ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...

ପୁରୁଷ ହକି ବିଶ୍ଵକପ୍ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ଖେଳିବାପାଇଁ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳର ଓଡ଼ିଶାରେ ଆଗମନ ହୋଇଛି। ଶୁକ୍ରବାର ଅପରାହ୍ଣରେ ଏହି ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦୁଇ ଦଳର ଖେଳାଳିମାନଙ୍କୁ ହକି...

ହକି ବିଶ୍ଵକପ୍ ଖେଳିବାକୁ ଭୁବନେଶ୍ୱର ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ଵକପର ୧୫ତମ ସଂସ୍କରଣ। ହକି ବିଶ୍ଵକପରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଦିନ ୧୨ଟା ୩୦ ବେଳେ...

୨୦୨୩ ପୁରୁଷ ହକି ବିଶ୍ଵକପ୍ ପାଇଁ ପହଞ୍ଚିଲା ମାଲେସିଆ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବା ପାଇଁ ମାଲେସିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଦଳର ଖେଳାଳିଙ୍କୁ ସ୍ଵାଗତ କରାଯାଇଛି। ବିଶ୍ଵକପ୍ ଖେଳିବା ପାଇଁ ତୃତୀୟ ବିଦେଶୀ ଦଳ...

ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ୨୦୨୩କୁ ରହିଲା ଆଉ ମାତ୍ର ୭ ଦିନ। ଜାନୁଆରି୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକିର ଏହି ମେଗା ଟୁର୍ଣ୍ଣାମେଣ୍ଟ। ବିଶ୍ଵକପ୍ ପାଇଁ ଶୁକ୍ରବାର...

ଓଡ଼ିଶାରେ ହକିର ଗୌରବ ଗାଥା

କପିଳାସ ଭୂୟାଁ ଆଜି ହକି କଥା ଉଠିଲେ ବିଶ୍ଵସ୍ତରରେ ପ୍ରଥମେ ଆସେ ଓଡ଼ିଶାର ନାଁ। ଏହା ଆମ ରାଜ୍ୟ ଓ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର କଥା। ଏହାର ସର୍ବପ୍ରଥମ କାରଣ ହେଉଛି ୨୦୧୮ରେ...

ରାଉରକେଲାରେ ଗଡ଼ିଲା ‘ମୋ ବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହା ପୂର୍ବରୁ ଗୁରୁବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି ‘ମୋ...

ଉଦ୍‌ଘାଟିତ ହେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ପାଇଁ ନବ ନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରି ଏହି ଷ୍ଟାଡିୟମର ଲୋକାର୍ପଣ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭାରତ ହକି ବିଶ୍ଵକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହାରି ମଧ୍ୟରେ ଗୁରୁବାର ଦିନ ଭାରତୀୟ ହକି ଖେଳାଳିଙ୍କ ପାଇଁ...

ରାଉରକେଲାରେ ବିଶ୍ଵକପ ଭିଲେଜ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରୁଥିବା ଖେଳାଳି ଓ ମ୍ୟାଚ୍ ଅଫିସିଆଲମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ବିଶ୍ଵକପ ଭିଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ବିର୍ସା ମୁଣ୍ଡା...