ଫଟୋରେ ଫଟୋରେ ମା’ଙ୍କୁ ବିଦାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...

ମେଲାଣି ନେଉଛନ୍ତି ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତମାନେ। ଆନନ୍ଦ ଉଲ୍ଲାସରେ ମା’ଙ୍କୁ ବିଦାୟ ଦିଆଯାଉଛି। ଗତ ପାଞ୍ଚ...

ମେଲାଣି ନେବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ବିଦାୟ ନେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।  ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ କଟକର ଦେବୀଗଡା ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା...

ମେଲାଣି ନେବେ ମା’, ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’। ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ପ୍ରସ୍ତୁତି...

ବିଜୟା ଦଶମୀ : କଟକ-ଭୁବନେଶ୍ୱରରେ ଖଚାଖଚ୍ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟରେ ଆଜି ବିଜୟା ଦଶମୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ବିଶେଷକରି ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ ବିଜୟଦଶମୀ ଉପଲକ୍ଷେ ଖଚାଖଚ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଜୟାଦଶମୀ...

ରାବଣ ପୋଡ଼ି ଉତ୍ସବରେ ମୋଦୀ – ‘‘ଉତ୍ସବ ହେଉଛି ସାମାଜିକ ଜୀବନର ପ୍ରାଣତତ୍ତ୍ୱ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। ଏହି ଅବସରରେ ସବୁଠି ଚାଲିଛି ରାବଣ ପୋଡ଼ି। ଦ୍ୱାରକା ସେକ୍ଟର ୧୦ସ୍ଥିତ ଦଶହରା ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ...

ଭସାଣ ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିସନରେଟ ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଦଶହରା ଶେଷ ହେବା ସହ ବର୍ତ୍ତମାନ ଭସାଣ ଉତ୍ସବର ପ୍ରସ୍ତୁତି କରିଛି କମିସନରେଟ ପୋଲିସ। ବିସର୍ଜନ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ଆଖି...

ବିଜୟା ଦଶମୀରେ ଜମିଲା ସିନ୍ଦୂର ଖେଳ, ଦହିପଖାଳ ଭୋଗ ପାଇଁ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ଜୟ ମହାନ୍ତି): ଆଜି ବିଜୟାଦଶମୀ। ଆସନ୍ତାକାଲି ମା’ ବିଦାୟ ନେବେ। କଟକି ଦଶହରାରେ ବେଶ ଗୁରୁତ୍ୱ ବହନ କରେ ଏହି ବିଦାୟ ବେଳର ଦୃଶ୍ୟ। ଦହି ପଖାଳ ବାସ୍ନାରେ ମହକେ...

ରାଜଧାନୀରେ ରାବଣ ପୋଡ଼ି ଲାଗି ବଦଳିଲା ରୁଟ୍‌: ଜାଣନ୍ତୁ କେଉଁ ବାଟରେ ଯିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ରାବଣ ପୋଡ଼ି ବେଳେ କେଉଁ ପଟେ ଯାତାୟାତ କରିବେ। ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ ବିଭିନ୍ନ ରାସ୍ତାର ଗତିପଥକୁ ବଦଳାଇଛି କମିସନରେଟ୍ ପୋଲିସ୍। ମଙ୍ଗଳବାର ଭସାଣ ଦିନ ଅପରାହଣ୍ ୪ଟାରୁ ରାତି...

ବିଜୟାଦଶମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରି ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘‘ପବିତ୍ର ବିଜୟା ଦଶମୀରେ ସମସ୍ତଙ୍କୁ ହାର୍ଦ୍ଦିକ...