ଓଡ଼ିଶା ବାହାରେ ନିଆରା ଢଙ୍ଗରେ ମା’ ଦୁର୍ଗାଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଧରାପୃଷ୍ଠକୁ ଓହ୍ଲାଇ ଆସିଲେଣି ମା’ ଦୁର୍ଗା। କରୋନା ପାଇଁ ଏଥର...

ମା’ ଦୁର୍ଗାଙ୍କ ୯ଟି ଅବତାରରେ ଲାଗେ ଭିନ୍ନ ଭିନ୍ନ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ  କରୋନା କଟକଣା ଭିତରେ ଏଥର ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜା। ଆଡମ୍ବର ସହକାରେ ନହେଲେ ବି ନୀତିକାନ୍ତି ପାଳନ କରି ମା'ଙ୍କୁ ପୂଜା କରାଯାଉଛି। ତେବେ ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ...

ଛୋଟମୂର୍ତ୍ତି ଯୋଗୁଁ ବଦଳିଗଲା ମା’ଙ୍କ ମୁଖମଣ୍ଡଳ, କୁମାରୀ ଭଳି ରୂପ ଦିଶିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚତା ୪ଫୁଟ୍। ଛୋଟିଆ ମୁଖା। ଏଥର ଦଶହରାରେ ଦଶଭୂଜା ମା’ ଦୁର୍ଗାଙ୍କ ରୂପ ଦିଶିବ ବେଶ୍ ଆକର୍ଷଣୀୟ। ସତେ ଯେମିତି କୁମାରୀ ବେଶରେ ସଜେଇ ହେବେ ମା’। ବର୍ଷ ବର୍ଷ...

କଟକ ଦୁର୍ଗାପୂଜା ପାଇଁ ଡିସିପିଙ୍କ ପ୍ରସ୍ତୁତି ବୈଠକ – ସହରକୁ ଜଗିବ ୩୦ ପ୍ଲାଟୁନ୍ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିସନରେଟ ପୋଲିସ। ସୁରକ୍ଷା ପାଇଁ ସହରରେ ଏଥର ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହିତ ୧୦୦ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ଵରେ...

କଟକ: ୯ଟି ପୂଜା କମିଟିର ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି, ବିସର୍ଜନ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସୋମବାର ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସହରରେ ଅଧିକ ଉଚ୍ଚ ମୂର୍ତ୍ତି କରିଥିବା ୯ ପୂଜା କମିଟିକୁ କୋର୍ଟଙ୍କ ପକ୍ଷରୁ ପୂଜା ପାଇଁ...

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ମାମଲା: ହାଇକୋର୍ଟଙ୍କୁ ତଥ୍ୟ ଦେବେ ଆଡଭୋକେଟ ଜେନେରାଲ, ସୋମବାର ହେବ ପରବର୍ତ୍ତୀ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଆଡଭୋକେଟ ଜେନେରାଲଙ୍କୁ ସମସ୍ତ ମୂର୍ତ୍ତିର ତଥ୍ୟ ଦେବାକୁ ଶୁକ୍ରବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ତଥ୍ୟକୁ ଆଧାର କରି ସୋମବାର ଏହି...

ଦଶହରା ମୂର୍ତ୍ତି ନିର୍ମାଣ ମାମଲା – ସରକାରଙ୍କ ସତ୍ୟପାଠ ଦାଖଲ, ୧୩ରେ ପରବର୍ତ୍ତୀ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦଶହରା ମୂର୍ତ୍ତି ନିର୍ମାଣ ମାମଲାରେ ଶୁକ୍ରବାର ରାଜ୍ୟ ସରକାର ଏବଂ ପୋଲିସ କମିସନର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠରେ ରାଜ୍ୟ ସରକାର ଏବଂ ପୋଲିସ କମିସନର ଦଶହରାରେ...

କଟକର ପୂଜା ମଣ୍ଡପରେ ଏଥର ଓରିଏଣ୍ଟାଲ୍ ଶୈଳୀର ମୂର୍ତ୍ତି, ଲାଗିପାରିବନି ଅଳଙ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ପୂଜା ମଣ୍ଡପରେ ଏଥର ଓରିଏଣ୍ଟାଲ୍ ଶୈଳୀର ମୂର୍ତ୍ତି ମା’ଙ୍କଠି ଲାଗିପାରିବନି ଚାନ୍ଦି ଅଳଙ୍କାର ମାଟିରେ ତିଆତି ହେବ ସଂପୂର୍ଣ୍ଣ ପ୍ରତିମା କରୋନା କଟକଣାକୁ ନେଇ ଏଥର କଟକ ଦୁର୍ଗାପୂଜାରେ ୪ଫୁଟ୍‌ର...

କଟକ ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ପୁଣି ହାଇକୋର୍ଟରେ ୫ ମାମଲା, ପୋଲିସ କମିସନରଙ୍କ ନାଁରେ ଅଦାଲତ ଅବମାନନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶହରା ପାଖେଇ ଆସୁଥିବା ବେଳେ କଟକରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ସେ ଲେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ। ହାଇକୋର୍ଟଙ୍କ ରାୟ ଓ ପୋଲିସ କମିସନରେଟଙ୍କ ନିର୍ଦ୍ଦେଶ...

କଟକ ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ – ବୁଧବାର ହାଇକୋର୍ଟ କରିବେ ଚୂଡ଼ାନ୍ତ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦଶହରାରେ ଦେବୀ ମୂର୍ତ୍ତିର ଉଚ୍ଚତା କେତେ ହେବ ତାକୁ ନେଇ ବିବାଦ ଲାଗି ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ କରିବାକୁ କୁହାଯାଇଥିବା ବେଳେ, ଏହାକୁ...