ଦିଲ୍ଲୀରେ ଲିଭୁନି ସିଏଏ ନିଆଁ – ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ହିଂସାକାଣ୍ଡରେ ଧୀରେ ଧୀରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବତ୍ତର୍ମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ପ୍ରାୟ ଦେଢ଼ ଶହରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଏବେ ମେଡିକାଲରେ...

ରାଜସ୍ଥାନରେ ନଈକୁ ଖସିଲା ବସ୍‌, ୨୪ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାଘର ଭୋଜିକୁ ଯାଉଥିବା ବେଳେ ଅଘଟଣ। ବ୍ରିଜ ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ଏଥିରେ ଥିବା ୨୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର...

ମାର୍ଚ୍ଚ ୨୩କୁ ଘୁଞ୍ଚିଲା ସାହିନବାଗ୍‌ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦୀର୍ଘ ୨ମାସରୁ ଅଧିକ ଦିନ ଧରି ଦିଲ୍ଲୀ ସାହିନବାଗ୍‌ରେ ଚାଲିଥିବା ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଘୁଞ୍ଚିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ...

ବିଧାନସଭାରେ ଉଠିଲା ରାସନ କାର୍ଡ ଝଡ଼ – ବିରୋଧୀଙ୍କ ପ୍ରଶ୍ନରେ ଘାଇଲା ହେଲେ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ସୁଦ୍ଧା କାହିଁକି ରାଜ୍ୟର ଅନେକ ଗରିବ ଲୋକ ଚାଉଳ ପାଇପାରୁନାହାନ୍ତି? ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ରାସନ କାର୍ଡ ମିଳିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ...

ଦିଲ୍ଲୀ ହିଂସାକାଣ୍ଡ ସୁଚିନ୍ତିତ ଷଡ଼ଯନ୍ତ୍ର କହିଲେ ସୋନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ହିଂସାକୁ ନେଇ ସିଧାସଲଖ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦିଲ୍ଲୀରେ ହିଂସା ପାଇଁ ବିଜେପି ପ୍ରସ୍ତୁତି କରିଥିଲା ବୋଲି କଂଗ୍ରେସ ସଭାପତି ସୋନୀଆ ଗାନ୍ଧୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରି...

ଜିଲ୍ଲା ପରିଷଦ ଉପନିର୍ବାଚନରେ ଘୋଡ଼ାବେପାର ଅଭିଯୋଗ, ରାୟଗଡ଼ା ଥାନାରେ ଅଭିଯୋଗ କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି କଂଗ୍ରେସ ସଭ୍ୟଙ୍କୁ ଧମକ ଚମକ ଓ ନିର୍ବାଚନରେ ଘୋଡ଼ାବେପାର କରିଥିବା ଅଭିଯୋଗ ହୋଇଛି। ଏପରି ସଂଘାତିକ ଅଭିଯୋଗ ଆଣିଛି...

ଟେଲିକମ୍ୟୁନିକେସନ୍ ବିଭାଗରେ ସବ୍‌ଡିଭିଜନାଲ ଇଞ୍ଜିନିୟର୍ ଓ ଜୁନିୟର ଟେଲିକମ୍‌ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗରେ ସବ୍ ଡିଭିଜନାଲ୍ ଇଞ୍ଜିନିୟର୍ ଓ ଜୁନିଅର୍ ଟେଲିକମ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୧୦୧ଟି ପଦବୀରେ ଏହି ନିଯୁକ୍ତି ଦିଆଯିବ।...

ଦିଲ୍ଲୀରେ ସିଏଏ ନିଆଁ – ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଟୁଇଟ୍ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଶାନ୍ତି ଓ ସଦଭାବ ଆମ ଲୋକନୀତିର ପ୍ରମୁଖ ଅଂଶ। ଦିଲ୍ଲୀର ଭାଇ ଭଉଣୀମାନଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ମୁଁ ଅପିଲ କରୁଛି। ଖୁବଶୀଘ୍ର ଏହି ପରିସ୍ଥିତି ଶାନ୍ତ ହେବ”,...
Samir Dash

ରାଜ୍ୟରେ ନାହିଁ ନାହିଁରେ ଚାଲିଛି ସ୍କୁଲ – ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି। ୫୩, ୭୬୦ଟି ସ୍କୁଲରେ ବିଦ୍ୟୁତ ନାହିଁ,  ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ,  ୩୪, ୩୯୪ଟି ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ସହିତ ଶୌଚାଳୟ...

ଏସ୍‌ସିବିରେ ନୂଆ ବ୍ୟବସ୍ଥା: ଗୋଟିଏ ଟିକେଟ୍‌ କାଟି ସବୁ ବିଭାଗରେ କରିପାରିବେ ଚିକିତ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସ୍‌ସିବିରେ ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକେଟ୍‌ କାଟିବାକୁ ପଡ଼ିବ ନାହିଁ। ସବୁ ବିଭାଗ ପାଇଁ ଗୋଟିଏ ଟିକେଟ୍‌ କାଟିବେ ଲୋକେ। ଓପିଡି ପାଇଁ ଗୋଟିଏ ଟିକେଟ୍‌ କାଟିଲେ ରୋଗୀ...