ଜଗନ୍ନାଥମୟ ହେବ ପରିବେଶ – ଜୟଦେବ ଭବନରେ ଅନୁଷ୍ଠିତ ହେବ ‘ହେ ଚକାନୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଚାରି ଦଶକରୁ ଅଧିକ ସମୟ ଧରି ନିଜର ସୁଲଳିତ କଣ୍ଠର ଯାଦୁରେ ଶ୍ରୋତାମାନଙ୍କୁ ବାନ୍ଧି ରଖି ପାରିଥିବା ସୁଗାୟିକା ହେଲେ ଶାନ୍ତିଲତା ବାରିକ ଛୋଟରାୟ। କେବଳ ଓଡ଼ିଶାରେ ନୁହେଁ, ବରଂ...
ବାଣ ଫୁଟାଇଲେ, ଦଣ୍ଡ ଭୋଗିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରିଥିଲେ ସୁପ୍ରିମକୋର୍ଟ। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କମିଶନରେଟ...
ଶୁଣ୍ଢରେ କଚାଡ଼ି ମାରିଦେଲା ଯଶୋଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଗୁରୁବାର ଅଭାବୀନୟ ଘଟଣା ଘଟିଛି। ଚନ୍ଦକା ଅଭୟାରଣ୍ୟରୁ ବାଘୁଣୀ ଧରିବାକୁ ସାତକୋଶିଆ ଆସିଥିବା କୁମ୍କୀ ହାତୀ ଯଶୋଦା ଜଣଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି।
ମୃତ ବ୍ୟକ୍ତି...
ନୋଟବନ୍ଦୀକୁ ଦୁଇ ବର୍ଷ: ମୋଦିଙ୍କ ସପକ୍ଷରେ ମତ ରଖିଲେ ଜେଟଲୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମୁଦ୍ରାକରଣକୁ ପୂରିଲା ଦୁଇ ବର୍ଷ। ମୋଦିଙ୍କ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
ନୋଟବନ୍ଦୀକୁ ଦୁଇ ବର୍ଷ ପୂରିଲା। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି।...
ପରକୀୟା ପ୍ରୀତିର କୁପରିଣତି – ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲାରେ ପରକୀୟା ପ୍ରୀତିର କୁପରିଣତି ଦେଖିବାକୁ ମିଳିଛି। ସେଠାରେ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା।
କେନ୍ଦୁଝର ଜିଲ୍ଲାରେ ପରକୀୟା ପ୍ରୀତିର କୁ- ପରିଣତି ଦେଖିବାକୁ ମିଳିଛି। ସେଠାରେ ଏକ...
ପାଣିରେ ବୁଡ଼ି ପ୍ରାଣ ହରାଇଲେ ଭାଇ ଭଉଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲା ମୋହନାରେ ଗାଧୋଉ ଥିବାବେଳେ ପ୍ରାଣ ହରାଇଛନ୍ତି ଦୁଇ ଭାଇ ଭଉଣୀ ।
ଗଜପତି ଜିଲ୍ଲା ମୋହନାରେ ଗୁରୁବାର ସକାଳେ ଘଟିଛି ଏକ ଦୁଃଖଦ ଘଟଣା। ମା'ଙ୍କ ସହ ଗାଧୋଉ ଥିବାବେଳେ...
ଅଣଷଠି ମିନିଟରେ କୋଟିଏ ଟଙ୍କା ଋଣ କେମିତି ପାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସ୍କିମ୍ ବିଷୟରେ ଜାଣନ୍ତୁ….
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉପହାର ଆକାରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ନିକଟରେ ଏକ ବଡ଼ ଘୋଷଣା...
ଦୀପାବଳି ପରେ ଦିଲ୍ଲୀ ପାଲଟିଛି ଧୂଆଁର ଚାଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଧୂଆଁର ଚାଦରରେ ଘୋଡ଼ି ହୋଇ ରହିଛି ଦିଲ୍ଲୀ।
ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଦୂଷଣର କୁହୁଡ଼ି ଏବଂ ଧୂଆଁ ଘେରରେ ଦିଲ୍ଲୀ ବାସିନ୍ଦା। ଦୀପାବଳି ପରେ ଏହି...
ଢେଙ୍କାନାଳରେ ସର୍ଟ ସର୍କିଟ – ଜଳିଗଲା ୧୦ ବଖରା ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ ସର୍ଟ ସର୍କିଟ ହୋଇ ଜଳିଯାଇଛି ପ୍ରାୟ ୧୦ଟି ବଖରା ଘର।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ...
ଦାମ ବାବୁ ଗଢିବେ ନୂଆ ଦଳ, ଏଥର ନିଶ୍ଚିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ମନ୍ତ୍ରୀ, ପାରାଦୀପ ବିଧାୟକ ଓ ବିଜେଡିରୁ ବହିଷ୍କୃତ ହୋଇଥିବା ଡାକ୍ତର ଦାମୋଦର ରାଉତ ଦୀପାବଳି ପାଳନ ଅବସରରେ ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ନିଜର ଦଳ...





















