ବ୍ୟବସାୟୀଙ୍କ ଅପହରଣ, ପରିବାରବର୍ଗ ଆଣିଲେ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟାରେ କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ହୋଇଥିବା ବ୍ୟବସାୟୀଙ୍କ ନାଁ ସୁନୀଲ ସାହୁ।
ଏହି ସମ୍ପର୍କରେ ସୁନିଲଙ୍କ ବଡଭାଇ...
ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ – ୧ ମୃତ, ୬ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲା କରଞ୍ଜିଆ ରାସ୍ତାର ଜାମୁନଣ୍ଡାରେ ଛକ ନିକଟରେ ଏକ ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ...
ହକିପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ରିଲିଜ୍ ହେଲା ସଙ୍ଗୀତ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକିପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ରିଲିଜ୍ ହେଲା ''ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ” ସଙ୍ଗୀତ ଭିଡିଓ।
ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ କେଇଟା ଦିନ ପରେ ଭୁବନେଶ୍ୱର...
ଓଲିଉଡର ଦୁଇ ନାୟକ ଶୁଭମଙ୍କ ବିଷୟରେ କିଛି ରୋଚକ କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏବେ ଓଲିଉଡରେ ଡେବ୍ୟୁ କରୁଛନ୍ତି ଆଉ ଜଣେ ନବାଗତ ନାୟକ। ଯାହାଙ୍କ ନାମ ଶୁଭମ୍। ପୂର୍ବରୁ ମଧ୍ୟ ସେହି ନାଁରେ ଆଉ ଜଣେ ଓଲିଉଡ ନାୟକ ଅଛନ୍ତି। ଆସନ୍ତୁ ଓଲିଉଡର...
କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର କାର୍ଡ? ଚୁଟକିରେ ଲଗାନ୍ତୁ ପତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର କାର୍ଡ କେତେ ସୁରକ୍ଷିତ ତାହା ଅତି ସହଜରେ ଜାଣିପାରିବେ ଲୋକେ।
ଆପଣଙ୍କ ଆଧାର କାର୍ଡ କେବେ, କେଉଁଠି ଓ କେତେବେଳେ ବ୍ୟବହାର ହୋଇଛି ତାହାକୁ ସହଜରେ ଜାଣିପାରିବେ। ୟୁଆଇଡିଏଆଇ ୱେବସାଇଟକୁ ଯାଇ...
ଆରବିଆଇ ଦେଲା ଡେଡଲାଇନ – ଡିସେମ୍ବର ୩୧ ସୁଦ୍ଧା ବଦଳାଇ ଦିଅନ୍ତୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣଙ୍କ ପାଖକୁ ବ୍ୟାଙ୍କ ମେସେଜ ଆସୁଥିଲେ ମଧ୍ୟ ତାହାକୁ ଆପଣ ବିଶେଷ ଧ୍ୟାନ ଦେଉନଥିବେ। କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ପୁରୁଣା ଡେବିଟ ଓ କ୍ରେଡିଟ କାର୍ଡ ଡିସେମ୍ବର ୩୧ ପର୍ଯ୍ୟନ୍ତ କାମ...
ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ – ସୋସିଆଲ ମିଡିଆରେ ଘୂରି ବୁଲୁଛି ଭିତର ବେଢ଼ାର ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଫଟୋ। ସୁରତର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର...
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ – ଚାକିରିରୁ ନିଲମ୍ବିତ ହେଲେ ଖେଳ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଳ ଶିକ୍ଷକଙ୍କ ଖେଳ ଖତମ। ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚାକିରିରୁ ନିଳମ୍ବିତ ହେଲେ ମହାକାଳପଡ଼ା ଅଞ୍ଚଳର ଖେଳ ଶିକ୍ଷକ।
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ମହାକାଳପଡ଼ା ବ୍ଲକ ଅଞ୍ଚଳର ଖେଳ...
ବାଘୁଣୀ ଖୋଜିବାକୁ ଆସିଥିଲା ଯଶୋଦା, ଜଣକୁ ଶୁଣ୍ଢରେ କଚାଡ଼ି ଦେଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲା ପ୍ରଶାସନ।
ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଗୁରୁବାର ଅଭାବୀନୟ ଘଟଣା ଘଟିଛି। ଚନ୍ଦକା ଅଭୟାରଣ୍ୟରୁ ବାଘୁଣୀ ଧରିବାକୁ ସାତକୋଶିଆ...
ବିମୁଦ୍ରାକରଣକୁ ପୂରିଲା ଦୁଇ ବର୍ଷ: ଜେଟଲୀ-ମନମୋହନ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରିଛି। ବିଜେପି ଏହାକୁ ନେଇ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ସାରା ଦେଶରେ କଳାଦିବସ ପାଳନ କରିଛି। ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ଭିତରେ...





















