ସିବିଆଇ ଅଫିସ ଘେରିଲା କଂଗ୍ରେସ – ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ରାଜନୀତିରେ ଝଡ଼। ସିବିଆଇ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ କଂଗ୍ରେସ...

‘ଓଡ଼ିଶା ଭର୍ଚୁଆଲ ଏକାଡେମୀ’ର ନୂଆ ୱେବ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା ଭର୍ଚୁଆଲ ଏକାଡେମୀ’ର ନୂଆ ୱେବ ପୋର୍ଟାଲର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ଭର୍ଚୁଆଲ ଏକାଡେମୀ’କୁ ସମ୍ପୂର୍ଣ୍ଣ...

ଦୀପାବଳିରେ ମାତ୍ର ଦୁଇ ଘଣ୍ଟା ଫୁଟିବ ବାଣ, ଓଡ଼ିଶା ପୋଲିସ ଜାରି କଲା ସର୍କୁଲାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାକୁ ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ। ବାଣ ଫୁଟାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ଡିଜି...

କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ସମୀକ୍ଷା ବୈଠକ – ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗଉବା ସୋସିଆଲ ମିଡିଆର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଆସାମାଜିକ ତତ୍ତ୍ୱ ଏବଂ...

ସିବିଆଇ ମାମଲା: ଜାଣନ୍ତୁ ଜଷ୍ଟିସ ଏ କେ ପଟ୍ଟନାୟକ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇର ପୂର୍ବତନ ମୁଖ୍ୟ ଆଲୋକ ବର୍ମାଙ୍କ ଆବେଦନକୁ ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ବା ସିଭିସିଙ୍କୁ ଯାଞ୍ଚ କରିବା ସହ ଦୁଇ ସପ୍ତାହ ସମୟ ମଧ୍ୟରେ ରିପୋର୍ଟ...

କୌଶଳ ବିକାଶ ଯୁଗ୍ମ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ – ଲାଖ କରିଗରଙ୍କ ସହ କଲେ ଭାବ ବିନିମୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଗିରିଧର ଗିରି। ତାଙ୍କ ସହ ଏକ ତିନି ଜଣିଆ ଦଳରେ...

୩୪୦ କୋଟିର ୪ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ୩୪୦ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଗୁରୁବାର ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ସାଚନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ...

ରାଜଧାନୀର କାନ୍ଥରେ ନୂଆ ରଙ୍ଗ ଓ ତୁଳୀର ସ୍ପର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ୱ କପ ପାଇଁ ଭୁବନେଶ୍ୱର ପୁଣି ଥରେ ସଜେଇ ହେଉଛି। ରାଜଧାନୀ ଭୁବନେଶ୍ୱର ପୁଣି ଥରେ ସଜେଇ ହେଉଛି। ହକି ବିଶ୍ୱ କପ ଆଗକୁ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକୁ...

ସୁପ୍ରିମକୋର୍ଟରେ ସିବିଆଇ ବିବାଦ – ୧୨ରେ ପରବର୍ତ୍ତୀ ଶୁଣାଣି, ଜଷ୍ଟିସ୍‌ ଏ କେ ପଟ୍ଟନାୟକ କରିବେ ତଦନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଅନ୍ତଃକନ୍ଦଳ ମାମଲାର ଶୁଣାଣି କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଟିଳ ହେଉଛି ସିବିଆଇ ବିବାଦ। ସିବିଆଇ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ...

ପୁଣି ଲଘୁଚାପ, ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୮ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗରୁ ପୂର୍ବାନୁମାନ କରାଯାଇଛି।ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ...