ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ବିଭିନ୍ନ ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ
ଓଡ଼ିଶାଲାଇଭ ବ୍ୟୁରୋ
ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିତଲି ପ୍ରଭାବ ପରେ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପକୁ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଶନିବାର ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ...
ନଭେମ୍ବର ୧୬ରେ ଖୋଲିବ ସାବରିମାଲା ମନ୍ଦିର – ଦର୍ଶନ ପାଇଁ ଆବେଦନ କଲେ ୫୦୦ରୁ ଅଧିକ ମହିଳା
ଓଡ଼ିଶାଲାଇଭ ବ୍ୟୁରୋ
କେରଳ ସାବରିମାଲା ବାର୍ଷିକ ଉତ୍ସବ ପାଇଁ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ଆରମ୍ଭ ହୋଇଯାଇଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ଦର୍ଶନ...
ପୁଣି ବଢ଼ିଲା ଏଲ୍ପିଜି ଦର – ସାଧାରଣ ଲୋକଙ୍କୁ ଲାଗିଲା ଝଟକା
ଓଡ଼ିଶାଲାଇଭ ବ୍ୟୁରୋ
ଚଳିତ ମାସରେ ଦ୍ୱିତୀୟଥର ପାଇଁ ପୁଣିଥରେ ବଢ଼ିଲା ଏଲ୍ପିଜି ଦର।
ଚଳିତ ମାସରେ କେନ୍ଦ୍ର ସରକାର ଦ୍ୱିତୀୟଥର ପାଇଁ ପୁଣିଥରେ ଏଲ୍ପିଜି ଦର ବଢ଼ାଇଛନ୍ତି। ଏଲ୍ପିଜି ବିତରଣକାରୀ କମ୍ପାନୀଗୁଡ଼ିକ ଶୁକ୍ରବାର ଏଲ୍ପିଜି ଦର...
ଭୁବନେଶ୍ୱର ବାପୁଜୀ ନଗର ଏସବିଆଇ ଶାଖାରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଶନିବାର ଭୋରରୁ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାଙ୍କର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା।
ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି...
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ
ଓଡ଼ିଶାଲାଇଭ ବ୍ୟୁରୋ
ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।
ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି...
ଜାଣନ୍ତୁ ଡ୍ରାମା କୁଇନ୍ ରାକ୍ଷୀ କେତେ ଟଙ୍କାର ମାଲିକାଣୀ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ନିଜର ବିବାଦୀୟ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ହେଁ ତାଙ୍କର ଆୟ କିଛି କମ୍ ନୁହେଁ। ଆସନ୍ତୁ ଜାଣିବା ଡ୍ରାମା କୁଇନ୍ ରାକ୍ଷୀ...
ତେଜପ୍ରତାପଙ୍କୁ ନେଇ ଟେନସନରେ ଲାଲୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଲୁଙ୍କୁ ରାତିରେ ହଉନି ନିଦ, କିଡ୍ନୀ ଉପରେ ପଡ଼ୁଛି ପ୍ରଭାବ
ବଡ଼ପୁଅକୁ ନେଇ ଟେନସନରେ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ। ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଲାଲୁ ଏବେ ରାଞ୍ଚି ରିମ୍ସ ମେଡିକାଲରେ...
କାମ ନସାରିଲେ ଏମିତି ଦଣ୍ଡ – କର୍ମଚାରୀଙ୍କୁ ପରିସ୍ରା ପିଆଇଲେ ମ୍ୟାନେଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ଲୋକଙ୍କ ସହ ଅମାନବୀୟ ଅତ୍ୟାଚାର ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଠିକ ସମୟରେ କାମ ନସରିବାରୁ ଚୀନର ଏକ କମ୍ପାନି ତାହାର କର୍ମଚାରୀଙ୍କୁ ପରିସ୍ରା ପିଆଇବା ସହ ଅସରପା ଖୁଆଇଛି।
ଚୀନର...
୧୬ ବର୍ଷ ପରେ ଜେଲରୁ ମୁକୁଳିଲେ ପାକିସ୍ତାନୀ କଏଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୬ ବର୍ଷ ସଜା କାଟିବା ପରେ ବାରଣାସୀ ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଛନ୍ତି ପାକିସ୍ତାନୀ ନାଗରିକ ଜଲାଉଦ୍ଦିନ। ଯିବାବେଳେ ସାଙ୍ଗରେ ଭଗବତ ଗୀତାକୁ ସାଙ୍ଗରେ ନେଇ ଯାଇଛନ୍ତି। ଜଲାଉଦ୍ଦିନଙ୍କୁ ୨୦୦୧ରେ ବାରାଣାସୀର...
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲେଖାଶ୍ରୀ – କେତେ ଚାଷଜମି ଶିଳ୍ପ ସଂସ୍ଥାକୁ ଦିଆଯାଇଛି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର କେତେ ଜମି ଚାଷୀଙ୍କଠରୁ ଛଡ଼ାଇ ଆଣି ଶିଳ୍ପସଂସ୍ଥା ହାତକୁ ଟେକି ଦେଇଛନ୍ତି? କେତେ ଜମି ବ୍ୟବହାର ହୋଇ ନପାରି ଶିଳ୍ପ ସଂସ୍ଥାମାନଙ୍କ ପାଖରେ ପଡ଼ି ରହିଛି? ଅବ୍ୟବହୃତ ଜମିକୁ...





















