ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୭ତମ ଲୋକସଭାର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ଓମ୍ ବିର୍ଲା। ତାଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ତେବେ ବିଜେଡି ମଧ୍ୟ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରିଛି। ଏନେଇ ବିଜେଡି...

ଲୋକସଭାରେ ଶପଥ ନେଲେ ସାଂସଦ ଅନୁଭବ ମହାନ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଆଜି ୧୭ତମ ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ବି ଗୃହରେ ସାଂସଦଙ୍କ ଶପଥ ପାଠ ଉତ୍ସବ ଜାରି ରହିଛି। ଆଜି ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଲୋକସଭା...

ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ତାରିଖ, ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ଓଡ଼ିଶାଲାଇଭ ବ୍ୟୁରୋ ଜୁଲାଇ ୫ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ସେଥିଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ୍ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟଣ୍ଣିଂ ଅଫିସର...

ବିଜେପି ସାଂସଦ ଓମ୍ ବିର୍ଲା ଲୋକସଭା ନୂଆ ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା। ରାଜସ୍ଥାନ କୋଟା ଜିଲ୍ଲାରୁ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଆଜି ସେ ଲୋକସଭା ବାଚସ୍ପତି ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ପୂର୍ବରୁ...

କେମିତି ହେବ ବଜେଟ ରୂପରେଖ? ଅର୍ଥ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡ଼ିଲେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୮ ତାରିଖରେ ବିଧାନସଭାରେ ରାଜ୍ୟ ସରକାର ଉପସ୍ଥାପିତ କରିବେ ପୂର୍ଣ୍ଣାଙ୍ଗ ବଜେଟ। ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କ’ଣ ହେବ ସେନେଇ ରାଜ୍ୟ ସରକାର ବିଭିନ୍ନ ମହଲର ପରାମର୍ଶ ଲୋଡ଼ୁଛନ୍ତି। ସାଧାରଣ...

ଆଜିର ମୁଖ୍ୟ ଖବର @10PM (ଜୁନ ୧୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ସାନ୍ତାଳି ଭାଷାରେ ଶପଥ ନେଲେ ଚନ୍ଦ୍ରାଣୀ, ସଂସ୍କୃତରେ ପ୍ରତାପ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଜୁଲାଇ ୨୬ ଯାଏଁ ଚାଲିବାକୁ ଥିବା ଏହି...

ଜେ ପି ନଡ୍ଡା ହେଲେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିର ବରିଷ୍ଠ ନେତା ଜେ ପି ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ମାସ...

ଶ୍ରୀବଳଦେବ ଜୀଉ ମନ୍ଦିର ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଗସ୍ତ କରି ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଳଦେବ ଜୀଉ ମନ୍ଦିରର ଉନ୍ନତୀକରଣ ପାଇଁ ୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଝୁଲଣ...

ସାନ୍ତାଳି ଭାଷାରେ ଶପଥ ନେଲେ ଚନ୍ଦ୍ରାଣୀ, ସଂସ୍କୃତରେ ପ୍ରତାପ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଜୁଲାଇ ୨୬ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଆଜି ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ପାକିସ୍ତାନ ଉପରେ ଆଉ ଏକ ‘ଷ୍ଟ୍ରାଇକ’ କଲା ଭାରତ – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଭାରତ ମ୍ୟାଚ ଜିତିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ‘‘ପାକିସ୍ତାନ ଉପରେ ଭାରତର ଆଉ ଏକ...