ବାଲେଶ୍ଵର ନୂଆ ବଜାରରେ ଜମିବ ଦଶହରା: ଚାନ୍ଦିର ତାରକସି ମୁକୁଟ ପିନ୍ଧିବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରର ଦ୍ଵିତୀୟ ପୁରାତନ ଦୁର୍ଗୋତ୍ସବ ପୂଜାରେ ବାଜିବ ଲୁପ୍ତ ପ୍ରାୟ ପାରମ୍ପରିକ ତାସା ଓ ଭାଙ୍ଗଡା ବାଦ୍ୟ ଚାନ୍ଦିର ତାରକସି ମୁକୁଟ ପିନ୍ଧିବେ ଦେବୀ ମୀନାବଜାର ହେବ ମୁଖ୍ୟ ଆକର୍ଷଣ ...

ନୟାପଲ୍ଲୀରେ ଏଥର ପଦ୍ମାବତୀ ପ୍ୟାଲେସରେ ପୂଜା ପାଇବେ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଆସିବେ ଜଗତଜନନୀ ମା’ ଦୁର୍ଗା। ମା’ ଙ୍କୁ ଧରାପୃଷ୍ଠରେ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହେଲେଣି ରାଜଧାନୀର ଅନେକ ପୂଜା ମଣ୍ଡପ। ପ୍ରତିବର୍ଷ ପରି ଏଥର ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

କୋଣାର୍କ ମନ୍ଦିର ଭଳି ଝଟକିବ ଭିଏସ୍ଏସ୍ ନଗର ଦୁର୍ଗାପୂଜା ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଭିଏସ୍ଏସ୍ ନଗରରେ କୃତ୍ରିମ ସୂର୍ଯ୍ୟମନ୍ଦିର ମୁଖଶାଳା ଭଳି ନିର୍ମାଣ ହେବ ଦୁର୍ଗାପୂଜା ତୋରଣ। ବୀର ସୁରେନ୍ଦ୍ର ସାଏ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଦ୍ୱାରା ଦୁର୍ଗାପୂଜା ପାଇଁ କୋଣାର୍କ ମନ୍ଦିରର...

ପୁରୁଣା ଭୁବନେଶ୍ୱରରେ କଟକ ତାରକସିର ଝଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଭୁବନେଶ୍ୱରରେ ଦେଖିବାକୁ ମିଳିବ କଟକ ଭଳି ଚାନ୍ଦିମେଢ଼। ଦୁର୍ଗତୀନାଶିନୀଙ୍କ ଆଗମନରେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି। ସେଥିପାଇଁ ସାଜସଜାରେ ମାତିଛନ୍ତି ସବୁ ପୂଜା କମିଟି। ବିଶାଳକାୟକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ପୂଜା...

ଏଥର ପୋତାପୋଖରୀ ଦୁର୍ଗା ପୀଠରେ ମା’ଙ୍କର ହେବ ଷୋଡ଼ଶ ବେଶ

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଗା ପୂଜା ଯେତେ ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି କଟକ ସହର। ଚଳିତ ବର୍ଷ ଦୁର୍ଗା ପୂଜାରେ କଟକ ପୋତାପୋଖରୀରେ ଦୁର୍ଗା ପୀଠରେ ପ୍ରଥମ ଥର ପାଇଁ ମା’ଙ୍କ...

ଜମିବ କଟକ ଦଶହରା – ସୁନା, ଚାନ୍ଦି ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାନନଗରରେ ରଙ୍ଗନାଥ ଟେମ୍ପୁଲ୍ ତୋରଣ ବାଦାମବାଡିରେ ରାଜସ୍ଥାନ ରାଣୀମହଲ ମାଲଗୋଦାମରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ କଟକ ଦୁର୍ଗାପୂଜାରେ ଆକର୍ଷଣ ସାଜିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ...

ଏଥର ଖାନନଗରରେ ‘ରଙ୍ଗନାଥ ମନ୍ଦିର’ ଆକୃତିର ତୋରଣ

ଓଡ଼ିଶାଲାଇଭ ବ୍ୟୁରୋ ଦଶହରା ପାଇଁ ଏଥର କଟକ ଖାନନଗର ପୂଜା ମଣ୍ଡପରେ ଶୋଭା ପାଇବ ‘ରଙ୍ଗନାଥ ମନ୍ଦିର’ ଆକୃତିର ତୋରଣ।   ପାଖେଇ ଆସୁଛି କଟକ ଦଶହରା। ଏନେଇ ସଜବାଜ ହେଉଛି କଟକ। ଦଶହରାରେ ସୁଉଚ୍ଚ...

ସହିଦନଗରରେ ଲକ୍ଷ୍ନୌ ନବାବଙ୍କର ରାଜପ୍ରାସାଦରେ ବିରାଜିବେ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସିଲାଣି ଧରାପୃଷ୍ଠରେ ମା'ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ...

କମିସନରେଟ୍ ପୋଲିସର କଟକ ଦଶହରା ପ୍ରସ୍ତୁତି – ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ୧୨ରେ ସରିବ ମେଲୋଡି ପୂଜା କମିଟି ଭଲ୍ୟୁଣ୍ଟର ନେବେ ତାଲିମ ସାଉଣ୍ଡ ଉପରେ କଟକଣା ସବୁ ପୂଜା ମଣ୍ଡପରେ ସିସିଟିଭି ସୁନା, ଚାନ୍ଦି ମେଢ଼ ଜଗିବେ ବନ୍ଧୁକଧାରୀ ପୋଲିସ କଟକ...

କଟକର ସବୁ ପୂଜା ମଣ୍ଡପରେ ଲାଗିବ ସିସିଟିଭି – ପୋଲିସ କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଚଳିତ ବର୍ଷ କଟକର ସମସ୍ତ ଦୁର୍ଗାପୂଜା ମଣ୍ଡପରେ ସିସିଟିଭି ଲାଗିବ" ପୋଲିସ କମିସନରେ ସୁଧାଂଶୁ ଷଡ଼ଙ୍ଗୀ। ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ସଂସ୍କୃତିକ...