ସଂସଦୀୟ କମିଟି ଆଗରେ ତୃତୀୟ ଥର ପାଇଁ ହାଜର ହେଲେ ଉର୍ଜିତ ପଟେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ତୃତୀୟ ଥର ପାଇଁ ମଙ୍ଗଳବାର ଦିନ ସଂସଦୀୟ କମିଟି ଆଗରେ ଉପସ୍ଥିତ ହେବାକୁ ପଡ଼ିଥିଲା। ଆରବିଆଇ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟିଛି।...

କଳିଙ୍ଗରେ ହକି ମହାକୁମ୍ଭ – ଶାହରୁଖଙ୍କ ଡାଇଲଗ୍, ମାଧୁରୀଙ୍କ ଜଲୱାରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=_slqeTUzqdk] 'ଚକ୍ ଦେ ଇଣ୍ଡିଆ' - ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବରେ ଏହି ଡାଇଲଗ୍ କହି ହକି ପ୍ରେମୀ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍। ମନର କଥା...

ହକି ବିଶ୍ଵକପ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ – ‘ଜୟ ହିନ୍ଦ ଜୟ ଇଣ୍ଡିଆ’ ଧ୍ୱନିରେ କମ୍ପୁଛି କଳିଙ୍ଗ ଷ୍ଟାଡିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହକି ତାରକା ଏବଂ ଦେଶ ବିଦେଶରୁ ଆସିଥିବା...

ଆରପାରିରେ ମହମ୍ମଦ ଅଜିଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କର ମଙ୍ଗଳବାର ଦିନ ଦୃଦ୍‌ଘାତରେ ବିୟୋଗ ହୋଇଛି। ୮୦ ଏବଂ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇଥିବା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କର ପରଲୋକ ଘଟିଛି।...

ମଙ୍ଗଳରେ ପହଞ୍ଚିଲା ମହାକାଶଯାନ ଇନସାଇଟ୍ ପ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳ ଗ୍ରହରେ ସଫଳ ଭାବେ ଅବତରଣ କରିଛି ମହାକାଶଯାନ ଇନସାଇଟ୍ ପ୍ରୋ। ଆମେରିକା ଗବେଷଣା ସଂସ୍ଥା ନାସା ଦ୍ଵାରା ପଠାଯାଇଥିବା ମହାକାଶଯାନ ‘ଇନସାଇଟ୍ ପ୍ରୋ’ ସଫଳ ଭାବରେ ମଙ୍ଗଳ ଗ୍ରହରେ ଅବତରଣ କରିଛି।...

ଭୁବନେଶ୍ୱରରେ ପହଞ୍ଚିଲେ କିଙ୍ଗ୍‌ ଖାନ୍‌ ଶାହରୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_slqeTUzqdk ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡର ସୁପରଷ୍ଟାର୍‌ ଶାହରୁଖ ଖାନ୍‌। ଭୁବନେଶ୍ୱର ବିମାନବନ୍ଦରରୁ ଭ୍ୟାନିଟି ଭ୍ୟାନ୍‌ ଯୋଗେ ସିଧା କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯିବେ କିଙ୍ଗ୍‌ ଖାନ୍‌। ଏହାପରେ ସେ ହକି ବିଶ୍ୱକପର ଉଦ୍‌ଘାଟନୀ...

ଧର୍ମେନ୍ଦ୍ର ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପରାଜିତା ଷଡ଼ଙ୍ଗୀ ପଦ୍ମ ଧରିବା ପରେ ଓଡ଼ିଶା ବିଜେପିରେ ବଢ଼ିଲା ନେତୃତ୍ୱ କନ୍ଦଳ। ଓଡ଼ିଶାରେ ଯଦି ବିଜେପି ୨୦୧୯ରେ ସରକାର ଗଢ଼େ ତାହାଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏହି ପ୍ରଶ୍ନ ଗତ...

ବାରବାଟୀରେ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ସମାରୋହ – କଟକକୁ ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_slqeTUzqdk କଟକରେ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୁଧବାର ସିଲଭର ସିଟି କଟକରେ ବି ଆୟୋଜିତ ହେଉଛି ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ସମାରୋହ। ଏହି କାର୍ଯ୍ୟକ୍ରମ କଟକର...

କଳିଙ୍ଗରେ ଭଲ ପ୍ରଦର୍ଶନ କରିବ ଭାରତୀୟ ହକି ଟିମ୍ – ହରେନ୍ଦ୍ର ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଭାରତୀୟ ହକି ଟିମ୍‌ରେ ଦକ୍ଷ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବିଶ୍ଵକପ୍ ପାଇଁ ଭାରତୀୟ ଟିମ୍ ଭଲଭାବେ ପ୍ରସ୍ତୁତି କରିଛି। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ। ଦର୍ଶକମାନଙ୍କ...

ଖାରବେଳଙ୍କୁ ଆକ୍ରମଣ ଘଟଣା – ତଦନ୍ତ ପାଇଁ କାଶୀପୁରରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ 

ଓଡ଼ିଶାଲାଇଭ୍ ବ୍ୟୁରୋ କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କିଛି ଦିନ ତଳେ ରାୟଗଡ଼ା କାଶୀପୁରରେ ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଏବେ...