ରେକର୍ଡ ଭୋଟ୍‌ରେ ଜିତିଲେ ରୀତା, ନବୀନ କହିଲେ – ‘‘ଧନ୍ୟବାଦ ବିଜେପୁର’’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରତି ବିଜେପୁର ଭୋଟରମାନେ ଆସ୍ଥା ରଖିଥିବାରୁ ଏବଂ ରୀତା ସାହୁଙ୍କୁ ରେକର୍ଡ ଭୋଟ୍‌ରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପୁର ଫଳାଫଳ...

ବିଜେପୁରରେ କାହିଁକି କାମ କଲାନି ବିଜେପି ମ୍ୟାଜିକ୍?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ କାମ ଦେଲାନି ବିଜେପି ଗଣିତ। ପୁଣି ଥରେ ବିଜେପିକୁ ନିରାଶ କରିଛି ବିଜେପୁର। ବିଜେପୁର ଦଖଲ କରିବା ପାଇଁ ବିଜେପି ନେତାମାନେ ଯେଉଁ କସରତ କରିଥିଲେ ତାହା ସଫଳ...

ହରିୟାଣା ରାଜ୍ୟ ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ ବରାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ରାଜ୍ୟ ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ ବରାଳା। ଚଳିତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଆଶାନୁଯାୟୀ ପ୍ରଦର୍ଶନ ନକରିପାରିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ହରିୟାଣାରେ...

ବିଜେପୁରରେ ରୀତାଙ୍କ ବାଜିମାତ – ୯୭ ହଜାର ୯୯୪ ରେକର୍ଡ ବ୍ୟବଧାନରେ ବିଜୟୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ରେକର୍ଡ ବିଜୟ। ସମସ୍ତଙ୍କୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ବ୍ୟବଧାନରେ ରୀତା ବିଜୟ ହାସଲ କରିଛନ୍ତି। ଭୋଟ ଗଣତିର...

ମହାରାଷ୍ଟ୍ରରେ ବିଜେପିକୁ ଝଟକା – ଫଡନାବିସ୍‌ଙ୍କ କ୍ୟାବିନେଟର ୬ ମନ୍ତ୍ରୀ ପଛରେ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭୋଟଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଜେପି ଓ ଶିବସେନା ମେଣ୍ଟ ଆଗରେ ରହିଛନ୍ତି। ତେବେ ଭୋଟ ଗଣତିରେ ବିଜେପିର ୬ ଜଣ ମନ୍ତ୍ରୀ ପଛରେ ପଡ଼ିଛନ୍ତି।...

ରେକର୍ଡ କଲେ ରୀତା ସାହୁ – ୧୮ ରାଉଣ୍ଡ ସୁଦ୍ଧା ୮୭, ୩୭୩ ଭୋଟ୍‌ରେ ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି। ତାଜା ସୂଚନା ଅନୁଯାୟୀ, ୧୮ ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରୀତା ସାହୁ ୮୭, ୩୭୩ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଥିସହିତ...

ହରିୟାଣାରେ କିଏ ଛୁଇଁବ ମ୍ୟାଜିକ୍ ନମ୍ବର? ରେସ୍‌ରେ ବିଜେପି, କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚାଲିଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର...

ସପ୍ତମ ରାଉଣ୍ଡ ସୁଦ୍ଧା ରୀତା ସାହୁ ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଗାଦି ପାଇଁ ଚାଲିଛି ଗଣତି। ବିଜେପୁରରେ କିଏ କରିବେ ବାଜିମାତ୍? ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ। ତେବେ ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପୁରରେ ବିଜେଡି ପ୍ରାର୍ଥୀ...

କେତେ ଜଣ ପୂର୍ବତନ ବିଧାୟକ ଘର ଛାଡ଼ିଲେଣି?

ଓଡ଼ିଶାଲାଇଭ୍ ବ୍ୟୁରୋ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତିନି ଦିନ ତଳେ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ପୂର୍ବ ବିଧାୟକ ଯେଉଁମାନେ ଏବେ ବି ଘର ରଖିଛନ୍ତି ତାହା ଛାଡ଼ିଦେବା ଦରକାର। ଏଥିପାଇଁ ବୁଧବାର...

ବିଜେପୁର ରେଜଲ୍ଟ – ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁରରେ କିଏ କରିବେ ବାଜିମାତ୍? ଆଜି ସନ୍ଧ୍ୟା ସୁଦ୍ଧା ଏହା ସ୍ପଷ୍ଟ ହେବ। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଆଗୁଆ ରହିଛନ୍ତି। ବିଜେଡି  ୧୬, ୪୭୩ ଭୋଟରେ...