କେନ୍ଦ୍ରାପଡ଼ାରେ ମାଟି ତଳୁ ତେଲ ବାହାରିବା ଘଟଣା – ନମୁନା ସଂଗ୍ରହ କଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଘାଗରା ଗାଁ ନିକଟ ପଟ୍ଟାମୁଣ୍ଡାଇ କେନାଲର କଲଭର୍ଟ କଡ଼ରୁ ତେଲ ବାହାରିବା ଘଟଣାର ଅନୁଧ୍ୟନ କରିଛନ୍ତି ତହସିଲଦାର ହେମଲତା ବାହାଲିଆ। ସେ ଘଟଣାସ୍ଥଳକୁ ଯାଇକେନାଲ ପାଣିରେ ଭାସୁଥିବା ତେଲକୁ ଏକ...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଭୁବନେଶ୍ୱର ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାରଠୁ ଆରମ୍ଭ ହେବ ମେକ୍‌ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ - ୨୦୧୮। ପାଞ୍ଚ ଦିନ ଧରି ଚାଲିବ ଶିଳ୍ପ ମହାକୁମ୍ଭ। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ - ୨୦୧୮ ପାଇଁ ସମସ୍ତ...

ରବିବାରଠୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ – ବିରୋଧୀ କହିଲେ ଧୂଆଁବାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭକୁ ନେଇ ରାଜନୀତି ରୁଟି ସେକିଲେଣି ବିରୋଧୀ। ବିଜେଡି ଦେଲା ଜବାବ। ରବିବାରଠୁ ଓଡ଼ିଶାରେ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ - ୨୦୧୮। ୨୦୧୯ ନିର୍ବାଚନ...

ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ରୋଗୀର ଜୀବନ ଚାଲିଯାଇଛି। ମୃତଦେହ ରଖି ଲୋକେ କଲେ ରାସ୍ତାରୋକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଠିକ୍‌ ସମୟରେ ୧୦୮...

ଦାମ ଗଢ଼ିବେ ବିଜୁ ସମତା କ୍ରାନ୍ତି ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ଦଳ ସମ୍ପର୍କରେ ସୂଚନା ଦେଲେ ଡାକ୍ତର ଦାମୋଦର ରାଉତ। କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କ ନୂଆ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ...

ହକି ବିଶ୍ୱକପ୍‌କୁ ୧୭ ଦିନ – ହୋମ୍‌ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ ପାଇଁ ଦୁଇ ଓଡ଼ିଆ ଖେଳାଳି ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=N9YOnj9ya5o] ହକି ବିଶ୍ୱକପ୍‌ରେ ଚମକିବେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ଦାସରୋହି। ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପୁରୁଷ ବିଶ୍ୱକପ୍। ଡିସେମ୍ବର ୧୬ ଯାଏଁ ଚାଲିବାକୁ ଥିବା...

ଯୁବକଙ୍କ ଉପରେ ଏସିଡ୍ ମାଡ଼ କଲେ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ପ୍ରେମୀ ଉପରେ ଏସିଡ୍ ଫିଙ୍ଗିଲେ ପ୍ରେମିକା। ଉତ୍ତର ପ୍ରଦେଶର ସୁଲତାନା ପୁରରେ ଜଣେ ଯୁବତୀ ତାଙ୍କ ପ୍ରେମୀଙ୍କ ଉପରକୁ ଏସିଡ ଫିଙ୍ଗିଛନ୍ତି। ଏହିଳି ଘଟଣା ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି...

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ – ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ ବ୍ୟୁରୋ ମଧ୍ୟ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣିଥରେ ଲଘୁଚାପ ସୃଷ୍ଟି ହୋଇଛି। ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଘୂର୍ଣ୍ଣିବଳୟର ରୂପ ନେବ। ଏଥିସହ ଆସନ୍ତା ୨୪...

କେନ୍ଦ୍ରାପଡ଼ାରେ ମାଟିତଳୁ ବାହାରୁଛି ତେଲ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେନ୍ଦ୍ରାପଡ଼ା ଘାଗରା ଗାଁ ନିକଟରେ ପଟ୍ଟାମୁଣ୍ଡାଇ କେନାଲରେ ଥିବା ଏକ କଲଭର୍ଟର ପକ୍କା କାନ୍ଥ କଡ଼ରୁ ତେଲ ବାହାରୁଥିବା ଦେଖିବାକୁ ମିଳିଛି। କେନାଲ ପାଣିରେ...

ଚାଷୀଙ୍କ ମୁଣ୍ଡରେ ଚଡ଼କ, ଚକଡ଼ା ପରେ ମାଟିଆଗୁଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ କ୍ରମାଗତ ବର୍ଷା ଲାଗି ରହିଥିବାରୁ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ମାଟିଆଗୁଣ୍ଡି ପୋକ ଦେଖିବାକୁ ମିଳୁଛି...