ମୃତ ଶିଶୁକୁ ଝୁଣି ଖାଇଲେ କୁକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ଏକ ନବଜାତ ମୃତ ଶିଶୁର ଶବକୁ ଘୋସାରି ଖାଇଲା କୁକୁର। ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏକ ଅବିଶ୍ୱସନୀୟ ଓ ସମ୍ବେଦନଶୀଳ ଘଟଣା। ବିଚ୍‌ ବଜାରରେ ଏକ ନବଜାତ ମୃତ ଶିଶୁର...

ହକି ବିଶ୍ୱକପ୍‌ – ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ବେଲଜିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇ ବେଲଜିୟମ୍‌ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ହକି ବିଶ୍ୱକପ୍‌ ସ୍ୱପ୍ନ ତୁଟିଛି। ଶନିବାର ସନ୍ଧ୍ୟାରେ ସେମି ଫାଇନାଲ ଖେଳରେ ବେଲଜିୟମଠାରୁ...

ହକି ବିଶ୍ୱକପ୍‌ର ଉଦଯାପନୀ ଉତ୍ସବ – ଯୋଗଦେବେ ସଚିନ ତେନ୍ଦୁଲକର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ୱକପ୍‌ର ଉଦଯାପନୀ ଉତ୍ସବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯୋଗଦେବେ। ଶେଷ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୧୮। ଡିସେମ୍ବର ୧୬ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ଉଦଯାପନୀ...

ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ ୨୦୧୮- ଫାଇନାଲରେ ସିନ୍ଧୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ ୨୦୧୮ରେ ଫାଇନାଲରେ ପହଞ୍ଚିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ। ଅଲମ୍ପିକ ରୌପ୍ୟ ପଦକ ବିଜେତା ତଥା ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଆଉ ଏକ...

ଢେଙ୍କାନାଳ ସେଲଟର ହୋମ୍ ମାମଲାର ତଦନ୍ତ କରିବ ଇଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ବେଲଟିକିରିସ୍ଥିତ ସେଲଟର ହୋମ୍‌ ଛାତ୍ରୀଙ୍କୁ ଯୌନ ନିର୍ଯାତନାକୁ ନେଇ ବିବାଦ ଥମୁନି। ସେଲଟର ହୋମର ଅର୍ଥନୀତିକ ଦିଗ ସମ୍ପର୍କରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସେଲଟର ହୋମ୍‌ର...

ଏନସିପିର ସମର୍ଥନ ଲୋଡ଼ିଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡିର ଦାବି ଜୋର ହୋଇଛି। ଶନିବାର ଏ ବାବଦରେ ବିଜେଡିର ଏକ ପ୍ରତିନିଧି ଦଳ ମୁମ୍ବାଇରେ ଏନସିପି ମୁଖ୍ୟ...

ପ୍ରସାଦ ଖାଇ ୧୦ରୁ ଅଧିକ ମୃତ, ୯୦ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକରେ ମନ୍ଦିରର ପ୍ରସାଦ ଖାଇ ୧୩ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୯୦ଜଣ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ଅନ୍ତର୍ଗତ ସୁଲିବାଦି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।...

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଦାବିଦାର, ଖୁବଶୀଘ୍ର ହେବ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଫୋକସ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହାସନ, ଶନିବାର ସନ୍ଧ୍ୟାରେ ହେବ ଘୋଷଣା। ତିନି ରାଜ୍ୟ ମଧ୍ୟପ୍ରଦେଶ, ଛିତଶଗଡ଼, ରାଜସ୍ଥାନର ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ...

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ ତିତ୍‌ଲି ସହାୟତା: ରାଜନାଥ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିତ୍‌ଲି କ୍ଷୟକ୍ଷତିର ସହାୟତା ନେଇ ରାଜନାଥଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାକୁ ଖୁବ୍ ଶ୍ରୀଘ୍ର ତିତ୍‌ଲି...

ଛାତ୍ର ଜୀବନରୁ କଂଗ୍ରେସରେ ଅଛି, ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି: ନବ ଦାସ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବଦାସ। ଶନିବାର ନବଦାସ ଏକ ପ୍ରେସ ରିଲିଜ...