ ଦେଖିବାକୁ ମିଳିଛି। ଏଭଳି ଚିତ୍ର ବିଜେପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ଦେଖିବାକୁ...

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଉଦ୍ଧବ କହିଲେ ଏଥର ଫିପ୍ଟି-ଫିପ୍ଟି ଫର୍ମୁଲା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ଦେଇଛନ୍ତି ମହାରାଷ୍ଟ୍ର ଭୋଟର। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୧୩୮ଟି ଆସନ ପାଇଥିବା ବେଳେ ୨୧ ଆସନରେ ଆଗରେ...

ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୧୩ ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୧୯ ଯାଏଁ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ...

ହରିୟାଣାରେ ଝୁଲା ବିଧାନସଭା – ଦୁଷ୍ୟନ୍ତ ସାଜିବେ କିଙ୍ଗମେକର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ହରିୟାଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି।...

ଓଡ଼ିଶାରେ କଂଗ୍ରେସର ଯୁଗ ଶେଷ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ପରେ ନିର୍ବାଚନ ଅସୁଛି ଯାଉଛି। ହେଲେ କଂଗ୍ରେସର ଅବସ୍ଥା ସୁଧୁରୁନି। ଓଡ଼ିଶାରେ ଶେଷ ହୋଇଗଲା କଂଗ୍ରେସର ଯୁଗ। ଏହି ସଙ୍କେତ ଆଜି ମିଳିଛି ବିଜେପୁର ଉପନିର୍ବାଚନ ଫଳାଫଳରୁ। ଗତ ସାଧାରଣ...