ଅସିତ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି। ଆସନ୍ତା ୧୯ରେ...
ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉଦବୋଧନ, ଦେଖନ୍ତୁ ଲାଇଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=O_66zriXkn8
୭୩ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଉଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ମହାପୁରୁଷଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି।
‘‘ସ୍ୱାଧୀନତା ଦିବସ ହେଉଛି ପ୍ରତ୍ୟେକ...
ଇମ୍ରାନ ଖାନ୍ଙ୍କୁ ‘ପିଓକେ’ ଡର – ଭାରତକୁ ଯୁଦ୍ଧ ଧମକ ଦେଲେ ପାକ୍ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଚିନ୍ତା ବଢ଼ାଇଛି ‘ପିଓକେ’।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଏବେ ‘ପିଓକେ’ ଚିନ୍ତା ଘାରିଛି। ପିଓକେକୁ...
ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଏଣିକି ଦିଆଯିବନି ଗାର୍ଡ ଅଫ୍ ଅନର୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ସରକାର ଗାର୍ଡ ଅଫ୍ ଅନର୍/ହାଉସ୍ ଗାର୍ଡ ବ୍ୟବସ୍ଥା ଉଛେଦ କରିଛନ୍ତି। ଏହି ବ୍ୟବସ୍ଥା ଉଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ପଦାଧିକାରୀମାନଙ୍କୁ...
ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ଘୋଷଣା କରିଛନ୍ତି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗିର ଜିଲ୍ଲାରେ ୭ ଦିନ ପାଇଁ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀ...
ସିବିଏସ୍ଇ ଫି’ ବୃଦ୍ଧି ପୁନର୍ବିଚାର : ନବୀନଙ୍କ ସହ ସ୍ୱର ମିଳାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ଫି’ ବୃଦ୍ଧି ଉପରେ ପ୍ରଶ୍ନ ଉଠାଇ ନବୀନ କେନ୍ଦ୍ରକୁ ଲେଖିଲେ ଚିଠି।
ସିବିଏସ୍ଇ ବୃଦ୍ଧି କରିଛି ପରୀକ୍ଷା ଫି’। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ...
‘ରାକ୍ଷୀ’ ବଜାର ଗରମ – ପଶ୍ଚିମବଙ୍ଗରେ ମୋଦି, ମମତା ରାକ୍ଷୀକୁ ନେଇ ରାଜନୀତି ଜୋର୍
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶେଷ ହେଲାଣି ନିର୍ବାଚନ। ଆଉ ରାଲି ନାହିଁ କି ସଭାସମିତି ନାହିଁ। କିନ୍ତୁ ପଶ୍ଚିମବଙ୍ଗର ରାଜନୀତି ମାହୋଲ ପୂରା ଗରମ ରହିଛି। ପଶ୍ଚିମବଙ୍ଗରେ ମମତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...
ପାକିସ୍ତାନକୁ ଭାରତର ଚେତାବନୀ – ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପସ୍ତୁତ ଅଛି ଭାରତୀୟ ସେନା। ପାକସ୍ତାନ ଯଦି ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି ତେବେ ତାହା ପାକିସ୍ତାନର ନିଷ୍ପତ୍ତି। ହେଲେ ଏହାର...
ବଦଳିବ ରାଜ୍ୟ ଯୋଜନା ବୋର୍ଡର ଢାଞ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ଯୋଜନା ବୋର୍ଡର ରୂପରେଖ। ବଦଳିବ ମଧ୍ୟ ଏହାର କାର୍ଯ୍ୟଧାରା। ଖାଲି ସେତିକି ନୁହେଁ, ଏହାର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଯୋଜନା ବୋର୍ଡକୁ ଖୁବଶୀଘ୍ର ବାଟକୁ ଫେରାଇ ଆଣିବାକୁ ସରକାର...
‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ସୋ’ ରେ ମୋଦି – ‘‘ବନ୍ୟଜନ୍ତୁଙ୍କୁ ମାରିବା ଆମ ସଂସ୍କୃତି ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସ୍କୋଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ସୋ’ରେ ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିମ୍ କାର୍ବେଟ ଜାତୀୟ ଉଦ୍ୟାନରେ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା...




















