ଏବେ ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା, ସାମିଲ ହେଲା ଦୁଇଟି ତୋପ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବାକୁ ବର୍ତ୍ତମାନ ଦୁଇଟି ତୋପ ସାମିଲ କରାଗଲା। ମହାରାଷ୍ଟ୍ରରେ ଶୁକ୍ରବାର କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ କେ-୯ ବଜ୍ର ଓ ଏମ-୭୭୭ ହୋଇଟଜର ତୋପ...

ପଞ୍ଚାୟତ ଅଫିସ ଓ ଥାନା ଘେରିବେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଜୋରଦାର ହେବ ଚାଷୀ ଆନ୍ଦୋଳନ। ସରକାର ଚାଷୀଙ୍କୁ ରାଜଧାନୀ ମନା କରିବା ପରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ଘୋଷଣା କରିଛି। ନଭେମ୍ବର...

ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’। ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ ଗୁରୁବାର ରିଲିଜ୍ ହୋଇଛି। ଏହି ଫିଲ୍ମରେ ବଲିଉଡର ଦଙ୍ଗଲ ଅମିର...

ନାଲକୋ ଗ୍ରୀନ୍ ଆୱାର୍ଡ – ୨୦୧୮ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ନାଲକୋ ପକ୍ଷରୁ ରାଜ୍ୟସ୍ତରୀୟ 'ଗ୍ରୀନ୍ ଆୱାର୍ଡ' ର ଘୋଷଣା ଶୁକ୍ରବାର କରାଯାଇଛି। 'ନାଲକୋ ଗ୍ରୀନ୍ ଆୱାର୍ଡ ଫର ଇଞ୍ଜିନିୟରିଂ ଏକ୍ସିଲେନ୍ସ' ପୁରସ୍କାରଟି ଇଞ୍ଜିନିୟରିଂ ଦିବସ ଉପଲକ୍ଷେ ପ୍ରଦାନ କରାଯିବ। ଓଡ଼ିଶାର ପ୍ରଗତି ପାଇଁ...

ନକ୍ସଲଗଡ଼ ବସ୍ତରରେ ମୋଦି – କହିଲେ, “ଛତିଶଗଡ଼ବାସୀଙ୍କ ସବୁ ସ୍ୱପ୍ନ ପୂରଣ ହେବ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ନକ୍ସଲଗଡ଼ ବସ୍ତରରେ ନିର୍ବାଚନୀ ସଭା କରି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋଦି। "ଛତିଶଗଡ଼କୁ ପୂରିଲାଣି ୧୮ ବର୍ଷ। ୧୮ ବର୍ଷର ଯୁବକ ପାଇଁ ଯାହା ଦରକାର ତାହା ଏବେ ଛତିଶଗଡ଼ ପାଇଁ...

କେନ୍ଦ୍ରାପଡ଼ାରେ ମଦ୍ୟପଙ୍କ ତାଣ୍ଡବ – ଯୁବକଙ୍କୁ ଲୁହାବଳାରେ ଛେଚି କଲେ ଲହୁଲୁହାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ ପାଇଁ ଏବେ ସମାଜ ଛାର୍‌ଖାର୍‌ ହେବାକୁ ବସିଲାଣି। ମଦ୍ୟପାନ କରିବାକୁ ବିରୋଧ କରିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଚାଞ୍ଚୋଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଜଣ...

ଏଣିକି ସ୍ମାର୍ଟ ସିଟିରେ ଭଡ଼ାରେ ମିଳିବ ସାଇକେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଗଡ଼ିବ ଅତ୍ୟାଧୁନିକ ୨୦୦୦ଟି ବାଇସାଇକେଲ। କମ୍ ଖର୍ଚ୍ଚରେ ସାଇକେଲ ଚଳାଇବାର ସୁଯୋଗ ପାଇପାରିବେ ରାଜଧାନୀବାସୀ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍) ପକ୍ଷରୁ ରାଜଧାନୀରେ ପବ୍ଲିକ୍ ସାଇକେଲ ସେୟାରିଂ ବ୍ୟବସ୍ଥା ଆରମ୍ଭ...

ବାର୍‌ହା ଜାଲରେ ଫସିଲା ଭାଲୁ – ଜାରି ରହିଛି ବନବିଭାଗର ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନୀଳଗିରିସ୍ଥିତ କାଠଗୋଛି ନିକଟରେ ବାର୍‌ହାକୁ ଧରିବା ଲାଗି ବସା ଯାଇଥିବା ଫାଶରେ ଫସିଲା ଭାଲୁ। ନୀଳଗିରି ରେଞ୍ଜ୍‌ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲର କାଠଗୋଛି ନିକଟରେ ବାର୍‌ହାକୁ ଧରିବା ଲାଗି ବସା ଯାଇଥିଲା...

ନୋଟବନ୍ଦୀ ପୂର୍ବରୁ ଛୋଟ ବ୍ୟବସାୟ ଯାହା ଥିଲା ଆଉ ସେୟା ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ବିମୁଦ୍ରାକରଣ ବା ନୋଟବନ୍ଦୀକୁ ଦୁଇ ବର୍ଷ ପୂରିଲା। ଏହି ଅବସରରେ କେନ୍ଦ୍ର ସରକାର ଓ ବିଶେଷ କରି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ। ସେ...

ଚିଲିକାରେ ବିସ୍ଫୋରଣ – ୪ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ବିସ୍ଫୋରଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିଲିକା କୂଳରେ ବିସ୍ଫୋରଣ ଘଟି ୪ଜଣ ମାଛ ଧରାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପୁରୀ ବଡ଼ ଡାକ୍ତରଖାନାରେ...