ଜିଓର ନୂଆ ଧମାକା, ଖୋଲିପାରିବେ ବ୍ୟାଙ୍କ ଅକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ ସେକ୍ଟରରେ ଧୁମ୍ ମଚାଇବା ପରେ ଏବେ ଆଉ ଏକ ପାଦ ଆଗେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ। ଜିଓ ବ୍ରଡବ୍ରାଣ୍ଡ ସହିତ ବ୍ୟାଙ୍କିଂ ସେକ୍ଟରରେ ପାଦ ଥାପିବାକୁ ଯାଉଛି ରିଲାଏନ୍ସ।
ରିଲାଏନ୍ସ ଜିଓ ସହିତ...
ଦୀପାବଳିରେ ଗରିବଙ୍କ ମୁହଁରେ ହସ ଫୁଟାଇଲା ସାଥି ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଥି ଫାଉଣ୍ଡେସନର କିଛି ଯୁବ କର୍ମକର୍ତ୍ତାମାନେ ଭିନ୍ନ ଢଙ୍ଗରେ ପାଳିଛନ୍ତି ଦୀପାବଳି। ଆଲୋକର ପର୍ବ ଦୀପାବଳିରେ କଟକରେ ସାଥି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଷ୍ଟେସନ ନିକଟରେ ଗରିବ ଲୋକଙ୍କ ସହ ମିଶି ଦୀପାବଳି...
ପ୍ରେମ ପାଇଁ ଚର୍ଚ୍ଚାରେ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଏବେ ପ୍ରେମରେ ପଡ଼ିଛନ୍ତି। ତାଙ୍କର ଏହି ପ୍ରେମ ପାଇଁ ସେ ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି।...
ବଦଳିବ ଅହମଦାବାଦର ନାମ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶର ଦୁଇଟି ବଡ଼ ସହର ନାମ ବଦଳିବା ପରେ ଏବେ ଅହମଦାବାଦର ପାଳି। ଗୁଜୁରାଟର ଅହମଦାବାଦ ନାମ ବଦଳାଯାଇ ହେବ କର୍ଣ୍ଣାବତୀ।
ଗୁଜରାଟର ଉପମୁଖମନ୍ତ୍ରୀ ନିତିନଭାଇ ପଟେଲ ଗଣମାଧ୍ୟମକୁ କହିଛନ୍ତି, "ତାଙ୍କ ସରକାର...
ନନ୍ଦନକାନନରେ ରହିବନି ସୁନ୍ଦରୀ, ପିସିସିଏଫଙ୍କୁ ଚିଠି ଲେଖିଲେ ସେଣ୍ଟ୍ରାଲ ଜୁ ଅଥରିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରୀ ରହିବ କେଉଁଠି? ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ।
ନନ୍ଦନକାନନରେ ରହି ପାରିବନି ବାଘୁଣୀ ସୁନ୍ଦରୀ। ଏନେଇ ପିସିସିଏଫ୍, ଓଡ଼ିଶାଙ୍କୁ ଚିଠି ଲେଖିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି। ସୁନ୍ଦରୀ ବଣୁଆ ଜନ୍ତୁ...
ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା – ୨ ଓଡ଼ିଆ ଖେଳାଳି ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋମଗ୍ରାଉଣ୍ଡରେ ଚମକିବେ ଓଡ଼ିଆ ପୁଅ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ।
ପୁରୁଷ ହକି ବିଶ୍ୱକପ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ...
ମୋଦିଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ରେ ଫୁଟିଲା ଲ୍ୟାଣ୍ଡମାଇନ – ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ରକ୍ତମୁଖା ହୋଇଛନ୍ତି ନକ୍ସଲ। ଗୁରୁବାର ଦାନ୍ତେୱାଡ଼ା ଜିଲ୍ଲାର ବାଚେଲି ଥାନା ଅନ୍ତର୍ଗତ ଆକାଶ ନଗର ଅଞ୍ଚଳରେ ନକ୍ସଲମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି।...
ନଭେମ୍ବର ୧୧ରୁ ମେକ୍ ଇନ ଓଡ଼ିଶା କନକ୍ଲେଭ, ଭୁବନେଶ୍ୱରରେ ୫ ଦିନ ଧରି ଚାଲିବ ଶିଳ୍ପ ମହାକୁମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଖିବାକୁ ମିଳିବ ଓଡ଼ିଶା କଳା, ସଂସ୍କୃତିର ଝଲକ
୧୫ ତାରିଖ ଯାଏଁ ଚାଲିବ କନକ୍ଲେଭ
୧୨ରେ ଆସିବେ ମୁକେଶ ଅମ୍ବାନି
ସଫଳ ଉଦ୍ୟୋଗୀଙ୍କୁ 'ଓଡ଼ିଶା ଗୌରବ' ସମ୍ମାନ
୩ଟି ଶ୍ରେଷ୍ଠ...
ଖେଳ ଶିକ୍ଷକଙ୍କ ଖେଳ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇ କଲେ ଦୁଷ୍କର୍ମ ଉଦ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଶିକ୍ଷକଙ୍କ ଦୁଷ୍କର୍ମ ଘଟଣାକୁ ନେଇ ସ୍କୁଲ ଘେରିଲେ ଗ୍ରାମବାସୀ।
ପୁଣି ଗୁରୁଙ୍କ ବିରୋଧରେ ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି, ଯାହା ଗୁରୁ ଶିଷ୍ୟ ସମ୍ପର୍କରେ...
ସରିଲା କର୍ଣ୍ଣାଟକ ଉପ-ନିର୍ବାଚନ – ଏଣିକି ଜୋର ଧରିବ ‘ମହାମେଣ୍ଟ’?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକରେ ତିନିଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ବିପୁଳ ବିଜୟ ମିଳିବା ପରେ ଦେଶରେ ବିରୋଧୀ ରାଜନୀତି ଏବେ ଜୋର ଧରିଛି। ଏହା ପରେ...





















