ବସନ୍ତ ନାୟକ ହତ୍ୟାକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡିହି ଗାଁର ବସନ୍ତ ନାୟକ ହତ୍ୟାକାଣ୍ଡ ମାମଲା ଭିନ୍ନମୋଡ଼ ନେଇଛି। ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଗ୍ରାମବାସୀ ଶୁକ୍ରବାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ...

ଭୁବନେଶ୍ୱରରେ ‘ମାନ୍ନା ଦେ’ ନାଇଟ୍, ସୁମଧୁର ସଙ୍ଗୀତରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ‘ମାନ୍ନା ଦେ’ ଏବଂ 'ୟେସୁ ଦାସ'ଙ୍କୁ ସଙ୍ଗୀତ ମାଧ୍ୟମରେ ମନେପକାଇଛନ୍ତି କଳାକାର। ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ସୁଷମା ସଙ୍ଗୀତ ସଦନ ପକ୍ଷରୁ ଆୟୋଜିତ 'ତୁ ପ୍ୟାର କା ସାଗର...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ଓଡ଼ିଶାର ଶିଳ୍ପ ନକ୍ସା ବଦଳିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେକ ଇନ ଓଡ଼ିଶା କନକ୍ଲେଭ ପରେ ଓଡ଼ିଶାରେ ଶିଳ୍ପାୟନ ନକ୍ସା ବଦଳିବା ଆଶା କରାଯାଉଛି। ରବିବାରଠାରୁ ଭୁବନେଶ୍ୱରରେ  ଆରମ୍ଭ ହେଉଛି ପାଞ୍ଚ ଦିନିଆ ମେକ ଇନ ଓଡ଼ିଶା କନକ୍ଲେଭ। ଏହି ସମ୍ମିଳନୀ ପରେ...

ଜୟଦେବ ଭବନରେ ‘ହେ ଚକାନୟନ’ – ଓଡ଼ିଶାଲାଇଭ୍‌ରେ ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଲିଥିବା 'ହେ ଚକାନୟନ' କାର୍ଯ୍ୟକ୍ରମର ସିଧାପ୍ରସାରଣ ଓଡ଼ିଶାଲାଇଭରେ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଲିଛି ମନୋଜ୍ଞ...

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଭବାନୀପାଟଣାରେ ନିର୍ମାଣ ହେବ ନୂଆ ମେଡିକାଲ କଲେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭବାନୀପାଟଣାରେ ନିର୍ମାଣ ହେବ ନୂଆ ମେଡିକାଲ କଲେଜ। ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୨୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭବାନୀପାଟଣାରେ ମେଡିକାଲ କଲେଜ ନିର୍ମାଣ...

ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୧୧୦ କିମି 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ଟ୍ରେନ ବିନା ଡ୍ରାଇଭରରେ ୧୧୦ କିମି ପର୍ଯ୍ୟନ୍ତ ଆପେ ଆପେ ଗଡ଼ିବା ଘଟଣା ସମସ୍ତଙ୍କ ଚକିତ କରିଛି।  ଟ୍ରେନରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ...

ରବିବାର ହେବ ତୃତୀୟ ଟି-୨୦, ବୁମରାହ, ଉମେଶ ଓ କୁଲଦୀପଙ୍କୁ ବିଶ୍ରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୧୧ରେ ଚେନ୍ନାଇରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ ପାଇଁ ଶୁକ୍ରବାର ୧୪ ଜଣିଆ ଦଳ ଘୋଷଣା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୨-୦ ରେ ସିରିଜ ଆଗୁଆ ଥିବାରୁ...

ଘରେ ବନାନ୍ତୁ ଗରମାଗରମ ମସ୍‌ରୁମ୍‌ ପଲାଉ

ଓଡ଼ିଶାଲାଇଭ ବ୍ୟୁରୋ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତି କରିବା ମସ୍‌ରୁମ୍‌ ପଲାଉ? ଆବଶ୍ୟକୀୟ ସାମଗ୍ରୀ - ୨୫୦ଗ୍ରାମ୍‌ ଛତୁ, ୨କପ୍‌ ବାସୁମତି ଚାଉଳ (ଭଲଭାବେ ଧୋଇ ଅଧଘଣ୍ଟା ପାଣିରେ ବତୁରା ଯାଇଥିବା), ଏକକପ୍‌ ପାଣି,...

ହାଇକୋର୍ଟରେ ଓକିଲ-ପୋଲିସ ବିବାଦ: ସୋମବାରକୁ ଘୁଞ୍ଚିଲା ଶୁଣାଣି, ଆନ୍ଦୋଳନରୁ ହଟିଲେନି ଓକିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଦୋଳନରୁ ହଟିଲେନି ଓକିଲ। ସୋମବାର ଯାଏଁ ଚାଲୁ ରହିବ ଆନ୍ଦୋଳନ। ଗତ ଦୁଇ ମାସ ହେଲା ଓକିଲ-ପୋଲିସ ମଧ୍ୟରେ ଚାଲିଥିବା ବିବାଦ ମାମଲାର ଶୁଣାଣି ସୋମବାରକୁ ଘୁଞ୍ଚିଛି। ତଦନ୍ତକାରୀ ଅଫିସର ଚାର୍ଜସିଟ୍ ଦାଖଲ...

ସାପ କାମୁଡ଼ିଥିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଷାକ୍ତ ସାପ କାମୁଡ଼ିଥିଲେ, କେତୋଟି ଘରୋଇ ଉପାୟକୁ ଅବଲମ୍ବନ କରିପାରିବେ। ଆସନ୍ତୁ ଜାଣିବା ସେହି ବିଷୟରେ। ସାପ କାମୁଡ଼ିବାର ସଙ୍ଗେ ସଙ୍ଗେ ଡାକ୍ତରକୁ ନେଇ ଦେଖାନ୍ତୁ ଏବଂ ୪ ଘଣ୍ଟା ଭିତରେ ହିଁ...