ମୟୂରଭଞ୍ଜରେ ଛାତ୍ରୀକୁ ଅସଦାଚରଣ: ବିଦ୍ୟାଳୟ ପରିସରରେ ଉତ୍ତେଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଅଧିନସ୍ତ ପଞ୍ଚୁପାଲି ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ପାଇଁ ବିଦ୍ୟାଳୟ ପରିସରରେ ଉତ୍ତେଜନା। ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ...

ସ୍କୁଲରେ ପାଉଁଜିକୁ ନା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍କୁଲ ଛାତ୍ରୀଙ୍କ ପାଉଁଜି ପିନ୍ଧିବାରେ ରୋକ ଲଗାଇଲେ ତାମିଲନାଡୁ ଗଣଶିକ୍ଷା ବିଭାଗ। ଅଧିକାଂଶ ଝିଅ ପାଉଁଜି ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି। ପାଉଁଜି ପାଦର ସୌନ୍ଦର୍ଯ୍ୟ ବଢ଼ାଇଥାଏ ବୋଲି ଅନେକ କହିଥାନ୍ତି। ହେଲେ...

ସେଲଟର ହୋମ୍‌ ନିର୍ଯାତନା – ରିମାଣ୍ଡରେ ଗଲେ ଫୟାଜ୍‌ ରେହମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିମାଣ୍ଡରେ ଗଲେ ଫୟାଜ ରେହମାନ। ଢ଼େଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍‌ରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ମଙ୍ଗଳବାର ଦୁଇଦିନିଆ ରିମାଣ୍ଡରେ ଗଲେ ଫୟାଜ। ସ୍ୱତନ୍ତ୍ର ପୋକ୍ସ କୋର୍ଟ ଢ଼େଙ୍କାନାଳ ପୋଲିସକୁ ଏହୀ ଅନୁମତି ଦେଇଛନ୍ତି।...

ବିଜୟଙ୍କ ଘର ବାହୁଡ଼ା ଏତେ ସହଜ ନୁହେଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ର ଜଣେ ଅପରାଜୟ ସୈନ୍ୟ ଯାହାଙ୍କୁ ଭାଗ୍ୟ କେବେ ସାଥି ହୋଇନି। ଗୋଟିଏ ସମୟରେ ବିଜୁ ପଟ୍ଟନାୟକଙ୍କ ପରେ ସେ ଥିଲେ ଓଡ଼ିଶାର ସବୁଠୁ କ୍ଷମତାଶାଳୀ...

ଜିଲ୍ଲା ପରିଷଦ ଉପନିର୍ବାଚନ: ରାଇରଙ୍ଗପୁରରେ ଜମୁଛି ପ୍ରଚାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ୩୨ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ହେବାକୁ ଥିବା ଉପନିର୍ବାଚନ ମାହୋଲ ଏବେ ଚଳଚଞ୍ଚଳ ହୋଇପଡ଼ିଲାଣି। ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ସେମାନଙ୍କ ପ୍ରାର୍ଥୀମାନଙ୍କୁ...

ହକି ବିଶ୍ୱକପ୍‌: ଆଜି ଆୟର୍ଲାଣ୍ଡ-ଚୀନ୍‌ ମୁକାବିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ୱକପ୍‌ରେ ମଙ୍ଗଳବାର ପୁଲ-ବିରେ ଦୁଇଟି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମୁକାବିଲାରେ ଆୟର୍ଲାଣ୍ଡ ଓ ଚୀନ ମଧ୍ୟରେ ଖେଳାଯିବ। ସଂଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ପ୍ରଥମ...

କଳିଙ୍ଗରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଟକ୍କର: କ୍ୱାର୍ଟର ଫାଇନାଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ମହାକୁମ୍ଭର ସପ୍ତମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ପୁଲ 'ବି'ର ପ୍ରଥମ ମ୍ୟାଚ୍ ଅପରାହ୍ନ ୫ଟାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପୁଲ 'ବି'ରେ...

ବିବାହ ପୂର୍ବରୁ ଚେକ୍ କରନ୍ତୁ ପାର୍ଟନରଙ୍କ କ୍ରେଡିଟ୍ ସ୍କୋର, ନହେଲେ ପସ୍ତେଇବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେତେବେଳେ ଆପଣ ବିବାହ କରିବା ପାଇଁ ଭାବୁଛନ୍ତି ସେତେବେଳେ ଆପଣଙ୍କ ମନରେ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଥିବ। ପ୍ରଥମତଃ ପାର୍ଟନର ପରଫେକ୍ଟ ହୋଇଥିବା ଆବଶ୍ୟକ। ପାର୍ଟନରଙ୍କ ଭଲ ମନ୍ଦ ଜାଣିବା ପାଇଁ...

ଜାଣନ୍ତୁ କେଉଁ କଳାକାର ଯଲିଉଡରୁ ଓଲିଉଡକୁ କରିଥିଲେ ଏଣ୍ଟ୍ରି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଯଲିଉଡର କେତେ ଜଣ ଏମିତି ଚର୍ଚ୍ଚିତ ନାଟ୍ୟକାର, ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ଆସନ୍ତୁ ଜାଣିବା ସେହି ଯଲିଉଡର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ...

ହକି ବିଶ୍ଵକପ୍ : ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇଲା ଆର୍ଜେଣ୍ଟିନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାଜିତ କରିଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଲଗାତର ଦୁଇଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ନିଜ ସ୍ଥିତି ସୁରକ୍ଷିତ...